Public App Logo
କୋଟପାଡ଼ - ଷଡ଼ରଙ୍ଗା ରାସ୍ତା ମଝିରେ ପଡିଛି ଯୁବକଙ୍କ ଶବ,ହତ୍ୟା ଅଭିଯୋଗ ଆଣିଲେ ପରିବାର,ହତ୍ୟାର କାରଣ ଅସ୍ପଷ୍ଟ l ଘଟଣା ଘଟିଛି କୋଟପାଡ଼ - ଷଡ଼ରଙ୍ଗା ରାସ୍ତା ଜାମଗୁଡା ଗ୍ରାମ ନିକଟରେ l #Kotpad #breakingnewstoday #Koraput #fbviralvideo #foryou #nonfollowers #kotpadbreakingnews - Koraput Town News