Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर

ବାରିପଦା ସଦର: ଶିମିଳିପାଳରେ ଲଗାଣ ବର୍ଷା; କୁଳିପାଳରେ ସର୍ବାଧିକ ୧୫୦.୮୭୬ ମିମି ବୃଷ୍ଟିପାତ ରେକର୍ଡ ନେଇ କର୍ତ୍ତୃପକ୍ଷଙ୍କ ସୂଚନା

MORE NEWS

ବଡସାହି: ବେତନଟୀ ମହାବିଦ୍ୟାଳୟର ୪୭ତମ ପ୍ରତିଷ୍ଠା ଦିବସ ଉତ୍ସବକୁ ଉଦଘାଟନ କଲେ ମାନ୍ୟବର ଲୋକପ୍ରିୟ ବିଧାୟକ ସନାତନ ବିଜୁଳି

ବଡସାହି: ବେତନଟୀ ମହାବିଦ୍ୟାଳୟର ୪୭ତମ ପ୍ରତିଷ୍ଠା ଦିବସ ଉତ୍ସବକୁ ଉଦଘାଟନ କଲେ ମାନ୍ୟବର ଲୋକପ୍ରିୟ ବିଧାୟକ ସନାତନ ବିଜୁଳି

Barsahi, Mayurbhanj | Aug 17, 2026

#ଖେଳପଡିଆ ମଝିରେ ବେଆଇନ ବୃକ୍ଷରୋପଣ ଅଭିଯୋଗରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ।

ସୂଚନାନୁସାରେ ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ଶ୍ୟାମାଖୁଣ୍ଟା ବ୍ଲକ ଅଧିନ ବେଶରପାଣି ହାଟ ନିକଟ ଶରତଚନ୍ଦ୍ରପୁର ଗ୍ରାମ ଖେଳପଡିଆ ମଝିରେ ବେଆଇନ ଭାବେ ଚାଲିଥିବା ବୃକ୍ଷରୋପଣ କାର୍ଯ୍ୟକୁ ବିରୋଧ କରିଛନ୍ତି ସ୍ଥାନୀୟ ଯୁବଗୋଷ୍ଟି ଓ ଗ୍ରାମବାସୀ।ଉକ୍ତ ଗ୍ରାମର ଏହି ଖେଳ ପଡିଆରେ ତିନୋଟି ସାହି ଏବଂ ଆଖପାଖ ଅଞ୍ଚଳର ଯୁବଗୋଷ୍ଠୀ ମାନେ ବିଭିନ୍ନ ପ୍ରକାର ଖେଳ ଯଥା ଫୁଟବଲ,ଚକ୍ରି ଆଦି ର ପ୍ରତିଯୋଗିତା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ।ଖାଲି ସେତିକି ନୁହେଁ ବେଶରପାଣି ଉ:ପ୍ରା ବିଦ୍ୟାଳୟର ପିଲାମାନେ ମଧ୍ୟ ନିଜର ଶାରୀରିକ ବିକାଶ ନିମନ୍ତେ ଏହି ଖେଳପଡିଆ କୁ ବ୍ୟବହାର କରିଥାନ୍ତି।ଯୋଉଥି ପାଇଁ ପଡ଼ିଆର ଉନ୍ନତିକରଣ କାର୍ଯ୍ୟ ମଧ୍ୟ ଚାଲିଥିଲା।ମାତ୍ର କିଛି ସ୍ୱାର୍ଥବାଦୀ ଲୋକ ଖେଳପଡିଆ ମଝିରେ ବୃକ୍ଷରୋପଣ କରି ପଡିଆକୁ ନଷ୍ଟ କରିବା ଅଭିଯୋଗରେ ସର୍ବଦୟ କ୍ଳବର ସଭାପତି ଗୁରୁଦେବ ପାତ୍ର,ସମ୍ପାଦକ ରବୀନ୍ଦ୍ର ସିଂ ଙ୍କ ନେତୃତ୍ୱରେ ଶରତଚନ୍ଦ୍ରପୁର ଗ୍ରାମର ଶତାଧିକ ଗ୍ରାମବାସୀ
ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଯଥାଶୀଘ୍ର ଖେଳପଡିଆ ମଝିରେ ବୃକ୍ଷରୋପଣ କାର୍ଯ୍ୟକୁ ବନ୍ଦ କରାଯାଇ ଉକ୍ତ ପଡିଆକୁ ପୁନ୍ନରୁଦ୍ଧାର କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।।।।।
#Mayurbhanj #baripada

