Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Madhyapradesh
Pmmodi
Kerala
କୋରାପୁଟ ସହର: କୋରାପୁଟ ମେଘରାଜ ଅଞ୍ଚଳରେ ଲକ୍ଷାଧିକ ଟଙ୍କାର ସୁନା ଓ ନଗଦ ଚୋରି... - Koraput Town News
kadambiniamit143
କୋରାପୁଟ ସହର: କୋରାପୁଟ ମେଘରାଜ ଅଞ୍ଚଳରେ ଲକ୍ଷାଧିକ ଟଙ୍କାର ସୁନା ଓ ନଗଦ ଚୋରି ଘଟଣା
Koraput Town, Koraput
| Aug 18, 2026
କୋରାପୁଟ ସହରର ମେଘରାଜ ଅଞ୍ଚଳରେ ଲକ୍ଷାଧିକ ଟଙ୍କାର ସୁନା ଓ ନଗଦ ଚୋରି ହୋଇଥିବା ଘଟଣା ଆସିଛି। ସ୍ଥାନୀୟ ଲୋକମାନେ ବାରମ୍ବାର ହେଉଥିବା ଚୋରିପାଇଁ କଡ଼ାକଡ଼ି ପାଟ୍ରୋଲିଂ ବଢ଼ାଇବା ଓ ସୁରକ୍ଷା ବ୍ୟବସ୍ଥା ଦାବି କରୁଛନ୍ତି।
MORE NEWS
କେବେ ଧରା ହେବେ ପାଇନ ଜଙ୍ଗଲର ପାପୀ? କୋରାପୁଟ ସଦର ଥାନା ଅନ୍ତର୍ଗତ ଦେଓଘାଟି ନିକଟ ପାଇନ ଜଙ୍ଗଲରେ ଗତ ୫ ତାରିଖରେ ଘଟିଥିବା ଗଣଦୁଷ୍କର୍ମ ଘଟଣାକୁ ନେଇ ଚାଞ୍ଚଲ୍ୟ। ଘଟଣାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ତେବେ ଜୟପୁର ଅଞ୍ଚଳର ଆଉ ଦୁଇ ଅଭିଯୁକ୍ତ ଏବେବି ଫେରାର ଥିବା ଜଣାପଡ଼ିଛି। 👉 ଫେରାର ଦୁଇ ଅଭିଯୁକ୍ତଙ୍କୁ କେବେ ଧରିବ ପୋଲିସ? 👉 ତଦନ୍ତର ଅଗ୍ରଗତି କେତେ ଦୂର? 📍 କୋରାପୁଟ | ଦେଓଘାଟି | ପାଇନ ଜଙ୍ଗଲ #Koraput #KoraputNews #KoraputSadar #Deoghati #PineForest #Jaypur #Jeypore #OdishaNews #CrimeNews #BreakingNews #KoraputDistrict #OdishaCrime #PoliceInvestigation #Justice #LocalNews #KoraputUpdate #Odisha #NewsUpdate #PUBLICDemand
Koraput Town, Koraput | Aug 18, 2026
ଜୟପୁର ଆଶ୍ରମ ନଗରରେ ବାଘ ଆତଙ୍କକୁ ନେଇ ଚିନ୍ତା ବଢ଼ିଛି। ଆଶ୍ରମ ନଗର ଅଞ୍ଚଳରେ ଚଳପ୍ରଚଳ କରୁଥିବା ଜନ୍ତୁଟି ଉପରେ ନଜର ରଖିବା ପାଇଁ ବନ ବିଭାଗ ପକ୍ଷରୁ ଲଗାଯାଇଛି ସ୍ୱତନ୍ତ୍ର କ୍ୟାମେରା। କେବଳ ସେତିକି ନୁହେଁ, ରାତି ସମୟରେ ବନ ବିଭାଗ କର୍ମଚାରୀମାନେ ମଧ୍ୟ ଛକି ବସି ଜନ୍ତୁଟିର ଗତିବିଧି ଉପରେ ନଜର ରଖିବେ। ବନ ବିଭାଗର ଅନୁଧ୍ୟାନ ଶେଷ ହେବା ପରେ ହିଁ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ।
Koraput Town, Koraput | Aug 18, 2026
ମେଘରାଜ ଟାଉନସିପ୍ ଚୋରି ଘଟଣା ମେଘରାଜ ଟାଉନସିପ୍ରେ ବଡ଼ଧରଣର ଚୋରି ପରେ ପୋଲିସର ତଦନ୍ତ ଜୋରଦାର। ଘଟଣାକୁ ନେଇ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ପ୍ରତିକ୍ରିୟା। 👉 ଚୋରି କରିଥିବା ଦୁର୍ବୃତ୍ତଙ୍କୁ ଖୁବଶୀଘ୍ର ଚିହ୍ନଟ କରି ପୋଲିସ ପଞ୍ଜାକୁ ଆଣିବାକୁ ତଦନ୍ତ ଚାଲିଛି। “ଖୁବଶୀଘ୍ର ଚୋରି କରିଥିବା ଦୁର୍ବୃତ୍ତ ପୋଲିସ ପଞ୍ଜାରେ ରହିବ” — ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର 📍 ମେଘରାଜ ଟାଉନସିପ୍ 📌 ଘଟଣାର ତଦନ୍ତ ଜାରି #Meghraj #Koraput #Theft #PoliceInvestigation #KoraputNews #OdishaNews #BreakingNews
Koraput Town, Koraput | Aug 18, 2026
ବୋରିଗୁମ୍ମାରେ ଭାଲୁ ଆତଙ୍କ ! ବୋଡିଗାଁରେ ଭାଲୁ ଆକ୍ରମଣରେ ଗୁପ୍ତେଶ୍ୱର ନାୟକ ଗୁରୁତର। ସକାଳେ ଶୌଚ ପାଇଁ ନାଳକୁ ଯାଇଥିବା ବେଳେ ଭାଲୁ ହଠାତ୍ ଆକ୍ରମଣ କରିଥିଲା। ପ୍ରଥମେ କୁମୁଲି ଓ ବୋରିଗୁମ୍ମା ମେଡିକାଲ୍ରେ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ଜୟପୁର ମେଡିକାଲ୍କୁ ସ୍ଥାନାନ୍ତର। ଅଞ୍ଚଳରେ ଭାଲୁ ଆତଙ୍କ ରୋକିବାକୁ ବନ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀଙ୍କ ଦାବି। #ଭାଲୁଆକ୍ରମଣ #ଭାଲୁଆତଙ୍କ #ବୋଡିଗାଁ #ବୋରିଗୁମ୍ମା #କୋରାପୁଟ #କୋରାପୁଟଜିଲ୍ଲା #ଜୟପୁର #କୁମୁଲି #ବନବିଭାଗ #ବନ୍ୟଜନ୍ତୁଆକ୍ରମଣ #ଗ୍ରାମବାସୀ #OdishaNews #KoraputNews #BorigummaNews #JaypurNews #Odisha #Koraput
Koraput Town, Koraput | Aug 18, 2026
ଜୟପୁର: ବାଘ ପାଇଁ ଲାଗିଲା ସ୍ୱତନ୍ତ୍ର କ୍ୟାମେରା। ରାତିରେ ଛକି ବସିବେ ବନ ବିଭାଗ କର୍ମଚାରି। ଅନୁଧ୍ୟାନ ପରେ ଜଣା ପଡିବ ଆଶ୍ରମ ନଗରରେ ଚଳପ୍ରଚଳ କରୁଥିବାରୁ ଜନ୍ତୁଟି କଣ ?
Koraput Town, Koraput | Aug 18, 2026