#ଆନନ୍ଦପୁର_ରିଙ୍ଗ_ବନ୍ଧ_ଘାଇ_ହେବା_ଘଟଣା #ଥାନାରେ_ଏତଲା
ଆନନ୍ଦପୁର ରିଙ୍ଗ ବନ୍ଧ ଘାଇ ହେବା ଘଟଣା ରେ ସମ୍ପୂକ୍ତ ବିଭାଗୀୟ ଅଧିକାରୀ ଙ୍କ ନାଁ ରେ ଆନନ୍ଦପୁର ଥାନାରେ ଏତଲା ଦେଲେ ଦୁର୍ନୀତି ବିରୋଧୀ ପ୍ରଗତିଶୀଳ ମଞ୍ଚର ଆବାହକ "ଯଜ୍ଞପ୍ରସାଦ ସାହୁ |
#pabitranewsodishalive #OdishaNews #anandpur #keonjhar
Kendujhar Town, Kendujhar | Aug 17, 2026