#ଖେଳପଡିଆ ମଝିରେ ବେଆଇନ ବୃକ୍ଷରୋପଣ ଅଭିଯୋଗରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ। ସୂଚନାନୁସାରେ ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ଶ୍ୟାମାଖୁଣ୍ଟା ବ୍ଲକ ଅଧିନ ବେଶରପାଣି ହାଟ ନିକଟ ଶରତଚନ୍ଦ୍ରପୁର ଗ୍ରାମ ଖେଳପଡିଆ ମଝିରେ ବେଆଇନ ଭାବେ ଚାଲିଥିବା ବୃକ୍ଷରୋପଣ କାର୍ଯ୍ୟକୁ ବିରୋଧ କରିଛନ୍ତି ସ୍ଥାନୀୟ ଯୁବଗୋଷ୍ଟି ଓ ଗ୍ରାମବାସୀ।ଉକ୍ତ ଗ୍ରାମର ଏହି ଖେଳ ପଡିଆରେ ତିନୋଟି ସାହି ଏବଂ ଆଖପାଖ ଅଞ୍ଚଳର ଯୁବଗୋଷ୍ଠୀ ମାନେ ବିଭିନ୍ନ ପ୍ରକାର ଖେଳ ଯଥା ଫୁଟବଲ,ଚକ୍ରି ଆଦି ର ପ୍ରତିଯୋଗିତା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ।ଖାଲି ସେତିକି ନୁହେଁ ବେଶରପାଣି ଉ:ପ୍ରା ବିଦ୍ୟାଳୟର ପିଲାମାନେ ମଧ୍ୟ ନିଜର ଶାରୀରିକ ବିକାଶ ନିମନ୍ତେ ଏହି ଖେଳପଡିଆ କୁ ବ୍ୟବହାର କରିଥାନ୍ତି।ଯୋଉଥି ପାଇଁ ପଡ଼ିଆର ଉନ୍ନତିକରଣ କାର୍ଯ୍ୟ ମଧ୍ୟ ଚାଲିଥିଲା।ମାତ୍ର କିଛି ସ୍ୱାର୍ଥବାଦୀ ଲୋକ ଖେଳପଡିଆ ମଝିରେ ବୃକ୍ଷରୋପଣ କରି ପଡିଆକୁ ନଷ୍ଟ କରିବା ଅଭିଯୋଗରେ ସର୍ବଦୟ କ୍ଳବର ସଭାପତି ଗୁରୁଦେବ ପାତ୍ର,ସମ୍ପାଦକ ରବୀନ୍ଦ୍ର ସିଂ ଙ୍କ ନେତୃତ୍ୱରେ ଶରତଚନ୍ଦ୍ରପୁର ଗ୍ରାମର ଶତାଧିକ ଗ୍ରାମବାସୀ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଯଥାଶୀଘ୍ର ଖେଳପଡିଆ ମଝିରେ ବୃକ୍ଷରୋପଣ କାର୍ଯ୍ୟକୁ ବନ୍ଦ କରାଯାଇ ଉକ୍ତ ପଡିଆକୁ ପୁନ୍ନରୁଦ୍ଧାର କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।।।।। #Mayurbhanj #baripada

Baripada Town, Mayurbhanj | Aug 17, 2026

ବାରିପଦା ସଦର: ମୟୂରଭଞ୍ଜରେ ଗତ ୨୪ଘଣ୍ଟାର ବୃଷ୍ଟିପାତ ରେକର୍ଡ ଜାରି ହୋଇଛି, କରଞ୍ଜିଆରେ ସର୍ବାଧିକ ୧୬୪ ମିମି ନେଇ ରେକର୍ଡ

ବାରିପଦା ସଦର: ମୟୂରଭଞ୍ଜରେ ଗତ ୨୪ଘଣ୍ଟାର ବୃଷ୍ଟିପାତ ରେକର୍ଡ ଜାରି ହୋଇଛି, କରଞ୍ଜିଆରେ ସର୍ବାଧିକ ୧୬୪ ମିମି ନେଇ ରେକର୍ଡ

Baripada Sadar, Mayurbhanj | Aug 17, 2026

ବାରିପଦା ସଦର: ଶିମିଳିପାଳରେ ଲଗାଣ ବର୍ଷା; କୁଳିପାଳରେ ସର୍ବାଧିକ ୧୫୦.୮୭୬ ମିମି ବୃଷ୍ଟିପାତ ରେକର୍ଡ ନେଇ କର୍ତ୍ତୃପକ୍ଷଙ୍କ ସୂଚନା - Baripada Sadar News