ବାରିପଦା ସଦର: ରାଜ୍ୟର ସବୁ ଥାନାରେ ବ୍ରିଫିଙ୍ଗ ପରେଡ୍: ସଜାଗ ରହିବାକୁ ପୋଲିସକୁ କଡ଼ା ନିର୍ଦ୍ଦେଶ
ରାଜ୍ୟର ସମସ୍ତ ପୋଲିସ ଥାନାରେ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ଯାଞ୍ଚ ପାଇଁ ଅନୁଷ୍ଠିତ ହେଲା ବ୍ରିଫିଙ୍ଗ ପରେଡ୍। ସାଧାରଣ ଲୋକଙ୍କୁ ତ୍ୱରିତ ସେବା ପ୍ରଦାନ ଓ ଯେକୌଣସି ପରିସ୍ଥିତି ପାଇଁ ସଜାଗ ରହିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ।