Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
prashantakumar79
3
ମାଲକାନଗିରି: ମାଲକାନଗିରି ଜିଲ୍ଲା ଚମ୍ପାକାରୀ ଗ୍ରାମ ଠାରେ ଅନୁଷ୍ଠିତ ପ୍ରସିଦ୍ଧ ଲାଠି ଯାତ୍ରାରେ ଯୋଗଦାନ କଲେ ପୂର୍ବତନ ବିଧାୟକ
Malkangiri, Malkangiri
| Oct 1, 2025
ଦଶହରା ଉପଲକ୍ଷେ ଚମ୍ପାକାରୀ ଗ୍ରାମରେ ଅନୁଷ୍ଠିତ ପ୍ରସିଦ୍ଧ ଲାଠି ଯାତ୍ରାରେ ଯୋଗଦାନ କଲେ ପୂର୍ବତନ ବିଧାୟକ ମାନସ ମାଡକାମି
MORE NEWS
ମାଲକାନଗିରି କ୍ରୀଡ଼ା ହଷ୍ଟେଲରେ ନୂତନ କ୍ରୀଡ଼ାବିତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା: ଯୋଗଦେଲେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ I ନୂତନ ଭାବେ ଯୋଗ ଦେଇଥିବା କ୍ରୀଡ଼ା ଛାତ୍ରମାନଙ୍କ ପାଇଁ ଏକ ଭବ୍ୟ ସ୍ୱାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାପାଳ ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିନୋଦ ପାଟିଲ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ନୂତନ ଛାତ୍ରମାନଙ୍କୁ ଉତ୍ସାହିତ କରିଥିଲେ।
Malkangiri, Malkangiri | Aug 17, 2026
ବାଘ ଆକ୍ରମଣରେ ୪ବର୍ଷର ଶିଶୁ କନ୍ୟା ଗୁରୁତର : ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଜନ୍ଦ୍ରାଗୁଡାରେ ବାଘ ଆତଙ୍କ #AdarshNewsLive
Malkangiri, Malkangiri | Aug 17, 2026
ଜୟପୁର ଗ୍ଳୋକାଲ ହସ୍ପିଟାଲ ପଛପଟ ପ୍ରକାଶ ନଗରରେ ବାଘ କିମ୍ବା ବନ ଭୂଆ ପାଦ ଚିହ୍ନ ଏବଂ ସିସିଟିଭି ଫୁଟେଜ ର ଭିଡିଓ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକେ କହୁଛନ୍ତି ଏହା ବାଘ ପାଦ ଚିହ୍ନ ଅଥବା ଗଧିଆ ବାଘର ହୋଇଥିବ। ଏହାକୁ ନେଇ ଘଟଣାସ୍ଥଳରେ ଜୟପୂର ବନବିଭାଗ ଦଳ ପହଞ୍ଚି ପାଦ ଚିହ୍ନକୁ ଯାଞ୍ଚ୍ କରିବା ସହ ଲୋକଙ୍କୁ ଭୟଭୀତ ନହେବା ପାଇଁ ସୂଚନା ଦେଇଛନ୍ତି। ବନବିଭାଗ ଦଳଙ୍କ କହିବା ଅନୁସାରେ ଏହି ପାଦ ଚିହ୍ନ 'ବନ ଭୂଆ' ବିରାଡ଼ି ଯାହାର ଆକାର କିଛି ବଡ଼ ରହିଛି। ତେଣୁ ସିସିଟିଭିକୁ ଭଲଭାବରେ ଦେଖିଲେ ଏହାର ଚିତ୍ର ଆହୁରି ସ୍ପଷ୍ଟ ହୋଇପାରିବ ବୋଲି କୁହାଯାଇଛି।
Malkangiri, Malkangiri | Aug 17, 2026
୧୧ ଦଫା ଦାବି ପୂରଣ ନେଇ ରାଜରାସ୍ତାରେ ଅଙ୍ଗନବାଡ଼ି ଓ ଆଶା କର୍ମୀ। #AnganwadiWorkers #AshaWorkers #OdishaNews #Protest #DemandForRights #DailyUpdate
Malkangiri, Malkangiri | Aug 17, 2026
ସମାଜ ପକ୍ଷରୁ ମାଲକାନଗିରିର ମୁଦୁଲିପଡ଼ାଠାରେ ମେଗା ସ୍ୱାସ୍ଥ୍ୟ ଶିବିର: ୨୦୦ରୁ ଉର୍ଦ୍ଧ୍ୱ ବଣ୍ଡା ଜନଜାତିଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା । #Khairput
Malkangiri, Malkangiri | Aug 17, 2026
ମାଲକାନଗିରି: ମାଲକାନଗିରି ଜିଲ୍ଲା ଚମ୍ପାକାରୀ ଗ୍ରାମ ଠାରେ ଅନୁଷ୍ଠିତ ପ୍ରସିଦ୍ଧ ଲାଠି ଯାତ୍ରାରେ ଯୋଗଦାନ କଲେ ପୂର୍ବତନ ବିଧାୟକ - Malkangiri News