Public App Logo
Profile Picture

Konark Khabara ( କୋଣାର୍କ ଖବର )

@konarkkhabara
164Followers
0Following
୪୪ ବର୍ଷ ପରେ ମହିଳା ହକିରେ ସ୍ୱର୍ଣ୍ଣ: Asian Gamesରେ ଇତିହାସ ରଚିଲା ଭାରତ
<nis:link nis:type=tag nis:id=asiangames2026 nis:value=AsianGames2026 nis:enabled=true nis:link/> <nis:link nis:type=tag nis:id=indianwomenshockey nis:value=IndianWomensHockey nis:enabled=true nis:link/> <nis:link nis:type=tag nis:id=hockeygold nis:value=HockeyGold nis:enabled=true nis:link/> <nis:link nis:type=tag nis:id=indiagold nis:value=IndiaGold nis:enabled=true nis:link/> <nis:link nis:type=tag nis:id=asiangames nis:value=AsianGames nis:enabled=true nis:link/> <nis:link nis:type=tag nis:id=goldmedal nis:value=GoldMedal nis:enabled=true nis:link/> <nis:link nis:type=tag nis:id=indiavschina nis:value=IndiaVsChina nis:enabled=true nis:link/> <nis:link nis:type=tag nis:id=womenshockey nis:value=WomensHockey nis:enabled=true nis:link/> <nis:link nis:type=tag nis:id=indianhockey nis:value=IndianHockey nis:enabled=true nis:link/> <nis:link nis:type=tag nis:id=lalremsiami nis:value=Lalremsiami nis:enabled=true nis:link/> <nis:link nis:type=tag nis:id=sportsnews nis:value=SportsNews nis:enabled=true nis:link/> <nis:link nis:type=tag nis:id=indiasports nis:value=IndiaSports nis:enabled=true nis:link/> <nis:link nis:type=tag nis:id=odianews nis:value=OdiaNews nis:enabled=true nis:link/> <nis:link nis:type=tag nis:id=odishanews nis:value=OdishaNews nis:enabled=true nis:link/>
କାକଟପୁର ପୋଲିସ୍ ପକ୍ଷରୁ ମେଗା ରକ୍ତଦାନ ଶିବିର
ରକ୍ତ ଦେଲେ ଥାନା ଅଧିକାରୀ
ରକ୍ତଦାନ କଲେ ୧୦୨ ଜଣ ଜୀବନଦାତା
ପୁରୀ ଏସପି ପହଞ୍ଚି  କଲେ ଉତ୍ସାହିତ

କୋଣାର୍କ ଖବର SP Puri
🔷ଭୁବନେଶ୍ୱରରେ ଅନୁଷ୍ଠିତ ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିର ୩୬ତମ ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଡ଼ଃ ହରି ବାବୁ ଯୋଗ ଦେଇଛନ୍ତି ।
Video 3
