Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
भाजपा
Accident
Congress
Modi
Delhi
Viral
Up
Bollywood
दिल्ली
Breakingnews
महिला
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
Haryana
Sdm
Uttarakhand
mahimatv
#ମୃତ୍ୟୁର_ଚାରିମାସ_ପରେ_ପୋଷ୍ଟମର୍ଟମ_ରିପୋର୍ଟ_ଖୋଲିଲା_ମୃତ୍ୟୁ_ର_ରହସ୍ୟ । #mahimatv #mayurbhanjnews #mayurbhanjdistrict #rasagabindapur @top fans #SPMayurbhanj Ajit Kumar Sahoo Journalist
Basta, Balasore
| Aug 24, 2026
#ମୃତ୍ୟୁର_ଚାରିମାସ_ପରେ_ପୋଷ୍ଟମର୍ଟମ_ରିପୋର୍ଟ_ଖୋଲିଲା_ମୃତ୍ୟୁ_ର_ରହସ୍ୟ
#mahimatv
#mayurbhanjnews
#mayurbhanjdistrict
#rasagabindapur
#spmayurbhanj
MORE NEWS
ବାଲିଆପାଳ ଥାନା ସମ୍ମୁଖରେ କଂଗ୍ରେସ ପକ୍ଷରୁ ଧରଣା । ମହିଳା ସରପଞ୍ଚ ଙ୍କୁ ସୋସିଆଲ ମିଡ଼ିଆ ରେ ଆପମାନଜନିତ ଶଦ୍ଦ ବେବହାର କରିବା କୁ ନେଇ ।। #mahimatv #Baliapal #balasorepolitics #narendramodi_primeminister #Strike #protest #Congress #viralreels #viralreelschallenge #viralpost #reelsviral #reelsviralシ #reelschallenge #kb_creation
Basta, Balasore | Aug 25, 2026
#ବସ୍ତା_ବିଜୁ_ଯୁବଛାତ୍ର_ଜନତା_ଦଳ_ପକ୍ଷରୁ_ସମ୍ବର୍ଦ୍ଧନା_ଅନୁଷ୍ଠିତ ବସ୍ତା ନିର୍ବାଚନ ମଣ୍ଡଳୀ କଟିପୋଲ ପ୍ରିନ୍ସ କଲ୍ୟାଣ ମଣ୍ଡପ ଠାରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବସ୍ତା ନିର୍ବାଚନ ପ୍ରିନ୍ସ କଲ୍ୟାଣ ମଣ୍ଡଳୀ ଠାରେ ବିଜୁ ଯୁବଛାତ୍ର ଜନତା ଦଳ ପକ୍ଷରୁ ନବନିଯୁକ୍ତ ଜିଲ୍ଲା ଛାତ୍ର ସଭାପତି ହରେକୃଷ୍ଣ ପ୍ରଧାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।ଏହି ସମ୍ବର୍ଦ୍ଧନା ସଭାରେ ଦଳର ଯୁବ ଓ ଛାତ୍ର ନେତୃତ୍ୱଙ୍କ ସମେତ ବହୁ କର୍ମୀ ଓ ସମର୍ଥକ ଯୋଗଦେଇ ନବନିଯୁକ୍ତ ଜିଲ୍ଲା ଛାତ୍ର ସଭାପତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।ସଭାରେ ଆଗାମୀ ଦିନରେ ଦଳକୁ ତୃଣମୂଳସ୍ତରରେ ଆହୁରି ସୁଦୃଢ଼ କରିବା, ଛାତ୍ର ଓ ଯୁବମାନଙ୍କୁ ଅଧିକ ସଂଗଠିତ କରିବା ସହ ନୂତନ ପିଢ଼ିର ସମସ୍ୟା ଓ ଅଧିକାରକୁ ନେଇ ଲଢ଼େଇ ଜାରି ରଖିବା ଉପରେ ଆଲୋଚନା ହୋଇଥିଲା।ନବନିଯୁକ୍ତ ଜିଲ୍ଲା ଛାତ୍ର ସଭାପତି ହରେକୃଷ୍ଣ ପ୍ରଧାନ ଛାତ୍ର ଓ ଯୁବ ସମାଜକୁ ଏକଜୁଟ କରି ଦଳର ସଂଗଠନକୁ ଆହୁରି ମଜବୁତ କରିବା ସହ ଆଗାମୀ ଦିନରେ ଦଳୀୟ କାର୍ଯ୍ୟକ୍ରମକୁ ତୃଣମୂଳସ୍ତରରେ ପହଞ୍ଚାଇବାକୁ ପ୍ରତିବଦ୍ଧତା ପ୍ରକାଶ କରିଥିଲେ।ସଭା ଶେଷରେ ନୂତନ ଜିଲ୍ଲା ଛାତ୍ର ସଭାପତିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। #fightcoronavirus #nabinpattanayak #bjd #BijuJanataDalOdisha #biju Mahadev Das Rabinarayan Satpathy Naveen Patnaik Bjd Fan Odisha Snehangini Chhuria Manas Ranjan Behera Rajkishore Behera Mahima TV BYJD BASTA Ajit Kumar Sahoo Journalist Pranab Prakash Das Jyoti Prakash Panigrahi Goutambuddha Das Dinabandhu Pradhan
