Public App Logo
Profile Picture

ଆଦର୍ଶ ନ୍ୟୁଜ Live

@adarshnewslive
545Followers
18Following
ଚତୁର୍ଥ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଅନ୍ତର୍ଗତ କୋରାପୁଟ ଠାରୁ ବାରଣାସୀ- ଅଯୋଧ୍ୟା ତୀର୍ଥ ଯାତ୍ରାର କାର୍ଯ୍ୟକ୍ରମ ଆଜି ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ।

CMO Odisha 
𝔻𝕖𝕡𝕒𝕣𝕥𝕞𝕖𝕟𝕥 𝕠𝕗 𝕎𝕠𝕞𝕖𝕟 𝕒𝕟𝕕 ℂ𝕙𝕚𝕝𝕕 𝔻𝕖𝕧𝕖𝕝𝕠𝕡𝕞𝕖𝕟𝕥, 𝔾𝕠𝕧𝕖𝕣𝕟𝕞𝕖𝕟𝕥 𝕆𝕗 𝕆𝕕𝕚𝕤𝕙𝕒 
Odisha Tourism 
Ipr Odisha
ପରିବାର ସଦସ୍ୟମାନେ ପ୍ରସବ ଯନ୍ତ୍ରଣାରେ ପୀଡିତ ଜଣେ ମହିଳାଙ୍କୁ 6 କିଲୋମିଟର ବୋହି ନେଇ ଡାକ୍ତରଖାନାରେ ପହଞ୍ଚିବା ପରେ...

ଗଜପତି ଜିଲ୍ଲାର ମୋହନା ବ୍ଲକରେ ବିକାଶ କେଉଁଠି ଏବଂ ପ୍ରସବ ଯନ୍ତ୍ରଣା କେଉଁଠି? ଆମ୍ବୁଲାନ୍ସ ଉପଲବ୍ଧ ହେବା ସତ୍ତ୍ୱେ, ରାସ୍ତା ଅଭାବରୁ ଏହା ଗାଁକୁ ପହଞ୍ଚିପାରିଲା ନାହିଁ। ଫଳସ୍ୱରୂପ, ପ୍ରସବ ଯନ୍ତ୍ରଣାରେ ପୀଡିତ ଜଣେ ମହିଳାଙ୍କୁ 6 କିଲୋମିଟର ବୋହି ନେବାକୁ ପଡିଲା।

ଗଜପତି ଜିଲ୍ଲାର ମୋହନା ବ୍ଲକର ଏକ ଦୁର୍ଗମ ଅଞ୍ଚଳ ମୋହନା ଗାଁରେ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। କଚ୍ଚା ଏବଂ ପଥୁରିଆ ରାସ୍ତା ଡ୍ରେନ୍ ରେ ପରିପୂର୍ଣ୍ଣ। ଗାଁକୁ ଯିବା ପାଇଁ ଉପଯୁକ୍ତ ରାସ୍ତା ନଥିବାରୁ ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ପାରିବ ନାହିଁ। ରବିବାର ସକାଳେ ମୋହନା ଗ୍ରାମର ମାଳତୀ ମାଝୀ (19) ପ୍ରସବ ଯନ୍ତ୍ରଣା ଅନୁଭବ କଲେ। ତାଙ୍କ ପରିବାର ତୁରନ୍ତ 108 ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। କିନ୍ତୁ, ଗାଁ ରାସ୍ତା ଏତେ ଖରାପ ଯେ ଆମ୍ବୁଲାନ୍ସ ଗାଁ ଭିତରକୁ ପ୍ରବେଶ କରିପାରିଲା ନାହିଁ। ପ୍ରାୟ 6 କିଲୋମିଟର ଦୂର ବାଲାଗୁଡ଼ା ନିକଟରେ ଆମ୍ବୁଲାନ୍ସ ଅଟକିଗଲା। ଶେଷରେ, ଯେତେବେଳେ କୌଣସି ସାହାଯ୍ୟ ମିଳିଲା ନାହିଁ, ଗାଁ ଲୋକେ ମାଳତୀଙ୍କୁ 6 କିଲୋମିଟର ପର୍ଯ୍ୟନ୍ତ ଚେୟାରରେ ବୋହି ନେଇଗଲେ। ପରେ, ତାଙ୍କୁ ଆମ୍ବୁଲାନ୍ସ ଦ୍ୱାରା ମୋହନା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ମାଳତୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ତ୍ରିଶୁଳ ସାହିବି କହିଛନ୍ତି ଯେ ମା ଏବଂ ପିଲା ଉଭୟ ଭଲ ଅଛନ୍ତି।
ମାଲକାନଗିରି ବନଖଣ୍ଡ ଅଧୀନ ବାଲିମେଳା ରେଞ୍ଜର ସୋମନାଥପୁର ସେକ୍ସନର ପୁଷ୍ପଲ୍ଲୀ ବିଟ୍‌ ଅଧୀନ ଏମ୍‌.ଭି.-୫୩ ଗ୍ରାମରୁ ଏକ ଭାରତୀୟ ବଜ୍ରକାପ୍ତାକୁ ବନ ବିଭାଗ ଉଦ୍ଧାର କରିଛି। ସ୍ଥାନୀୟ ଗ୍ରାମବାସୀଙ୍କଠାରୁ ବଜ୍ରକାପ୍ତା ସମ୍ପର୍କରେ ବିଶ୍ୱସନୀୟ ସୂଚନା ପାଇବା ପରେ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଏହାକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।
<nis:link nis:type=tag nis:id=ଚୋରି_ମାମଲାରେ_୩_ଗିରଫ nis:value=ଚୋରି_ମାମଲାରେ_୩_ଗିରଫ nis:enabled=true nis:link/>
: ଜୟପୁର ଟାଉନ୍‌ ଥାନା ପୁଲିସ ଏକ ଚୋରି ମାମଲାରେ ୩ ଜଣଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜୟପୁର ପୌରପାଳିକା ସୁଇପର କଲୋନୀର ସଦନ ଆକୋଜି ଓରଫ ସଙ୍କାଦାରୁ (୩୫), ମଘଦୁ ନାୟକ (୩୫) ଓ ଅଜୟ ପରଜା (୨୦)।