ଆଜି ମା ମଙ୍ଗଳା ମନ୍ଦିର ପରିଦର୍ଶନ କରିଛନ୍ତି ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସଚିନ ପଟେଲ୍।
Video 5
କୋଣାର୍କ ଯାତ୍ରୀ ନିବାସ ପରିସରରେ ଭାରତୀୟ ଜନତା ପାର୍ଟି ପୁରୀ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। କୋଣାର୍କ ଖବର।
୩,୦୦୦ କୋଟି ଟଙ୍କାର ଡ୍ରଗ୍ସ ସହିତ ୫ ପାକିସ୍ତାନୀ ଗିରଫ: ଯାଉଥିଲେ ମୁମ୍ବାଇ-
ନୂଆଦିଲ୍ଲୀ : ତଟରକ୍ଷା ବାହିନୀ ଏବଂ ଗୁଜରାଟ ଏଟିଏସ ଏକ ଇରାନୀ ବୋଟରେ ୩,୦୦୦ କୋଟି (ପ୍ରାୟ $୧.୮ ବିଲିୟନ) ମୂଲ୍ୟର ଡ୍ରଗ୍ସ ସହିତ ପାଞ୍ଚ ଜଣ ପାକିସ୍ତାନୀଙ୍କୁ ଗିରଫ କରିଛନ୍ତି। ଏହି ପାଞ୍ଚ ଜଣ ଅଭିଯୁକ୍ତ ସମୁଦ୍ର ପଥରେ ମୁମ୍ବାଇକୁ ୫୨୬ କିଲୋଗ୍ରାମ ମେଥାମ୍ଫେଟାମାଇନ୍ ଏବଂ ହେରୋଇନ୍ ପରିବହନ କରୁଥିଲେ। ସୁରକ୍ଷା ବାହିନୀ ସେପ୍ଟେମ୍ବର ୨୫ ତାରିଖରେ ଲକ୍ଷଦ୍ୱୀପ ନିକଟରେ ଏହି ଅଭିଯାନ ଚଳାଇଥିଲେ। ଏହି ସୂଚନା ବୁଧବାର ଦିନ ହିଁ ସାମ୍ନାକୁ ଆସିଥିଲା।
ପୂର୍ବରୁ, ଏପ୍ରିଲ ୨୦୨୫ ରେ ଏଟିଏସ ଏବଂ ଭାରତୀୟ ତଟରକ୍ଷା ବାହିନୀ ଗୁଜୁରାଟ ଉପକୂଳରୁ ପ୍ରାୟ ୩୧୧ କିଲୋଗ୍ରାମ ମେଥାମ୍ଫେଟାମାଇନ୍ ଜବତ କରିଥିଲେ, ଯାହାର ମୂଲ୍ୟ ୧,୮୦୦ କୋଟି (ପ୍ରାୟ $୧ ବିଲିୟନ) ଥିଲା। ଏହି ସାମଗ୍ରୀ ପାକିସ୍ତାନର ପାସନୀ ବନ୍ଦରରୁ ତାମିଲନାଡୁ ଅଭିମୁଖେ ଥିଲା। ସୁରକ୍ଷା ବାହିନୀକୁ ଦେଖି, ଚୋରାଚାଲାଣକାରୀମାନେ ସମୁଦ୍ରରେ ଡ୍ରଗ୍ସ ପକାଇ ପାକିସ୍ତାନୀ ସାମୁଦ୍ରିକ ସୀମା ଆଡକୁ ପଳାଇ ଯାଇଥିଲେ। ଗୁପ୍ତ ସୂଚନା ପରେ, ତଟରକ୍ଷା ବାହିନୀ ସମୁଦ୍ର ଏବଂ ବାୟୁ ପଥରେ ନଜର ରଖିଥିଲା। ଲକ୍ଷଦ୍ୱୀପର ପଶ୍ଚିମ ଦିଗରେ ସନ୍ଦେହଜନକ ବୋଟକୁ ଅଟକାଇ ତଲାସି କରାଯାଇଥିଲା।
ବୋଟ, କର୍ମଚାରୀ ଏବଂ ଡ୍ରଗ୍ସକୁ ସୁରକ୍ଷା ବଳୟ ମଧ୍ୟରେ ମୁମ୍ବାଇକୁ ଅଣାଯାଇଛି, ଯେଉଁଠାରେ ସେମାନଙ୍କୁ ପଚରାଉଚରା କରାଯିବ ଏବଂ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅଧିକାରୀଙ୍କ ଅନୁଯାୟୀ, ଏହି କାର୍ଯ୍ୟାନୁଷ୍ଠାନ ସମୁଦ୍ର ପଥରେ ଆନ୍ତର୍ଜାତୀୟ ଡ୍ରଗ୍ସ ଚାଲାଣକୁ ରୋକିବାରେ ସାହାଯ୍ୟ କରିବ ବୋଲି ସୂଚନା ମିଳିଛି।
କଟକ ରେ ବଡ଼ ଧରଣର ଲୁଟ। ସିଡିଏ ୮ ନମ୍ବର ପ୍ରାଚୀ ହସ୍ପିଟାଲ ଲେନ ରେ ଥିବା ଚିତ ରଞ୍ଜନ ବେହେରାଙ୍କ ଘରେ କଳା କନା ବୁଲାଇ ଦେଇଛନ୍ତି ଲୁଟେରା। ୨୦ ଟି ମୁଦି, ମଙ୍ଗଳ ସୁତ , ଚେନ , କାନର , ୫୦ ହଜାର ଟଙ୍କା ଲୁଟିନେଇଛନ୍ତି ଲୁଟେରା । ସ୍ଥାନୀୟ  ମର୍କତ ନଗର ଥାନାରେ ଏତେଲା ହେବା ପରେ ଆଜି ପୋଲିସ ଅଭିଯୋଗକାରୀଙ୍କ ଘରେ ତଦନ୍ତ କରିଛି। ସାଇଣ୍ଟିଫିକ ଟିମ , ଡ଼ଗ ସ୍କ୍ୱାଡ଼ ଟିମ ପହଁଚି ତଦନ୍ତ କରିଛି। ତେବେ ସିଡିଏ ଅଞ୍ଚଳ ରେ ଏଭଳି ଘଟଣା ଘଟିଛି ଯାହା ସମସ୍ତଂକୁ ଚକିତ କରିଛି। ଗତ ସୋମବାର ଦିନ ଘରର ଚିତରଞ୍ଜନ ବେହେରା ଓ ସୂର୍ଯ୍ୟମଣି ବେହେରା ପ୍ରୟାଗରାଜ ଅସ୍ତିବିସର୍ଜନ କରିବା ପାଇଁ ଯାଇଥିଲା ବେଳେ ଘରେ କେହି ନଥିଲା ବେଳେ ଲୁଟେରା କରିଥିଲେ ଟାର୍ଗେଟ । ତେବେ ସିଡିଏ ଭଳି ଅଂଚଳରେ ପୋଲିସ କଡା ପଇଁତରା ମାରୁଥିଲା ବେଳେ ଏଭଳି ଘଟଣା ଘଟିବା ପୋଲିସ କୁ କଡା ଚ୍ୟାଲେଞ୍ଜ ବୋଲି କହିଛନ୍ତି ପରିବାର ଲୋକେ।
