Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
Accident
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
aeiodisha
#ଦୁର୍ଘଟଣା_ପରେ_ଶୁଣନ୍ତୁ_ଡାକ୍ତର_କଣ_କହୁଛନ୍ତି #ଲକ୍ଷ୍ମୀ_ମନ୍ଦିର_ନିକଟରେ_ମର୍ମନ୍ତୁଦ_ସଡକ_ଦୁର୍ଘଟଣା_ଘଟଣା ଜାତୀୟ ରାଜପଥ ୧୬ ଅନ୍ତର୍ଗତ ଯାଜପୁର ସଠିପୁର ବ୍ରଜନଗର ଗଡା ଲକ୍ଷ୍ମୀ ମନ୍ଦିର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ସ୍କୁଲ ଛାଡିବାକୁ ଯାଉଥିବା ସମୟରେ ବାଇକକୁ ପିଟିଲା କାର। ଅବିଭାବକଙ୍କ ସହ ତିନିଜଣ ଜଣ ଛାତ୍ରଛାତ୍ରୀ ଗୁରୁତର। ଯାଜପୁର ବ୍ଲକ ମୂଳାପାଳସ୍ଥିତ ଲିଙ୍ଗେଶ୍ୱର ମନ୍ଦିର ନିକଟରେ ଥିବା ସରସ୍ଵତୀ ଶିଶୁ ମନ୍ଦିରଙ୍କୁ ପିଲାମାନଙ୍କୁ ଛାଡ଼ିବାକୁ ଯାଉଥିବା ସମୟରେ ହୋଇଛି ଏଭଳି ଦୁର୍ଘଟଣା। ଗୁରୁତର ଅବିଭାବକ ହେଲେ ଅଶୋକ ସାହୁ ଓ ତାଙ୍କ ପୁଅ ଆଶୀଷ ସାହୁ ଝିଅ ଆଦ୍ୟାଶା ସାହୁ ଏବଂ ଅନ୍ୟଜଣେ ଛାତ୍ର ସାଇଲ ଓଝା । ଅଶୋକ ନିଜ ପୁଅ ଝିଅ ସହ ଅନ୍ୟଜଣେ ଛାତ୍ରଙ୍କୁ ଏକ ବାଇକ ଯୋଗେ ବିଦ୍ୟାଳୟ ନେଇ ଯାଉଥିବା ବେଳେ ଜାତୀୟରାଜପଥରେ ଏକ କାର ଦୃତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସମସ୍ତେ ପଡି ରକ୍ତଜୁଡୁବୁଡୁ ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟଚିକିତ୍ସାଳୟ କୁ ଅଣାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୋଟ ଚାରିଜଣଙ୍କୁ କଟକ ବଡମେଡିକାଲ ସ୍ଥାନାନ୍ତରିତ କରାଯାଇଛି । #JajpurNews #jajpurkhabar #lntvnetwork #Aeiodisha
Bhubaneswar M Corp, Khordha
| Sep 8, 2026
#ଦୁର୍ଘଟଣା_ପରେ_ଶୁଣନ୍ତୁ_ଡାକ୍ତର_କଣ_କହୁଛନ୍ତି
#ଲକ୍ଷ୍ମୀ_ମନ୍ଦିର_ନିକଟରେ_ମର୍ମନ୍ତୁଦ_ସଡକ_ଦୁର୍ଘଟଣା_ଘଟଣା
#jajpurnews
#jajpurkhabar
#lntvnetwork
#aeiodisha
MORE NEWS
ପଦ ଯାତ୍ରାରେ ଦମ୍ ଦେଖାଇଲେ ସରୋଜ @koshalaprabaha2399 @Highlight #update #viral#breakingnews#news
Bhubaneswar M Corp, Khordha | Oct 3, 2026
ସ୍ବଚ୍ଛତା ହିଁ ସେବା @koshalaprabaha2399 @Highlight #update #viral#breakingnews #shorts#reels
Bhubaneswar M Corp, Khordha | Oct 3, 2026
ଆମର୍ ଦାବି ଲାଗି ଆମେ ଲଢମୁ @koshalaprabaha2399 @Highlight #update #viral#breakingnews #shorts
Bhubaneswar M Corp, Khordha | Oct 3, 2026
ପୋଲିସ ଆଗରେ ଦେଲା ଧମକ @koshalaprabaha2399 @Highlight #update #viral #breakingnews #shorts
Bhubaneswar M Corp, Khordha | Oct 3, 2026
"ଜହ୍ନ ରାତିର ଝଡ" ମୋ ଅଭିନୟର ଭୋକ ମେଣ୍ଟେଇ ଦେଇଛି
Bhubaneswar M Corp, Khordha | Oct 3, 2026
ବିରାଟ ରାଲି @koshalaprabaha2399 @Highlight #update #viral #breakingnews #shorts #reels #news
Bhubaneswar M Corp, Khordha | Oct 3, 2026
ବିମାନକୁ କ୍ରାସ କରିବାକୁ ପୁରା ପ୍ରସ୍ତୁତ ଥିଲେ #ytshorts #shortsvideo #odishabhaskar
Bhubaneswar M Corp, Khordha | Oct 3, 2026
ଅକ୍ଟୋବରରେ ବାତ୍ୟା ଗଞ୍ଜାମକୁ ବଡ଼ ବିପଦ! #cycloneupdate #ytshorts #shortsvideo #odishabhaskar
Bhubaneswar M Corp, Khordha | Oct 3, 2026
ଭଲ ପାଇବା କମିନାହିଁ ମୋର
Bhubaneswar M Corp, Khordha | Oct 3, 2026