ପୁଲିସ ସୂଚନା ଅନୁଯାୟୀ, ଏହି ଘଟଣା ସଂପର୍କରେ ଜୟପୁର ଟାଉନ୍‌ ଥାନାରେ କେସ୍‌ ନଂ ୩୭୨/୨୦୨୬, ତାରିଖ ୨୮.୦୯.୨୦୨୬ରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୩୩୧(୪)/୩୦୫(ଏ) ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ତଦନ୍ତ ପରେ ପୁଲିସ ଉକ୍ତ ୩ ଜଣଙ୍କୁ ଗିରଫ କରିଛି।
ବିଳାସପୁର କେନାଲ ରୋଡ଼ରୁ ୱାଗନଆର ଗାଡ଼ି ସହ ୧ କ୍ୱିଣ୍ଟାଲ ୫୦ କେଜିରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ: ଜଣେ ଗିରଫ

ବୌଦ୍ଧ (ଜନମୁଖ): ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରେ ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ବିଳାସପୁର କେନାଲ ରୋଡ଼ରୁ ଏକ ମାରୁତି ସୁଜୁକୀ ୱାଗନଆର ଗାଡ଼ିରୁ ୧ କ୍ୱିଣ୍ଟାଲ ୫୦ କେଜିରୁ ଅଧିକ ବେଆଇନ ଗଞ୍ଜେଇ ଜବତ କରାଯିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ବାଲେଶ୍ୱର ହିରୋ ଶୋ’ରୁମରେ ଭୟାବହ ଅଗ୍ନିକାଣ୍ଡ
ଜଳିଗଲା ଲକ୍ଷାଧିକ ଟଙ୍କାର ବାଇକ୍
ବାଲେଶ୍ୱର: ସହଦେବଖୁଣ୍ଟା ଅଞ୍ଚଳର ଏକ ହିରୋ ଶୋ’ରୁମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଶୋ’ରୁମରେ ଥିବା ଏକାଧିକ ବାଇକ୍ ଜଳିଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି।
ଅଗ୍ନିକାଣ୍ଡର ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲା। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଏନେଇ ତଦନ୍ତ ଜାରି ରହିଛି।
ଅନ୍ଧାର ରାତିରେ ବାଲି ଚୋରାଚାଲାଣ: ଟିପ୍ପର ଅଟକାଇଲେ ଗ୍ରାମବାସୀ, ୪ ହାଇୱା ଓ ଜେସିବି ଜବତ <nis:link nis:type=tag nis:id=malkangiri nis:value=Malkangiri nis:enabled=true nis:link/> <nis:link nis:type=tag nis:id=mathili nis:value=Mathili nis:enabled=true nis:link/> <nis:link nis:type=tag nis:id=dongarkholi nis:value=Dongarkholi nis:enabled=true nis:link/> <nis:link nis:type=tag nis:id=sandmining nis:value=SandMining nis:enabled=true nis:link/> <nis:link nis:type=tag nis:id=illegalsandmining nis:value=IllegalSandMining nis:enabled=true nis:link/> <nis:link nis:type=tag nis:id=sandsmuggling nis:value=SandSmuggling nis:enabled=true nis:link/> <nis:link nis:type=tag nis:id=sandmafia nis:value=SandMafia nis:enabled=true nis:link/> <nis:link nis:type=tag nis:id=odishanews nis:value=OdishaNews nis:enabled=true nis:link/> <nis:link nis:type=tag nis:id=malkangirinews nis:value=MalkangiriNews nis:enabled=true nis:link/> <nis:link nis:type=tag nis:id=odishamining nis:value=OdishaMining nis:enabled=true nis:link/> <nis:link nis:type=tag nis:id=miningdepartment nis:value=MiningDepartment nis:enabled=true nis:link/> <nis:link