ବ୍ରଜରାଜନଗର ଅଞ୍ଚଳର ଓପିଏମ୍ କଲୋନୀରେ ଦିନ ଦିପହରେ ଟ୍ରକରୁ ଚୋରି ଉଦ୍ୟମ।
ଦିନ ଦିପହରେ ଟ୍ରକରୁ ଚୋରି କରୁଥିବା ବେଳେ ଧରାପଡିଲା ଚୋର। ବ୍ରଜରାଜନଗର ଅଞ୍ଚଳରେ ଏକ ଛିଡା ହୋଇଥିବା ଟ୍ରକରୁ ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ଚୋରକୁ ଧରିପକାଇଥିଲେ।
Jharsuguda, Jharsuguda | Oct 6, 2026