Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर

କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ବିଜେପି ମଣ୍ଡଳ ପକ୍ଷରୁ ସାଂସଦ ପ୍ରତିନିଧି ଶିବେନ୍ଦ୍ର ଚକ୍ରଙ୍କ ତତ୍ତ୍ୱାବଧନରେ କଟକ ପଦ୍ମିନୀ କେୟାର ହସ୍ପିଟାଲର ଡାକ୍ତର ମାନଙ୍କ ଦ୍ୱାରା ମେଡ଼ିସିନ,ଶିଶୁରୋଗ , ଅସ୍ଥିଶଲ୍ଯ ଓ ସ୍ତ୍ରୀ ରୋଗ ଭଳି ଅନେକ ବିଭାଗର ଅଭିଜ୍ଞ ଡାକ୍ତର ଉପସ୍ଥିତ ରହି ରୋଗୀ ମାନଙ୍କ ସ୍ବାସ୍ଥ୍ଯ ପରିକ୍ଷାକରି ବିନାମୂଲ୍ଯରେ ଔଷଧ ବିତରଣ କରିଛନ୍ତି

Ghasipura, Kendujhar | Aug 12, 2026

MORE NEWS