nis:type=tag nis:id=mathilipolice nis:value=MathiliPolice nis:enabled=true nis:link/> <nis:link nis:type=tag nis:id=odishapolice nis:value=OdishaPolice nis:enabled=true nis:link/> <nis:link nis:type=tag nis:id=localnews nis:value=LocalNews nis:enabled=true nis:link/> <nis:link nis:type=tag nis:id=breakingnews nis:value=BreakingNews nis:enabled=true nis:link/> <nis:link nis:type=tag nis:id=newsupdate nis:value=NewsUpdate nis:enabled=true nis:link/> <nis:link nis:type=tag nis:id=odisha nis:value=Odisha nis:enabled=true nis:link/> <nis:link nis:type=tag nis:id=adarshnewslive nis:value=AdarshNewsLive nis:enabled=true nis:link/>
କବିସୂର୍ଯ୍ୟନଗରର ମାନ୍ୟବର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକଙ୍କ ଶୁଭ ଗୃହ ପ୍ରତିଷ୍ଠା ଅବସରରେ ଯୋଗଦେଇ ଶୁଭେଚ୍ଛା ଜଣାଇଲି।
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଂଖ୍ୟାଲଘୁ ବିଭାଗର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ବରିଷ୍ଠ ନେତୃବୃନ୍ଦ ଓ କର୍ମକର୍ତ୍ତାଙ୍କ ସହିତ ଯୋଗଦେଇ ସଂଗଠନକୁ ସୁଦୃଢ଼ କରିବା, ସାମାଜିକ ସମାନତା ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ଅଧିକାର ଓ ସ୍ୱାର୍ଥର ସୁରକ୍ଷା ବିଷୟରେ ବିସ୍ତୃତ ଆଲୋଚନା କଲି । 

ନ୍ୟାୟ, ସମାନତା ଓ ସାମ୍ବିଧାନିକ ମୂଲ୍ୟବୋଧକୁ ଆଧାର କରି ସଂଖ୍ୟାଲଘୁ ସମ୍ପ୍ରଦାୟର ସାମାଜିକ, ଆର୍ଥିକ ଓ ସାମଗ୍ରିକ ବିକାଶ ସୁନିଶ୍ଚିତ କରିବା ସହ ଓଡ଼ିଶାରେ ସମାବେଶୀ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ପାଇଁ ଆମେ ପ୍ରତିବଦ୍ଧ ।
କାର ରେ ଚାଲିଥିଲା ଚୋରା ମଦ ଚାଲାଣ! ରମ୍ଭା ପୋଲିସ ଜାଲରେ ୩ ଜଣ । ଖଲ୍ଲିକୋଟ ଥାନା ସାକିରି ଅଞ୍ଚଳରୁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳ କୁ ଚାଲାଣ ହେଉଥିଲା ଏହି ଚୋରା ଦେଶୀମଦ
ଝାଡ଼ଖଣ୍ଡରୁ ଆସି ଓଡ଼ିଶାରେ ଡକାୟତି ଉଦ୍ୟମ: ବହଳଦା ପୋଲିସକୁ ବଡ଼ ସଫଳତା, ୨ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ
​ମୟୂରଭଞ୍ଜ (ରାଇରଙ୍ଗପୁର): ଆନ୍ତଃରାଜ୍ୟ ଅପରାଧୀଙ୍କ ଉପରେ ପୋଲିସର କଡ଼ା ପ୍ରହାର। ଝାଡ଼ଖଣ୍ଡରୁ ଆସି ଓଡ଼ିଶାରେ ଡକାୟତି ଯୋଜନା କରୁଥିବା ବେଳେ ବହଳଦା ପୋଲିସ୍ ଚଢ଼ାଉ କରି ୨ ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଅପରାଧୀଙ୍କୁ ଗିରଫ କରିବାରେ ସଫଳ ହୋଇଛି।
​ଜବତ ସାମଗ୍ରୀ:
​ଧଳା ରଙ୍ଗର ଟୟୋଟା ଫର୍ଚୁନର୍ (Toyota Fortuner)
​କଳା ରଙ୍ଗର ହୁଣ୍ଡାଇ କାର୍ (Hyundai Car)
​ନଗଦ ₹୧,୮୫,୭୦୦ ଟଙ୍କା
​ମାରଣାସ୍ତ୍ର ଓ ଅପରାଧରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ
​ପୋଲିସର ଏହି ବଡ଼ ସଫଳତା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଘଟଣା ସମ୍ପର୍କରେ ଅଧିକ ତଥ୍ୟ ପାଇଁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।
​#
