Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Madhyapradesh
Pmmodi
Rahulgandhi
ଭଦ୍ରକ ଧାମରା ପୋର୍ଟର ପରିବହନ ଓ ରୋଜଗାର କ୍ଷେତ୍ରରେ ବଞ୍ଚିତ କରିବା ପ୍ରତିବାଦରେ ଭଦ୍ରକ ଜିଲ୍ଲା ଟିପ୍ପର ଓ ଟ୍ରକ ମାଲିକ ସଂଘର ଅମାରଣ ଅନଶନ ଆଜି ୫ଦିନରେ। ସ୍ଥାନୀୟ ଟ୍ରକ ମାଲିକ ମାନେ ଧାମରା ପୋର୍ଟ ପରିବହନକୁ କବ୍ଜା କରି ରଖିଛନ୍ତି। ଏହା ବିରୋଧ ରେ ଭଦ୍ରକ ଟିପ୍ପର ଓ ଟ୍ରକ ମାଲିକ ସଂଘର ପ୍ରେସ ବାର୍ତ୍ତା। #StqMedia #News #Bhadrak #Odisha #truck #association CMO Odisha Odisha Police Organisation District Administration,Bhadrak - Bhadrak Rural News
stqmedia
ଭଦ୍ରକ ଧାମରା ପୋର୍ଟର ପରିବହନ ଓ ରୋଜଗାର କ୍ଷେତ୍ରରେ ବଞ୍ଚିତ କରିବା ପ୍ରତିବାଦରେ ଭଦ୍ରକ ଜିଲ୍ଲା ଟିପ୍ପର ଓ ଟ୍ରକ ମାଲିକ ସଂଘର ଅମାରଣ ଅନଶନ ଆଜି ୫ଦିନରେ। ସ୍ଥାନୀୟ ଟ୍ରକ ମାଲିକ ମାନେ ଧାମରା ପୋର୍ଟ ପରିବହନକୁ କବ୍ଜା କରି ରଖିଛନ୍ତି। ଏହା ବିରୋଧ ରେ ଭଦ୍ରକ ଟିପ୍ପର ଓ ଟ୍ରକ ମାଲିକ ସଂଘର ପ୍ରେସ ବାର୍ତ୍ତା। #StqMedia #News #Bhadrak #Odisha #truck #association CMO Odisha Odisha Police Organisation District Administration,Bhadrak
Bhadrak Rural, Bhadrak
| Jul 30, 2026
#stqmedia
#news
#bhadrak
#odisha
#truck
#association
MORE NEWS
SIR ଘଟଣା ୱାର୍ଡ ନମ୍ବର 24,25 ର ଜନସାଧାରଣ ମାନେ ଏତଲା ଦବା ପରେ ଭଦ୍ରକ ଏସପି ଙ୍କ ପ୍ରତିକ୍ରିୟା ! #StqMedia #News #SIR #Bhadrak #Odisha CMO Odisha Odisha Police Organisation District Administration,Bhadrak Bhadrak Police
Bhadrak Rural, Bhadrak | Aug 18, 2026
