Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
Congress
Modi
Delhi
Viral
मारपीट
Crime
Jharkhand
Dm
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
No video available

ବଡମ୍ବା: ଖାରୋଡ଼ ଗ୍ରାମର ମହାକାଳୀ ଙ୍କ ପୀଠ ରୁ ବିଳମ୍ବିତ ରାତ୍ରିରେ ୩ ଗୋଟି ଚନ୍ଦନ ଗଛ ଚୋରି କରି ନେଇଗଲେ ଦୁବୃର୍ତ୍ତ

Badamba, Cuttack | May 5, 2025
ବିଳମ୍ବିତ ରାତ୍ରି ରେ ଚନ୍ଦନ ଗଛ ଚୋରି। ଖାରୋଡ଼ ଗ୍ରାମର ମହାକାଳୀ ଙ୍କ ପୀଠ ରୁ ଗତକାଲି ରାତିରେ ୩ ଗୋଟି ଚନ୍ଦନ ଗଛ ଚୋରି କରି ନେଇଗଲେ ଦୁବୃର୍ତ୍ତ। ଆଜି ସକାଳୁ ମନ୍ଦିର ପୂଜକ ଏନେଇ ଦେଖିବା ପରେ ପୂଜକ ସମାଜ ଓ ଗ୍ରାମବାସୀ ଥାନାରେ ଏକ ମାମଲା ଦେଇଛନ୍ତି।