ମାଲକାନଗିରି ବନଖଣ୍ଡ ପକ୍ଷରୁ ସଂସ୍କୃତି ଭବନଠାରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ–୨୦୨୬ ଅତି ଆଡ଼ମ୍ବର ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି। ବନଖଣ୍ଡ ଅଧିକାରୀ ସାଇ କିରଣ ଡି ଏନ୍ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବନ୍ୟପ୍ରାଣୀ ସଂରକ୍ଷଣ, ଜୈବ ବିବିଧତା ସୁରକ୍ଷା ଏବଂ ମାନବ-ବନ୍ୟପ୍ରାଣୀ ସୁସ୍ଥ ସହାବସ୍ଥାନର ବାର୍ତ୍ତା ନେଇ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ, ସାଂସଦଙ୍କ ପ୍ରତିନିଧି ସଞ୍ଜୟ ସରକାର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଭବାନୀପାଟଣା ବସ୍ ଷ୍ଟାଣ୍ଡ ରେ ଅଚାନକ ବାଜିଲା ବିଗୁଲ, ରୁଣ୍ଡ ହୋଇ ଗଲେ ଶହ ଶହ ଲୋକ, କିଭଳି ବାଘ ଧରିବେ  ଜଙ୍ଗଲ ବିଭାଗର ଭର ପୁର ଉଦ୍ୟମ କୌଶଳ ପ୍ରଦର୍ଶନ ।
କଳାହାଣ୍ଡି ଉତ୍ତର ବନଖଣ୍ଡ ପକ୍ଷରୁ ନକଲି ଅଭ୍ୟାସ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ବରମୁଣ୍ଡାସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଓ ‘୯ମ ରାଷ୍ଟ୍ରୀୟ ପୋଷଣ ମାସ’ ପାଳନ ସମାରୋହରେ ଯୋଗଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କୁନିକୁନି ଶିଶୁମାନଙ୍କ ସହ ସ୍ନେହଭରା ସମୟ ବିତାଇବା ସହ ସେମାନଙ୍କୁ ସ୍କୁଲ କିଟ୍ ବଣ୍ଟନ କରିଥିଲେ ଓ ନିଜ ହାତରେ ପୋଷଣଯୁକ୍ତ ଖାଦ୍ୟ ପରଷି ଥିଲେ।
*ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଅଯୋଧ୍ୟା-ବାରାଣସୀ ଗସ୍ତ: ଜିଲ୍ଲା ପରିଷଦ ଅଧ୍ୟକ୍ଷା ସବୁଜ ପତାକା ଦେଖାଇ କଲେ ଶୁଭାରମ୍ଭ*
ଆଜି ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡାଠାରେ ରାଜ୍ୟସ୍ତରୀୟ ‘ଆଙ୍ଗନ କା ଉତ୍ସବ’ ଓ ‘ପୋଷଣ ମାସ ପାଳନ ଉତ୍ସବ’ କାର୍ଯ୍ୟକ୍ରମ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସ୍ୱାଗତ ଜଣାଇଥିଲେ ।
CYBER FRAUD : ରାଉରକେଲା : ବେଆଇନ୍ ବ୍ୟାଙ୍କ ଆକାଉଣ୍ଟ ଖୋଲି ସାଇବର୍ ଠକେଇ କରୁଥିଲେ ଏମାନେ । ବେକାର ଯୁବକ ଯୁବତୀଙ୍କୁ ପ୍ରଲୋଭନ ଦେଖାଇ ବ୍ୟାଙ୍କ ଆକାଉଣ୍ଟ ଖୋଲି ସାଇବର ଅପରାଧୀଙ୍କୁ ବିକ୍ରି କରୁଥିଲେ । ଏହି ମାମଲାରେ ପୋଲିସ୍ ଅଭିଯୁକ୍ତ - ସେଖ୍ ଅମନ୍ (୨୨) ଏବଂ ୟଶରାଜ ସିଂ (୨୪)ଙ୍କୁ ଗିରଫ କରିଛି। ଗୁପ୍ତ ସୂଚନା ଆଧାରରେ ବନ୍ଧମୁଣ୍ଡା ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଏହି ସାଇବର ଠକେଇ ସିଣ୍ଡିକେଟର ରହସ୍ୟ ପଦାକୁ ଆସିଥିଲା।
ଠିକାଦାର ଙ୍କ ବିଲ୍ ପାସ୍ କରିବା ପାଇଁ ୩୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ର ଆସିଷ୍ଟାଣ୍ଟ JE ବନ୍ଦିତା ଦାସ ଓ ସହଯୋଗୀ ସୋମୋ ନାଥ ସେଠି <nis:link nis:type=tag nis:id=ଯାଜପୁର nis:value=ଯାଜପୁର nis:enabled=true nis:link/> <nis:link nis:type=tag nis:id=je nis:value=JE nis:enabled=true nis:link/>
ସେପ୍ଟେମ୍ବର ୩୦ “ଓଡ଼ିଶା ବନ୍ଦ“ରେ ଦୋକାନ ବଜାର, ଗାଡ଼ି ଚଳାଚଳ ବନ୍ଦ ରଖିବା ପାଇଁ ନିବେଦନ 
ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବୀରେ ୪୧ ଦିନରେ ସତ୍ୟାଗ୍ରହ ଏବଂ ଅକ୍ଷୟ କୁମାରଙ୍କ ୨୪ ଦିନରେ ପହଞ୍ଚିଲା ଅନଶନ
