Public App Logo
Profile Picture

Anandapur Khabar

@anandapurkhabar
195Followers
0Following
ଗତକାଲି ଘଷିପୁରା ଥାନା ଅନ୍ତର୍ଗତ କାଠପାଳ ଗ୍ରାମର ଶିକ୍ଷକ ଯଦୁମଣି ଜେନାଙ୍କ ଘରୁ ସୁନା ଅଳଙ୍କାର ଚୋରି ଘଟଣାରେ ଆଜି ଘଷିପୁରା ପୋଲିସ ଟାଇଲ୍ସ କାମ କରୁଥିବା ଦୁଇ ମିସ୍ତ୍ରୀଙ୍କୁ  ଅଭିଯୁକ୍ତ ଭାବେ ଗିରଫ କରିଛି,
ବାରିଆ ଥାନା ଉଖୁଣ୍ଡା ବଜାର ନିକଟରେ ଆଇସକ୍ରିମ ବେପାରୀ  ବେଣୁଧରି ପାତ୍ର(୫୪)ଙ୍କ ଦୁର୍ଘଟଣାରେ ମୃତ୍ୟୁ ଆନନ୍ଦପୁର ମେଡ଼ିକାଲରେ ଭର୍ତ୍ତି
ଭାଲୁ ଆକ୍ରମଣରେ ମହିଳା ଗୁରୁତର,ଆନନ୍ଦପୁର ଉପଖଣ୍ଡ ଦେଓଗାଁ ରେଞ୍ଜ ଧୋବାଲାହୁଡି ଗାଁର ଜଣେ ମହିଳା ଛତୁ ତୋଳିବାକୁ ଯାଇଥିବା ବେଳେ ମହିଳାଙ୍କୁ ଭାଲୁ ଆକ୍ରମଣ,,
ଘଷିପୁରା ଥାନା ଭଣ୍ଡାରୀଡିହା ଗ୍ରାମର ପ୍ରଫୁଲ ନାୟକଙ୍କ ଘରୁ ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଚୋରୀ,ଘଷିପୁରା ଥାନାରେ ଅଭିଯୋଗ,,
ବେଲବାହାଳିରେ ଆଉ ଏକ ଗଣେଶ ଭାଷାଣି ଶେଷ, ଡିଜେ ସାଉଣ୍ଟରେ  ଦେଖିବା ପାଇଁ ଲୋକଙ୍କ ଭିଡ଼,
ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ ପରେ ଅଭିଯୁକ୍ତ ଗିରଫ। କେନ୍ଦୁଝର ଜିଲା  ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ-୩ ଛାତ୍ରୀଙ୍କୁ ରାସ୍ତାରୁ ଟେକିନେଇ ଏକ ହୋଟେଲ ଭିତରେ ବଳାତ୍କାର କରାଯାଇଥିବା ନେଇ ଥାନାରେ ସୋସ ଅଭିଯୋଗ,,
ଖୁଦୁରୁକୁଣୀ ଭସାଣି ବେଳେ ଡିଜେ ବଜାଇବାକୁ ନେଇ ଚମୁଇଁରେ ଘଷିପୁରା ପୋଲିସକୁ ଆକ୍ରମଣ ,୩ଜଣକୁ ପୋଲିସ କୋଟ୍ ଚାଲାଣ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ରହିଛି
କେନ୍ଦୁଝର ଜିଲ୍ଲା ଘସିପୁରା ଥାନା କାଠପାଳ ଗାଁରେ ଶିକ୍ଷକ ଦମ୍ପତି ଙ୍କ ଘରେ କଳାକନା ବୁଲାଇଲେ ଚୋର। ଦମ୍ପତି ଘରେ ନଥିବାର ସୁଯୋଗ ନେଇ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହିତ ନଗଦ ଅର୍ଥ ଲୁଟ। ପୋଲିସ ର ତଦନ୍ତ ଜାରୀ,
ପତିତପାବନ ମହାବିଦ୍ଯାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ଏନଏସଏସ ଦିବସରେ ଅତି ସୁନ୍ଦର ନୃତ୍ୟ ପରିବେଷଣ
