Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
Congress
Modi
Delhi
Viral
मारपीट
Crime
Jharkhand
Dm
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
No video available

ବଡମ୍ବା: ଭୀଷଣ କାଳବୈଶାଖୀ ପ୍ରଭାବରେ ବଡମ୍ବା ନରସିଂହପୁର ମୁଖ୍ୟ ରାସ୍ତା ବେଲିଆପାଳ ନିକଟରେ ରାସ୍ତା ଅବରୋଧ

Badamba, Cuttack | Apr 28, 2025
କଟକ ବଡ଼ମ୍ବାରେ ରାତ୍ରିରେ କାଳବୈଶାଖୀ ପ୍ରଭାବ। ଭୀଷଣ କାଳବୈଶାଖୀ ପ୍ରଭାବରେ ବଡମ୍ବା ନରସିଂହପୁର ମୁଖ୍ୟ ରାସ୍ତା ର ବଡ଼ମ୍ବା ବ୍ଲକ ଅନ୍ତର୍ଗତ ବେଲିଆପାଳ ଛକ ନିକଟରେ ଉପୁଡି ପଡିଲା ଆମ୍ବ ଗଛ। ଏହା ଯୋଗୁ ବଡମ୍ବା ନରସିଂହପୁର କୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ରାସ୍ତା ର ଉଭୟ ପାର୍ଶ୍ଵ ରେ ଅଟକି ରହିଛି ଶହ ଶହ ଗାଡି। ବଡମ୍ବା ଓ ବାଲିଝରି ଅଗ୍ନିଶମ ବାହିନୀ ପହଁଚି ରାସ୍ତା ଉପରୁ ଗଛ କୁ ହଟାଇ ବାକୁ ଉଦ୍ୟମ ଚାଲିଛି।