ଲୋକ ବିରକ୍ତ ହୋଇ ଡାକ୍ତରଙ୍କୁ ପିଟୁଛନ୍ତି। ଉପାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟ କେନ୍ଦ୍ର ଅଛି। କିନ୍ତୁ ସେବା ମିଳୁନି। ଆପତ୍ତି କଲେ ଡାକ୍ତର ରାଗି ଯାଉଛନ୍ତି। ଏଭଳି ଅଭିଯୋଗ ଆସିଛି କୋରାପୁଟ୍ ଜିଲ୍ଲା ରାମଗିରି ଅଞ୍ଚଳରୁ। ଦୂର୍ଘଟଣା ପରେ ଆହତଙ୍କୁ ନେଇ ପହଞ୍ଚିବା ବେଳକୁ ସ୍ବାସ୍ଥ୍ୟ କେନ୍ଦ୍ରରେ ତାଲା ଝୁଲୁଥିବା ଅଭିଯୋଗ ହୋଇଛି। CMO Odisha District Magistrate Koraput Health & Family Welfare Department, Government of Odisha Dr. Mukesh Mahaling