 <nis:link nis:type=tag nis:id=odishabandh nis:value=OdishaBandh nis:enabled=true nis:link/> <nis:link nis:type=tag nis:id=odisha nis:value=Odisha nis:enabled=true nis:link/> <nis:link nis:type=tag nis:id=september30 nis:value=September30 nis:enabled=true nis:link/> <nis:link nis:type=tag nis:id=odishanews nis:value=OdishaNews nis:enabled=true nis:link/> <nis:link nis:type=tag nis:id=bandhcall nis:value=BandhCall nis:enabled=true nis:link/> <nis:link nis:type=tag nis:id=nityanandagond nis:value=NityanandaGond nis:enabled=true nis:link/> <nis:link nis:type=tag nis:id=akshaykumar nis:value=AkshayKumar nis:enabled=true nis:link/> <nis:link nis:type=tag nis:id=satyagraha nis:value=Satyagraha nis:enabled=true nis:link/> <nis:link nis:type=tag nis:id=hungerstrike nis:value=HungerStrike nis:enabled=true nis:link/> <nis:link nis:type=tag nis:id=protest nis:value=Protest nis:enabled=true nis:link/> <nis:link nis:type=tag nis:id=odishapolitics nis:value=OdishaPolitics nis:enabled=true nis:link/> <nis:link nis:type=tag nis:id=malkangiri nis:value=Malkangiri nis:enabled=true nis:link/> <nis:link nis:type=tag nis:id=malkangirinews nis:value=MalkangiriNews nis:enabled=true nis:link/> <nis:link nis:type=tag nis:id=odishanewsupdate nis:value=OdishaNewsUpdate nis:enabled=true nis:link/> <nis:link nis:type=tag nis:id=adarshnewslive nis:value=AdarshNewsLive nis:enabled=true nis:link/>
ଭିଜିଲାନ୍ସ ଜାଲରେ ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସର ସହକାରୀ ନିର୍ଦ୍ଦେଶକ
ଆୟଠାରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ
<nis:link nis:type=tag nis:id=odisha nis:value=Odisha nis:enabled=true nis:link/> <nis:link nis:type=tag nis:id=odishanews nis:value=OdishaNews nis:enabled=true nis:link/> <nis:link nis:type=tag nis:id=vigilanceraid nis:value=VigilanceRaid nis:enabled=true nis:link/> <nis:link nis:type=tag nis:id=sambalpur nis:value=Sambalpur nis:enabled=true nis:link/> <nis:link nis:type=tag nis:id=bhubaneswar nis:value=Bhubaneswar nis:enabled=true nis:link/> <nis:link nis:type=tag nis:id=puri nis:value=Puri nis:enabled=true nis:link/> <nis:link nis:type=tag nis:id=khordha nis:value=Khordha nis:enabled=true nis:link/> <nis:link nis:type=tag nis:id=factoriesandboilers