କେବେ ଧରା ହେବେ ପାଇନ ଜଙ୍ଗଲର ପାପୀ?
କୋରାପୁଟ ସଦର ଥାନା ଅନ୍ତର୍ଗତ ଦେଓଘାଟି ନିକଟ ପାଇନ ଜଙ୍ଗଲରେ ଗତ ୫ ତାରିଖରେ ଘଟିଥିବା ଗଣଦୁଷ୍କର୍ମ ଘଟଣାକୁ ନେଇ ଚାଞ୍ଚଲ୍ୟ।
ଘଟଣାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ତେବେ ଜୟପୁର ଅଞ୍ଚଳର ଆଉ ଦୁଇ ଅଭିଯୁକ୍ତ ଏବେବି ଫେରାର ଥିବା ଜଣାପଡ଼ିଛି।
👉 ଫେରାର ଦୁଇ ଅଭିଯୁକ୍ତଙ୍କୁ କେବେ ଧରିବ ପୋଲିସ?
👉 ତଦନ୍ତର ଅଗ୍ରଗତି କେତେ ଦୂର?
📍 କୋରାପୁଟ | ଦେଓଘାଟି | ପାଇନ ଜଙ୍ଗଲ
#Koraput #KoraputNews #KoraputSadar #Deoghati #PineForest #Jaypur #Jeypore #OdishaNews #CrimeNews #BreakingNews #KoraputDistrict #OdishaCrime #PoliceInvestigation #Justice #LocalNews #KoraputUpdate #Odisha #NewsUpdate #PUBLICDemand