ନିଶାମୁକ୍ତ ଅଭିଯାନରେ ଏମଭି-୭୯ ଡ଼. ଶ୍ୟାମା ପ୍ରସାଦ ଡିଗ୍ରୀ କଲେଜ
ଜାତୀୟ ଏନ୍ଏସ୍ଏସ୍ (NSS) ପକ୍ଷରୁ ଓଡ଼ିଶାର ୧୩ଟି ମହାବିଦ୍ୟାଳୟକୁ ନିଶାମୁକ୍ତ ଅଭିଯାନ ସମ୍ପର୍କିତ କାର୍ଯ୍ୟକ୍ରମ ପାଇଁ ଚୟନ କରାଯାଇଥିବା ବେଳେ, ଏହି ତାଲିକାରେ ମାଲକାନଗିରି ଜିଲ୍ଲାର ଏମଭି-୭୯ ସ୍ଥିତ ଡ଼. ଶ୍ୟାମା ପ୍ରସାଦ ଡିଗ୍ରୀ କଲେଜ ସ୍ଥାନ ପାଇଛି।
#Malkangiri
Malkangiri, Malkangiri | Oct 3, 2026