Basta, Balasore | Aug 25, 2026
ଦୁଇ ବାଇକ ମୁହାଁ ମୁହିଁ ଧକ୍କା, ଦୁଇ ଗୁରୁତର ଜଣେ ମୃତ। #newsfeed #accident #balasore #Jaleswar Mahima TV Ajit Kumar Sahoo Journalist Rajkishore Behera Dinabandhu Pradhan Surajtv Odia
Basta, Balasore | Aug 24, 2026
ବନ୍ୟା ବିପନ୍ନଙ୍କୁ ସରକାରଙ୍କର ଉପେକ୍ଷା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ #mahimatv #BASTA #Balasore
Basta, Balasore | Aug 24, 2026
#କ୍ରୀଡ଼ା_ଶିକ୍ଷକଙ୍କ_ମୃତ୍ୟୁରେ_ସମବେଦନା_ଜଣାଇଲେ_ଧାବିକା_ଦ୍ୟୁତି_ଚାନ୍ଦ #ମୃତକଙ୍କ_ପରିବାରକୁ_ଭେଟି_ଆର୍ଥିକ_ସହାୟତା_ପ୍ରଦାନ ! ବସ୍ତା ଥାନା ଅଧୀନ ପତ୍ରଝଡ଼ା ପଞ୍ଚାୟତର କୁସୁଡ଼ିହା ଗ୍ରାମର ୨୫ ବର୍ଷୀୟ ଯୁବ କ୍ରୀଡ଼ା ଶିକ୍ଷକ ପ୍ରିୟବ୍ରତ ବେହେରାଙ୍କ ଅକାଳ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ଓଡ଼ିଶାର ଖ୍ୟାତନାମା ଧାବିକା ଦ୍ୟୁତି ଚାନ୍ଦ। ଦ୍ୟୁତି ଚାନ୍ଦ ତାଙ୍କ ସାମାଜିକ ସଂଗଠନର ସଦସ୍ୟମାନଙ୍କ ସହ କୁସୁଡ଼ିହା ଗ୍ରାମରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। #mahimatv #BASTA #balasore @topfans
Basta, Balasore | Aug 23, 2026
#ବାଲେଶ୍ଵର_ରେ_ଆନ୍ତର୍ଜାତୀୟ_କ୍ରୀଡ଼ା_ବିତ୍_ଦୂତିଚାନ୍ଦ #ମୃତ_କ୍ରିଡ଼ା_ଶିକ୍ଷକଙ୍କ_ଘରେ_ପହଞ୍ଚିଲେ_ଦୂତି_ଚାନ୍ଦ । ବଢାଇଲେ ସହାୟତା ର ହାତ । ଅଗଷ୍ଟ ୧୫ ତାରିଖ ବିଦ୍ୟୁତ ଆଘାତରେ ବାଲେଶ୍ଵର ଘରୋଇ ସ୍କୁଲ ରେ କ୍ରୀଡ଼ା ଶିକ୍ଷକ ଙ୍କ ମୃତ୍ୟୁ ହୋଇଥିଲା । ଆଜି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ କୁଶଡିହା ଗ୍ରାମରେ ମୃତ ଶିକ୍ଷକ ଙ୍କ ପରିବାର ପାଖରେ ପହଞ୍ଚି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରି ଏମିତି କିଛି କହିଲେ ଶୁଣନ୍ତୁ । #NewsUpdate #newsfeed #BASTA #athletics #balasore #DuteeChand Odisha Police Organisation
Basta, Balasore | Aug 23, 2026
#ରୂପସା_ପୋଲିସ_କୁ_ବଦନାମ_କରୁଥିବା_ସ୍ଥାନୀୟ_ବାସିନ୍ଦାଙ୍କ_ଅଭିଯୋଗ । CMO Odisha #spbalasore #igbalasore #digbalasore Dinabandhu Pradhan Mahima TV Ajit Kumar Sahoo Journalist Rajkishore Behera #mahimatv #rupshapolice #balasore
Basta, Balasore | Aug 23, 2026
#SIR_କୁ_ନେଇ_ରାଜନୀତି ।। ସାମ୍ବାଦିକ ସମ୍ମିଳନୀରେ କରି ତଦନ୍ତ ଦାବି କଲେ ଗ୍ରାମବାସୀ । ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ନିର୍ବାଚନ ମଣ୍ଡଳୀ କାଦରାୟାଁ ପଞ୍ଚାୟତ ରୁ ଆସିଛି ଏମିତି ଅଭିଯୋଗ । #Odisha #newsfeed #BASTA #SIR #balasore #PressMeet Mahima TV
Basta, Balasore | Aug 23, 2026