Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Jharkhand
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी

ଟିଟିଲାଗଡ: ଭୁବନେଶ୍ବର ଲୋୟର ପି ଏମ୍ ଜି ଠାରେ ବିଜେପି ସରକାର ବିରୁଦ୍ଧରେ ବର୍ଷିଲେ ଟିଟିଲାଗଡ଼ର ବିଜେଡି ନେତ୍ରୀ ଟୁକୁନି ସାହୁ

Titlagarh, Balangir | Feb 24, 2026
ବିଜେପି ସରକାର ଯେଉଁଭଳିଭାବରେ ଚାଷୀ ମାରଣା ନୀତି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ପ୍ରତିଶୃତି ଖିଲାପୀ ଶାସନ କରୁଛି ତାହା ବିରୁଦ୍ଧରେ ଆଜି ରାଜଧାନୀ ଲୋୟର ପିଏମଜିଠାରେ ବିକ୍ଷୋବ ଓ ପ୍ରତିବାଦ ସଭାରେ ଓଡ଼ିଶାର ଜନମାନସର ନେତା ତଥା ଆମ ପ୍ରିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ ଯୋଗଦେଇ ରାଜ୍ୟରେ ଚାଲୁଥିବା ଅପାରଗ ସରକାରଙ୍କୁ କଡା ସମାଲୋଚନା କରିଥିଲେ ।

MORE NEWS

ଟିଟିଲାଗଡ: ଭୁବନେଶ୍ବର ଲୋୟର ପି ଏମ୍ ଜି ଠାରେ ବିଜେପି ସରକାର ବିରୁଦ୍ଧରେ ବର୍ଷିଲେ ଟିଟିଲାଗଡ଼ର ବିଜେଡି ନେତ୍ରୀ ଟୁକୁନି ସାହୁ - Titlagarh News