Public App Logo
ଜୟପୁର-ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଜୟପୁର ଜିଲା ମେଡିକାଲ ଗସ୍ତ କୁ ସ୍ୱାଗତ।କିନ୍ତୁ ଖାଲିଥିବା କର୍ମଚାରୀ ଏବଂ ଡକ୍ଟର ଶୀଘ୍ର ନିଯୁକ୍ତି ପାଇଁ ପଦକ୍ଷେପ ନେବା ଆବଶ୍ୟକ ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀ ପତି। Part 8 - Koraput Town News