ବାରିପଦା ସଦର: ବାଙ୍ଗିରିପୋଷିରେ ଫୁଟବଲ ଟୁର୍ଣ୍ଣାମେଣ୍ଟ: ମୁଖ୍ୟ ଅତିଥି ସୁଦାମ ମାର୍ଣ୍ଡି
ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଭାଲିଆଡହର୍ ଗ୍ରାମରେ ଆୟୋଜିତ ହୋଇଛି ଫୁଟବଲ ଟୁର୍ଣ୍ଣାମେଣ୍ଟ। ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିବା ସହ କ୍ରୀଡ଼ାର ବିକାଶ ଓ ଯୁବପିଢ଼ିଙ୍କ ଆଗ୍ରହ ନେଇ ମତ ରଖିଛନ୍ତି।