Public App Logo
ଯୁବତୀ, ମହିଳା ଓ ବୃଦ୍ଧଙ୍କ ସମେତ ପରିବାରକୁ ସଂଘବଦ୍ଧ ଆକ୍ରମଣ; କୋଣାର୍କ ଥାନା ଧନିତ୍ରୀ ଜଗନ୍ନାଥପଡ଼ା ଗ୍ରାମରେ ଧାନ ବିଲ କତି ତଥା ଜମି ବିବାଦକୁ ନେଇ ଯୁବତୀ, ମହିଳା ଓ ବୃଦ୍ଧଙ୍କ ସମେତ ପରିବାରକୁ ସଂଘବଦ୍ଧ ଭାବେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ; କୋଣାର୍କ ଥାନାରେ ଅଭିଯୋଗ। ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି। SP Puri Puri District Admin - Konark News