Public App Logo
16.08.26 - ରେ ୪ଟା ସମୟରେ, କଟକ ବକ୍ସିବଜାରସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟ ପରିସରରେ ଶ୍ରୀ ବିନୟତୋଷ ମିଶ୍ର, ଆଇପିଏସ୍, ଓଡ଼ିଶାର ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ (DGP) ଭାବେ ଦାୟିତ୍ୱ ଗ୍ରହଣ କଲେ।ଦେଖନ୍ତୁ ସେଇ ସମୟର କିଛି ଭିଡ଼ିଓ!! #dinaratitv #TheCommonTimes #DGPOLICE - Jeypore News