Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
Accident
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
aeiodisha
#ଯାଜପୁର_ରେ_ସୁଭଦ୍ରା_ର_ପଞ୍ଚମ_କିସ୍ତି_ପ୍ରଦାନ ପବିତ୍ର ରକ୍ଷା ବନ୍ଧନ ଅବସର ରେ ମହିଳା ଙ୍କ ବ୍ୟାଙ୍କ ଖାତା କୁ ଆସିଲା ସୁଭଦ୍ରା ଯୋଜନା ର ପଞ୍ଚମ କିସ୍ତି। ଏହି ଅବସରରେ ଯାଜପୁର ଗୌତମ ବୁଦ୍ଧ ସଂସ୍କୃତି ଭବନରେ ଆୟୋଜିତ ହୋଇଥିବା ସ୍ଵତନ୍ତ୍ର କାର୍ଯକ୍ରମ ରେ ଜିଲା ରୁ ବିଭିନ୍ନ ଅଞ୍ଚଳ ରୁ ମହିଳା ମାନେ ସାମିଲ ହୋଇଥିଲେ। ନୟାଗଡ ଜିଲାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସି ମାଧ୍ୟମରେ ପଞ୍ଚମ କିସ୍ତିର ଶୁଭାରମ୍ଭ କରି ଏହି ଯୋଜନା ମାଧ୍ୟମ ରେ ମହିଳା ମାନେ ସ୍ବାବଲମ୍ବୀ ହୋଇପାରିବେ ବୋଲି କହିଥିଲେ। ଏହି କାର୍ଯକ୍ରମ ରେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ଯୋଗ ଦେଇ ୫ ହଜାର କୋଟିରୁ ଅଧିକ ଟଙ୍କା ହିତାଧିକାରୀ ଙ୍କୁ ଏହି ଐତିହାସିକ ଯୋଜନାରେ ସାମିଲ କରାଯାଇଛି ବୋଲି କହିଥିଲେ। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଟିର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପାର୍ବତୀ ସାହୁ ଙ୍କ ସମେତ ବହୁ ପଦାଧିକାରୀ ମାନେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଏହି ଯୋଜନା ମାଧ୍ୟମରେ ମହିଳା ମାନେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି କହିଥିଲେ। #rabinarayanbehera #mpjajpur #subhadra #lntvnetwork #JajpurNews #jajpurkhabar #Aeiodisha
Bhubaneswar M Corp, Khordha
| Aug 28, 2026
#ଯାଜପୁର_ରେ_ସୁଭଦ୍ରା_ର_ପଞ୍ଚମ_କିସ୍ତି_ପ୍ରଦାନ
#rabinarayanbehera
#mpjajpur
#subhadra
#lntvnetwork
#jajpurnews
#jajpurkhabar
#aeiodisha
MORE NEWS
ବିମାନକୁ କ୍ରାସ କରିବାକୁ ପୁରା ପ୍ରସ୍ତୁତ ଥିଲେ #ytshorts #shortsvideo #odishabhaskar
Bhubaneswar M Corp, Khordha | Oct 3, 2026
ଅକ୍ଟୋବରରେ ବାତ୍ୟା ଗଞ୍ଜାମକୁ ବଡ଼ ବିପଦ! #cycloneupdate #ytshorts #shortsvideo #odishabhaskar
Bhubaneswar M Corp, Khordha | Oct 3, 2026
ଛକ୍କା ମାରି ଆଉଟ ହୋଇଗଲେ ବୈଭ #odishabhaskar #latestnews #INDvsPAK
Bhubaneswar M Corp, Khordha | Oct 3, 2026
୧୫ତାରିଖରେ ନେବ ଅବପାତର ରୂପ ! #Odisha #CycloneAlert #Cyclone
Bhubaneswar M Corp, Khordha | Oct 3, 2026
ତ୍ରିଶିକାକୁ ସହଯୋଗର ହାତ ବଢ଼ାନ୍ତୁ Trishika #odishabhaskar #latestnews #HelpTrishika
Bhubaneswar M Corp, Khordha | Oct 3, 2026
ତ୍ରିଶିକାକୁ ଖରାପ କମେଣ୍ଟ ଦିଅନ୍ତୁ ନାହିଁ Trishika #odishabhaskar #latestnews #HelpTrishika
Bhubaneswar M Corp, Khordha | Oct 3, 2026
ଛକ୍କା ଚୌକା ପରେ ଏବେ... India VS pakistan #cricketmatch
Bhubaneswar M Corp, Khordha | Oct 3, 2026
ସୁନା ପାଇଁ ଭାରତ ଦେଉଛି କଡା ଟକ୍କର India VS Pakistan #cricketmatch
Bhubaneswar M Corp, Khordha | Oct 3, 2026
୧୯୯୯ ମହାବାତ୍ୟା ଠୁ ବି ଭୟଙ୍କର #odishabhaskar #latestnews #Odisha
Bhubaneswar M Corp, Khordha | Oct 3, 2026