Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर

ଝାରପୋଖରିଆ: ଜନଜାତି ଗୌରବ ଦିବସ ଅବସରରେ ସାରସକଣା ବ୍ଳକର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଶନିବାର ଦିନ ସାରା ଦେଶ ପାଳୁଛି ଜନଜାତି ଗୌରବ ଦିବସ। ଏହି ଅବସରରେ ସାରସକଣା ବ୍ଳକ ଅନ୍ତର୍ଗତ ଶଙ୍ଖାଭଙ୍ଗା, ରତିଲା ଓ ଜାମଶୋଳା ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅପରାହ୍ନ ୪ ଟା ରୁ ସଂଧ୍ୟା ୭ ଟା ଯାଏଁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକରେ ସାରସକଣା ବିଧାୟକ ଭାଦବ ହାଁସଦା ଅତିଥି ଭାବେ ଯୋଗ ଦେଇ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୃତ୍ତିରେ ପୁଷ୍ପମାଲ୍ୟ ଦେଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ନେଇ ସୂଚନା ମିଳିଛି।