20-20 କ୍ରିକେଟ ଲିଗ ସିଏମ ଟ୍ରଫିରେ କେନ୍ଦୁଝର ମାଇନର୍ସ ବିଜେତା ହେବାର ସୌଭାଗ୍ୟ ଅର୍ଜନ କରିବା ପରେ ଆନନ୍ଦପୁର ଠାରେ କେନ୍ଦୁଝର ଟିମକୁ ସ୍ୱାଗତ ସମ୍ବର୍ଦ୍ଧନା
ଘଷିପୁରା ବ୍ଲକ ସାଇଁକୁଳ ବାନରସେନା ଉପ୍ରା ବିଦ୍ୟାଳୟର ୭୩ତମ ପ୍ରତିଷ୍ଠା ଦିବସ ପାଳିତ,ସମ୍ବର୍ଦ୍ଧିତ ହେଲା ପୂର୍ବତନ ଶିକ୍ଷକ ଏବଂ ଛାତ୍ରଛାତ୍ରୀ
ତ୍ରିଶିକା ଆମ ଯାଜପୁର ଜିଲ୍ଲାର କୁନିଝିଅଙ୍କୁ ସାହାଯ୍ୟ କରିବା ପାଇଁ ଏକ ଅଭିଯାନ ଆନନ୍ଦପୁର ବ୍ଳକ ବେଲବାହାଳୀ ଅଞ୍ଚଳରେ ଯୁବକ ମାନେ ଆରମ୍ଭ କରାଯାଇଛି। ଦୟାକରି ତାଙ୍କ ଜୀବନ ରକ୍ଷା କରିବା ପାଇଁ ଯଥା ସମ୍ଭବ ସାହାଯ୍ୟ କରୁଛନ୍ତି ଲୋକେ । 🙏
ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ସମ୍ମିଳନୀ: ଆନନ୍ଦପୁର ଠାରେ ସଂଗଠନକୁ ମଜଭୁତ ପାଇଁ ଆହ୍ୱାନଦେଲେ ରାଜ୍ୟ ସଂଗଠନ ମହାମନ୍ତ୍ରୀ ,,,
ଆଜି ଅନୁସୂଚିତ ଜାତି ମୋର୍ଚ୍ଚା, ବିଜେପି ଓଡିଶା ପ୍ରଦେଶ ପକ୍ଷରୁ ଜୋନ ସ୍ତରୀୟ ସମୀକ୍ଷା ବୈଠକ ଆନନ୍ଦପୁର ଠାରେ ଅନୁଷ୍ଠିତ ହୋଇ ଯାଇଛି ।ବୈଠକରେ ଓଡିଶା ସଂଙ୍ଗଠନ ମହାମନ୍ତ୍ରୀ ଶ୍ରୀ ମାନସ ମହାନ୍ତି ମହୋଦୟ  ବିଭିନ୍ନ ସାଂଗଠାନିକ କାର୍ଯ୍ୟ ର ସମୀକ୍ଷା ସହିତ ସଂଗଠନକୁ ଆହୁରି ଶକ୍ତିଶାଳୀ କରିବା ଏବଂ ଆଗାମୀ ଦିନର କିପରି ଗତିଶୀଳ କରାଯାଇପାରିବ ସେ ସମ୍ବନ୍ଧରେ ବିସ୍ତୃତ ମାର୍ଗଦର୍ଶନ ଦେଇଥିଲେ।
କେନ୍ଦୁଝର ଜିଲ୍ଲାର ଭଣ୍ଡାରୀଡିହା, ପଦନପୁର ଗ୍ରାମରେ ଖୁଦୁରୁକୁଣୀ ଓଷାକୁ  ଗଣପର୍ବ ଭାବେ ବହୁ ଆଢ଼ମ୍ବରରେ ପାଳନ କରିଛନ୍ତି ମହିଳା ମାନେ,,,
ଆନନ୍ଦପୁର ସମେତ ଘଷିପୁରା ବ୍ଲକର ସମେତ ଅଙ୍ଗନୱାଡ଼ି କେନ୍ଦ୍ରରେ ଆଙ୍ଗନ କା ଉତ୍ସବ ପୋଷଣ ପକ୍ଷ ଦିବସ ୩ଦିନ ଧରି ଅତି ସୁନ୍ଦର ଭାବେ ପାଳନ କରାଯାଇଛି
ପ୍ରତିଯୋଗିତା ଭିତ୍ତିରେ ଗାଁର ଖୁଦୁରୁକୁଣୀ ମେଢ ଗୁଡିକୁ ସଜାଇଥିଲେ ଗାଁର ଝିଅମାନେ ନିଜକୁ ସୁସଜ୍ଜିତ କରି ମା ଖୁଦୁରୁକୁଣୀଙ୍କର ପୂଜାଅର୍ଚ୍ଚନାରେ ମଜ୍ଜି ଯାଇଛନ୍ତି <nis:link nis:type=tag nis:id=ଘଷିପୁରା_ବ୍ଲକ_ଭଣ୍ଡାରିଡିହା_ଓ_ପଦନପୁର_ଗ୍ରାମର_ଝିଅମାନେ nis:value=ଘଷିପୁରା_ବ୍ଲକ_ଭଣ୍ଡାରିଡିହା_ଓ_ପଦନପୁର_ଗ୍ରାମର_ଝିଅମାନେ nis:enabled=true nis:link/>
