Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
Accident
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
aeiodisha
#ଗୁରୁପୂଜନ_କାର୍ଯ୍ୟକ୍ରମ_ଅନୁଷ୍ଠିତ ଯାଜପୁର ସହରର ବିରଜା କଲ୍ୟାଣ ମଣ୍ଡପରେ ଗୁରୁଦିବସ ଅବସରରେ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ଶିକ୍ଷକ ସଙ୍ଘ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଧାୟିକା ସୁଜାତା ସାହୁ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ପଣ୍ଡିତ ଭୂପତି ଭୂଷଣ ମିଶ୍ର ଯୋଗ ଦେଇ ପୂର୍ବର ଗୁରୁ ଓ ବର୍ତ୍ତମାନ ର ଶିକ୍ଷକଙ୍କ ମଧ୍ୟରେ ଥିବା ପରିବର୍ତ୍ତନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏହି ଅବସର ରେ ଯାଜପୁର ପୌରପାଳିକା ର ପୂର୍ବତନ ଅଧକ୍ଷ ଭବପ୍ରସାଦ ଦାସ ଉପସ୍ଥିତ ରହି ଗୁରୁ ପୂଜନ କରିବା ସହ ଗୁରୁମାନଙ୍କ ଆଶ୍ରିବାଦରେ କଠିନ ରୁ କଠିନ କାର୍ଯ୍ୟ ସିଦ୍ଧ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସଂଘର ସଭାପତି ବୈକୁଣ୍ଠ ନାଥ ପତି ଯୋଗ ଦେଇ ଗୁରୁଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ମତପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଯାଜପୁର ନିର୍ବାଚନ ମଣ୍ଡଳୀର ଶତାଧିକ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପୂଜନ କରାଯାଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। #teachersday #lntvnetwork #JajpurNews #jajpurkhabar #Aeiodisha
Bhubaneswar M Corp, Khordha
| Sep 6, 2026
#ଗୁରୁପୂଜନ_କାର୍ଯ୍ୟକ୍ରମ_ଅନୁଷ୍ଠିତ
#teachersday
#lntvnetwork
#jajpurnews
#jajpurkhabar
#aeiodisha
MORE NEWS
ପଦ ଯାତ୍ରାରେ ଦମ୍ ଦେଖାଇଲେ ସରୋଜ @koshalaprabaha2399 @Highlight #update #viral#breakingnews#news
Bhubaneswar M Corp, Khordha | Oct 3, 2026
ସ୍ବଚ୍ଛତା ହିଁ ସେବା @koshalaprabaha2399 @Highlight #update #viral#breakingnews #shorts#reels
Bhubaneswar M Corp, Khordha | Oct 3, 2026
ଆମର୍ ଦାବି ଲାଗି ଆମେ ଲଢମୁ @koshalaprabaha2399 @Highlight #update #viral#breakingnews #shorts
Bhubaneswar M Corp, Khordha | Oct 3, 2026
ପୋଲିସ ଆଗରେ ଦେଲା ଧମକ @koshalaprabaha2399 @Highlight #update #viral #breakingnews #shorts
Bhubaneswar M Corp, Khordha | Oct 3, 2026
"ଜହ୍ନ ରାତିର ଝଡ" ମୋ ଅଭିନୟର ଭୋକ ମେଣ୍ଟେଇ ଦେଇଛି
Bhubaneswar M Corp, Khordha | Oct 3, 2026
ବିରାଟ ରାଲି @koshalaprabaha2399 @Highlight #update #viral #breakingnews #shorts #reels #news
Bhubaneswar M Corp, Khordha | Oct 3, 2026
ବିମାନକୁ କ୍ରାସ କରିବାକୁ ପୁରା ପ୍ରସ୍ତୁତ ଥିଲେ #ytshorts #shortsvideo #odishabhaskar
Bhubaneswar M Corp, Khordha | Oct 3, 2026
ଅକ୍ଟୋବରରେ ବାତ୍ୟା ଗଞ୍ଜାମକୁ ବଡ଼ ବିପଦ! #cycloneupdate #ytshorts #shortsvideo #odishabhaskar
Bhubaneswar M Corp, Khordha | Oct 3, 2026
ଭଲ ପାଇବା କମିନାହିଁ ମୋର
Bhubaneswar M Corp, Khordha | Oct 3, 2026