ପୁରୀ: ପୁରୀ ଟାଉନ ଥାନା ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୫ ଅଭିଯୁକ୍ତ ଗିରଫ
Puri, Puri | Oct 3, 2026
ପୁରୀ ଟାଉନ ଥାନା ପୋଲିସର ବିଭିନ୍ନ ମାମଲାରେ ମୋଟ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆକ୍ରମଣ ମାମଲାରେ ଫେରାର ଥିବା ସିଲୁ ପ୍ରଧାନକୁ ଭୁବନେଶ୍ୱରର ଲିଙ୍ଗିପୁରରୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ଠାରୁ ଆପତ୍ତିଜନକ ସାମଗ୍ରୀ ଓ ମୋବାଇଲ ଜବତ ହୋଇଛି।