Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
Congress
Modi
Delhi
Viral
मारपीट
Crime
Jharkhand
Dm
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh

ଟିଟିଲାଗଡ: ଟିଟିଲାଗଡ଼ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନଙ୍କ ବାର୍ଦ୍ଧକ୍ୟ ଭତ୍ତା ପ୍ରସ୍ତାବକୁ ବିଧାନସଭାରେ ଅନୁମୋଦନ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ

Titlagarh, Balangir | Feb 20, 2026
ଲୋକଙ୍କ ସରକାର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦୃଢ଼ ଓ ସଙ୍କଳ୍ପବାନ ନେତୃତ୍ୱରେ ରାଜ୍ୟର ବୃଦ୍ଧମାନଙ୍କ ସମ୍ମାନ, ସୁରକ୍ଷା ଓ ସାମାଜିକ ନିରାପତ୍ତିକୁ ଆଉ ମଜବୁତ କରିବା ପାଇଁ ଏକ ଐତିହାସିକ ସିଦ୍ଧାନ୍ତ ଗ୍ରହଣ କରାଯାଇଛି। ମୋର ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ପ୍ରସ୍ତାବକୁ ସମ୍ମାନ ଦେଇ ୬,୭୩,୩୪୯ ଜଣ ଲାଭାନ୍ବିତଙ୍କ ପାଇଁ ଅନୁମୋଦନ ମିଳିଥିବା ନିଶ୍ଚୟ ଭାବେ ସମାଜର ବୃଦ୍ଧମାନଙ୍କ ପ୍ରତି ସରକାରଙ୍କ ସମ୍ବେଦନଶୀଳତାର ପ୍ରମାଣ। ଏହି ପଦକ୍ଷେପ ତାଙ୍କର ଜୀବନଯାପନକୁ ସୁବିଧାଜନକ କରିବା ସହ ସମ୍ମାନ ଓ ଆତ୍ମବିଶ୍ୱାସକୁ ଆହୁରି ଦୃଢ଼ କରିବ।