nis:value=FactoriesAndBoilers nis:enabled=true nis:link/> <nis:link nis:type=tag nis:id=disproportionateassets nis:value=DisproportionateAssets nis:enabled=true nis:link/> <nis:link nis:type=tag nis:id=odishavigilance nis:value=OdishaVigilance nis:enabled=true nis:link/> <nis:link nis:type=tag nis:id=breakingnews nis:value=BreakingNews nis:enabled=true nis:link/> <nis:link nis:type=tag nis:id=latestnews nis:value=LatestNews nis:enabled=true nis:link/>
ଭୋଟ ଚୋରି ଅଭିଯୋଗକୁ ନେଇ ମାଲକାନଗିରିରେ କଂଗ୍ରେସର ପ୍ରତିବାଦ।<nis:link nis:type=tag nis:id=malkangiri nis:value=Malkangiri nis:enabled=true nis:link/> <nis:link nis:type=tag nis:id=malkangiricongress nis:value=MalkangiriCongress nis:enabled=true nis:link/> <nis:link nis:type=tag nis:id=congress nis:value=Congress nis:enabled=true nis:link/> <nis:link nis:type=tag nis:id=educationsystem nis:value=EducationSystem nis:enabled=true nis:link/> <nis:link nis:type=tag nis:id=saveeducation nis:value=SaveEducation nis:enabled=true nis:link/> <nis:link nis:type=tag nis:id=educationforall nis:value=EducationForAll nis:enabled=true nis:link/> <nis:link nis:type=tag nis:id=odishacongress nis:value=OdishaCongress nis:enabled=true nis:link/> <nis:link nis:type=tag nis:id=politicalrally nis:value=PoliticalRally nis:enabled=true nis:link/> <nis:link nis:type=tag nis:id=educationreform nis:value=EducationReform nis:enabled=true nis:link/> <nis:link nis:type=tag nis:id=adarshnewslive nis:value=AdarshNewsLive nis:enabled=true nis:link/>
: ବିଜେଡି ବରିଷ୍ଟ ନେତା ପ୍ରଣବ ପ୍ରକାଶ ଦାସଙ୍କ ଆକ୍ରୋଶ
[<nis:link nis:type=tag nis:id=facebooknews nis:value=FacebookNews nis:enabled=true nis:link/> <nis:link nis:type=tag nis:id=odishanews nis:value=OdishaNews nis:enabled=true nis:link/> <nis:link nis:type=tag nis:id=odisha nis:value=Odisha nis:enabled=true nis:link/> <nis:link nis:type=tag nis:id=breakingnews nis:value=BreakingNews nis:enabled=true nis:link/> <nis:link nis:type=tag nis:id=latestnews nis:value=LatestNews nis:enabled=true nis:link/> <nis:link nis:type=tag nis:id=newsupdate nis:value=NewsUpdate nis:enabled=true nis:link/> <nis:link nis:type=tag nis:id=odishaupdates nis:value=OdishaUpdates nis:enabled=true nis:link/> <nis:link nis:type=tag nis:id=trendingnews nis:value=TrendingNews nis:enabled=true nis:link/> <nis:link nis:type=tag nis:id=indianews nis:value=IndiaNews nis:enabled=true nis:link/> <nis:link nis:type=tag nis:id=adarshnewslive nis:value=AdarshNewsLive nis:enabled=true nis:link/>
