Public App Logo
ବୋରିଗୁମ୍ମା-କୋରାପୁଟ ଜିଲ୍ଲାର ବୋରିଗୁମ୍ମା ଏବଂ ଦଶମନ୍ତ ପୁର ବ୍ଲକର ସୀମାନ୍ତ ଅଞ୍ଚଳ ଗୁଡିକ ରେ ଯାତାୟତ ପାଇଁ ସୁଗମ ବ୍ୟବସ୍ତା।ଚାତ୍ର ଛାତ୍ରୀ ମାନେ ପାଠ ପଢିବା ହେଉ କି କେଶର ତଦନ୍ତ ପାଇଁ ଥାନା ଅଧିକାରୀ ସମେସ୍ତ ଏସବୁ ଅଞ୍ଚଳରେ ଡଙ୍ଗା ସହାୟତ ରେ ନଦୀ ପାର କରନ୍ତି। - Koraput Town News