Public App Logo
#ମୋବମୋବାଇଲ୍_ଲୁଟେରା_ଗିରଫ_ବାଇକ୍_ସହ_୧୨_ମୋବାଇଲ୍_ଜବତ୍_ଦୁଇ_ଗିରଫ ବଡ଼ଚଣା ଥାନାରେ ୨୫୪/୨୬ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ତଦନ୍ତ କାରୀ ଅଧିକାରୀ ସୁବ୍ରତ ପ୍ରଧାନ ସୁଚନା ଦେଇଛନ୍ତି । ଏମାନେ ସାଧାରଣତଃ ବଡଚଣା, ଚଣ୍ଡିଖୋଲ, ଛତିଆ , କଟକ ଅଞ୍ଚଳରେ ହାଇୱେରେ ଯାଇ ଆମ କରୁଥିବା ଯାତ୍ରୀ ମାନଙ୍କ ଉପରେ ଲୁଟ୍ କରି ବିଭିନ୍ନ ପାହାଡ଼ ବଣ ଜଙ୍ଗଲ ମଧ୍ୟରେ ଦେଇ ଖସିଯିବାକୁ ପ୍ରୟାସ କରିଥାନ୍ତି । #MobileSnatching #MobileThept #MobileLoot #RubberyGang #MobileSnatchingNews #SpJajpur #BadachanaPolice #BadachanaPS #BadachanaIIC #OdishaNews #AsmitaKhabarOdia #AsmitaKhabar - Jajapur News