Video 22
ବିଭିନ୍ନ ଶିକ୍ଷାଗତ ଦାବି ନେଇ ଏଆଇଡିଏସଓ ପକ୍ଷରୁ ବିଧାନସଭା ସମ୍ମୁଖରେ ବିଶାଳ ଛାତ୍ର ବିକ୍ଷୋଭ
<nis:link nis:type=tag nis:id=aidso nis:value=AIDSO nis:enabled=true nis:link/> <nis:link nis:type=tag nis:id=studentprotest nis:value=StudentProtest nis:enabled=true nis:link/> <nis:link nis:type=tag nis:id=educationdemands nis:value=EducationDemands nis:enabled=true nis:link/> <nis:link nis:type=tag nis:id=studentsprotest nis:value=StudentsProtest nis:enabled=true nis:link/> <nis:link nis:type=tag nis:id=educationinodisha nis:value=EducationInOdisha nis:enabled=true nis:link/> <nis:link nis:type=tag nis:id=odishastudents nis:value=OdishaStudents nis:enabled=true nis:link/> <nis:link nis:type=tag nis:id=bhubaneswar nis:value=Bhubaneswar nis:enabled=true nis:link/> <nis:link nis:type=tag nis:id=odishanews nis:value=OdishaNews nis:enabled=true nis:link/> <nis:link nis:type=tag nis:id=studentmovement nis:value=StudentMovement nis:enabled=true nis:link/> <nis:link nis:type=tag nis:id=educationreform nis:value=EducationReform nis:enabled=true nis:link/> <nis:link nis:type=tag nis:id=assemblyprotest nis:value=AssemblyProtest nis:enabled=true nis:link/> <nis:link nis:type=tag nis:id=adarshnewslive nis:value=AdarshNewsLive nis:enabled=true nis:link/>
ମାଲକାନଗିରି ଜିଲ୍ଲା କାଲିମେଳା ପଞ୍ଚାୟତ ସମିତିଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ 'ସେବା ସେତୁ ଅଭିଯାନ' ଶିବିର ଓ ଯୁଗ୍ମ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ଏହି ଶିବିରରେ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସିଧାସଳଖ ଶୁଣାଣି କରାଯାଇ ସମାଧାନ ପାଇଁ ପଦକ୍ଷେପ ନିଆଯାଇଛି। ଏହି ଅବସରରେ କାଲିମେଳା ତହସିଲର ହିତାଧିକାରୀଙ୍କୁ ୧୧୩ଟି ବ୍ୟକ୍ତିଗତ ଜଙ୍ଗଲ ଜମି ଅଧିକାର ପଟ୍ଟା ବଣ୍ଟନ କରାଯିବା ସହ ଚିକିତ୍ସା ସହାୟତା ଓ ଭତ୍ତା ଭଳି ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଏହା ସହିତ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ଟ୍ରାଇସାଇକଲ୍ ଏବଂ ୱାକର୍ ମଧ୍ୟ ବଣ୍ଟନ କରାଯାଇଛି। Information & Public Relations Department, Government of Odisha