ଆବାସ ଘର ଟିଏ ପାଇବା ଦାବିରେ ଘଷିପୁରା ବ୍ଲକ ଘେରିଲେ ବ୍ଲକର ବିଭିନ୍ନ ପଞ୍ଚାୟତବାସୀ
ଲୋକମାନଙ୍କ ସାଧାରଣ ସମସ୍ୟା ବିଡ଼ିଓ ଶୁଣିବା ସହିତ ଏହାର ତ୍ୱରିତ ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଘଷିପୁରା ବ୍ଲକ କେଶଦୁରାପାଳ ପଞ୍ଚାୟତରେ ୫ ଟି ପଞ୍ଚାୟତ ର ଲୋକଙ୍କୁ ନେଇ ଏକ ଜନ ଶୁଣାଣି କାଯ୍ୟକ୍ରମ ହୋଇଯାଇଛି ।
ଅଙ୍ଗନୱାଡି ର କୋମଳମତି ଶିଶୁଙ୍କ ଉଦେଶ୍ୟରେ ଅଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ ତିନିଦିନ ଧରି ଚାଲିବ ଆଜି ଘସିପୁରା ବ୍ଲକ ଅଧିନ  ନଣ୍ତାବର ଅଙ୍ଗନବାଡି କେନ୍ଦ୍ରରେ ପୁଷ୍ଟିକର ଖାଦ୍ୟ ଉପରେ ବିଶେଷ ପ୍ରତିଯୋଗିତା
ଲଗାଣ ବର୍ଷାରେ ଦବିଲା ସେତୁ। ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ ରେକୁଟିଆ-ଦରଡିପାଳ ରାସ୍ତାରେ ଘଟିଛି ଏ ଘଟଣା,,
ଦୁର୍ଘଟଣାରେ ପ୍ରାଣ ହରାଇଲେ ଓଡ଼ପଡା ଗ୍ରାମର ଯୁବକ ପ୍ରଶାନ୍ତ ନାୟକ , ସମାଜ ସେବା ଓ ଅନ୍ୟାୟ ବିରୁଦ୍ଧରେ ଲଢେଇ କରିବା ପ୍ରଶାନ୍ତର ଥିଲା ଜୀବନର ବ୍ରତ ,ଗାଁ ଓ ଆଖପାଖ ଗ୍ରାମରେ ସମସ୍ତଙ୍କର ପ୍ରିୟ ବନ୍ଧୁ ଥିଲା,
ଏଭଳି ଏକ ପରୋପକାରୀ ଯୁବକ ଅସମୟରେ ଚାଲିଯିବା ଅଞ୍ଚଳ ପାଇଁ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି।
ଘଷିପୁରା ନିର୍ବାଚନ ମଣ୍ଡଳୀ ବୀରଗୋବିନ୍ଦପୁର ଠାରେ ଭାରତ ମାତାର ସୁଯୋଗ୍ୟ ସନ୍ତାନ ପ୍ରଚଣ୍ଡ ରାଷ୍ଟ୍ର ଭକ୍ତ, ଜନନେତା,ଏକାତ୍ମ ମାନବବାଦ ର ପ୍ରଣେତା ,ଦାର୍ଶନିକ ଓ ବିଚକ୍ଷଣ ରାଜନୀତିଜ୍ଞ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ ପାଳନ
ଘସିପୁରା ବ୍ଲକ ସୁଆଁପଦା ରେ ଥିବା ଆଦର୍ଶ ବିଦ୍ୟାଳୟର ଓଡ଼ିଆ ଶିକ୍ଷକ ଅମୁଲ୍ୟ ସାହୁଙ୍କୁ ଅନ୍ୟତ୍ର ବଦଳି ଘଟଣାକୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପ୍ରତିବାଦ
କେନ୍ଦୁଝର ଜିଲ୍ଲା  ସାଇଁକୁଳ ସ୍ଥିତ ପତିତପାବନ ମହାବିଦ୍ୟାଳୟ ପକ୍ଷରୁ ଆଜି  ଏନଏସ୍ ଏସ୍ ପ୍ରତିଷ୍ଠା ଦିବସ ପାଳନ