ଆଙ୍କର:- ଭୋଗରାଇ ରେ ଅପେରା ଯାଜ୍ଞସେନି ଚାଲିଥିବା ବେଳେ । ଯାତ୍ରା କଳାକାରମାନଙ୍କୁ ମାଡ଼ ସହିତ ଦର୍ଶକ ଷ୍ଟେଜ ଉପରକୁ ଚଢ଼ି ଠେଲା ପେଲା । ସୁଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଛକ ହେଲିପେଟ ପଡିଆରେ ଅପରେ ଜାଜ୍ଞସେନି ପ୍ରଥମ ରଜନୀରେ ଆସନ୍ତା କାଲି ସନାତନି ନାଟକ କରିଥିଲା ଏହି ନାଟକ ସମୟରେ ହିନ୍ଦୁ ଝିଅ ବହୁଙ୍କୁ ମୁସଲିମ୍ ମାନେ ହୋଇରାଣ ହରକତ କରୁଥିବା ଦୃଶ୍ୟ ରେ ଦର୍ଶକ ଭାବୁକ ହେବା ସହିତ ଉତ୍ତେଜିତ ହେଇ ଢେଲା, ପାଣି ବତଲ,ଚିୟାର ମାଡ ମାରିବା ସହିତ ମଞ୍ଚ ଉପରକୁ ଉଠିଯାଇ କଳାକର ସନ୍ଦିପ କୁ ମାଡ ମାରିଥିବା ଭିଡିଓ ଦେଖିବାକୁ ମିଳିଛି।