🚨 ଜଗତସିଂହପୁରରେ ପୁଣି ସେକ୍ସ ରାକେଟ୍ ଠାବ! 😱 ସ୍ୱାମୀ ସ୍ତ୍ରୀ ମିଶି କରୁଥଲେ ଖେଳ! ସଦର ଥାନା ଅଞ୍ଚଳର ପୁରେହିଁତପୁର ନନ୍ଦମଣିଗଡ଼ାରେ ପୋଲିସର ଚଢ଼ାଉ। ଜଣେ ଦେହଜୀବୀଙ୍କ ସମେତ ୪ ଜଣ ଗ୍ରାହକ ଏବଂ ରାକେଟ୍ ଚଳାଇଥିବା ଅଭିଯୋଗରେ ସ୍ୱାମୀ-ସ୍ତ୍ରୀଙ୍କୁ ଅଟକ ରଖାଯାଇଥିବା ସୂଚନା। 👉 ଘଟଣାର ପୂରା ଖବର ଜାଣିବାକୁ ପୋଷ୍ଟଟି ଶେୟାର କରନ୍ତୁ। #Jagatsinghpur #BreakingNews #OdishaNews #RCNOdia #CrimeNews #Odisha
Bhadrak Rural, Bhadrak | Aug 18, 2026
ବାସୁଦେବପୁର ସୁଦର୍ଶନପୁର ପଞ୍ଚାୟତର ମାଛ ହାଟ ଛକ ଠାରେ ଗ୍ରାମବାସୀଙ୍କ ରାସ୍ତା ରୋକ। 🌧️🚧 ବନ୍ୟା ଜଳ ନିଷ୍କାସନ ହୋଇପାରୁନଥିବା ନେଇ ଗ୍ରାମବାସୀଙ୍କ ଅଭିଯୋଗ। ରାସ୍ତାରେ ଧାରଣା ଦେଇ ପ୍ରତିବାଦ କରିଛନ୍ତି ଲୋକେ। ଜଳ ନିଷ୍କାସନର ସମାଧାନ ସହ ତୁରନ୍ତ ପଦକ୍ଷେପ ନେବାକୁ ଦାବି। 📍 ସ୍ଥାନ: ମାଛ ହାଟ ଛକ, ସୁଦର୍ଶନପୁର ପଞ୍ଚାୟତ, ବାସୁଦେବପୁର #ବାସୁଦେବପୁର #ସୁଦର୍ଶନପୁର #ରାସ୍ତାରୋକ #ବନ୍ୟାଜଳ #ଗ୍ରାମବାସୀ #ଓଡ଼ିଶାଖବର #BreakingNews #OdishaNews
Bhadrak Rural, Bhadrak | Aug 18, 2026
ଭଦ୍ରକ: ଧାମନଗର ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ବନ୍ୟାପ୍ରଭାବିତ ଅଞ୍ଚଳ ବୋଟ୍ ରେ ବୁଲିଲେ ମୁଖ୍ୟମନ୍ତ୍ରୀ, ବନ୍ୟାଞ୍ଚଳ ପରିଦର୍ଶନ ପରେ ଓରାଳି ଠାରେ ଏକ ଜନ ଶୁଣାଣି ସଭାରେ ଯୋଗ ଦେଇଥିଲେ। #ciktykhabarbhadrak
Bhadrak Rural, Bhadrak | Aug 18, 2026
🌊 ବାସୁଦେବପୁରରେ ପୁଣି ବନ୍ୟା ଆତଙ୍କ! 🚨 ଚତୁର୍ଥ ଥର ପାଇଁ ବାସୁଦେବପୁର ଅଞ୍ଚଳକୁ ପ୍ରବେଶ କରିଛି ବନ୍ୟା ଜଳ। ବିଲ ବାଡ଼ିରେ ପଶିଛି ପାଣି, ଫଳରେ ଜନଜୀବନ ପୁଣିଥରେ ପ୍ରଭାବିତ ହୋଇଛି। 🌧️🌊 ସ୍ଥାନୀୟ ଲୋକଙ୍କ ମଧ୍ୟରେ ବଢ଼ିଛି ଚିନ୍ତା। ବନ୍ୟା ପରିସ୍ଥିତି ଉପରେ ରହିଛି ପ୍ରଶାସନର ନଜର। 📍 ବାସୁଦେବପୁର 🔴 ଚତୁର୍ଥ ଥର ବନ୍ୟା ଜଳ ପ୍ରବେଶ 🌊 ବିଲ ବାଡ଼ିରେ ପଶିଲା ପାଣି #ବାସୁଦେବପୁର #ବନ୍ୟା #ବନ୍ୟାଜଳ #Flood #OdishaFlood #OdishaNews #BreakingNews #ବର୍ଷା #ଜନଜୀବନ
Bhadrak Rural, Bhadrak | Aug 18, 2026