ରେଷ୍ଟୁରାଣ୍ଟ ରେ ହୁକା ବାର ସହ ଚାଲିଥିଲା ଜୁଆ ଖେଳ।
 କଟକ ସିଡିଏ ସେକ୍ଟର ୬ ନମ୍ବରରେ ବେଆଇନ ଜୁଆ ଓ ହୁକା ବାର ଉପରେ ମିଳିତ ଚଢ଼ାଉ କରିଛି କେଏମସି ର ସ୍ୱାସ୍ଥ୍ୟ ବିଭାଗ । କେଏମସି ଫୁଡ୍ ସେଫ୍ଟୀ ଟିମ୍, ପୋଲିସ ଓ ଅବକାରୀ ବିଭାଗର ମିଳିତ ଭାବେ ଚଢ଼ାଉ କରିଛି । ସିଡିଏ ସେକ୍ଟର ୬ କାସ୍ୟୁ ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ ସମୟରେ ବିପୁଳ ପରିମାଣର ନିକୋଟିନ୍ ଯୁକ୍ତ ହୁକା, ଜୁଆ, ମଦ ଓ ବାସି ଖାଦ୍ୟ ଜବତ କରିଛି  ସ୍ବାସ୍ଥ୍ୟ ବିଭାଗ । ଖାଦ୍ୟ ଲାଇସେନ୍ସରେ ଏହିଭଳି ବେଆଇନ ଭାବେ ହୁକା ବାର ଚାଲିଥିଲା । ରେଷ୍ଟୁରାଣ୍ଟଟୁ କୁ ପାଞ୍ଚ ହଜାର ଜୋରିମାନା ସହ ସିଲ୍ କରିଛି କେଏମସି ସ୍ୱାସ୍ଥ୍ୟ ବିଭାଗ ।
କାକଟପୁର ଲତାହରଣ ଗ୍ରାମରୁ ନିଖୋଜ ଥିବା ଜଣେ ନାବାଳିକାକୁ କୋଣାର୍କ ଅଞ୍ଚଳରୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କଲା କାକଟପୁର ପୋଲିସ୍। କୋଣାର୍କ ଖବର।
କୌଣସି ମୁହୂର୍ତ୍ତରେ ଗିରଫ ହୋଇ ପାରନ୍ତି ବିଦ୍ୟା ଭାରତୀ ପଣ୍ଡା।
ବହୁ ଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ପତ୍ନୀ ବିଦ୍ୟାଭରତୀ ପଣ୍ଡାଙ୍କ ଜାମିନ ଆ‌ବେଦନକୁ ହାଇକୋର୍ଟଙ୍କ ପରେ ସୁପ୍ରିମ୍ କୋର୍ଟ ମଧ୍ୟ ଖାରଜ କରିଛନ୍ତି। ଏବେ ପୋଲିସ୍ ତାଙ୍କୁ ଯେକୌଣସି ସମୟରେ ଗିରଫ କରିପାରେ ବୋଲି କୁହାଯାଉଛି।
ହଜିଥିବା ମୋବାଇଲ ପାଇ ଉପଯୁକ୍ତ ବ୍ୟକ୍ତିଙ୍କୁ ଫେରାଇଲା କାକଟପୁର ପୋଲିସ୍।
କୋଣାର୍କ ଖବର ନୁଆ ରୂପରେ ଆପଣଙ୍କ ସାଙ୍ଗରେ।
<nis:link nis:type=tag nis:id=କୋଣାର୍କଖବର nis:value=କୋଣାର୍କଖବର nis:enabled=true nis:link/> <nis:link nis:type=tag nis:id=konarkkhabara nis:value=konarkkhabara nis:enabled=true nis:link/>
Video 14
Video 15
ଗୋପ ବ୍ଲକ ଅଧ୍ୟକ୍ଷା ଝୁନୁ ମଲ୍ଲିକ ପଞ୍ଚାୟତ ସମିତି ଉନ୍ନୟନ କାର୍ଯ୍ୟ ଓ ପ୍ରକଳ୍ପ ଆଦି ଫାଇଲ ରେ ଦସ୍ତଖତ ନକରି ସମ୍ପୂର୍ଣ୍ଣ ଠପ୍ କରିଛନ୍ତି ସମସ୍ତ ପଞ୍ଚାୟତ ଉନ୍ନୟନ କାର୍ଯ୍ୟ। ଏନେଇ ସରପଞ୍ଚ ସଙ୍ଘ ସଭାପତି ଶୀର୍ଷ ନାୟକଙ୍କ ନେତୃତ୍ବରେ ଗୋପ ବ୍ଲକ ଅନ୍ତର୍ଗତ ସମସ୍ତ ସମିତି ସଭ୍ୟ ସଭ୍ୟା ଓ ସରପଞ୍ଚ ମାନେ ଉପ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଦେବା ସହ ବିକଳ୍ପ ପନ୍ଥା ଅବଲମ୍ବନ ପାଇଁ ଦାବି କରିଛନ୍ତି।
ଗୋପ ବ୍ଲକ ଅଧ୍ୟକ୍ଷା ଝୁନୁ ମଲ୍ଲିକଙ୍କ ବ୍ଳକ ଓ ପଞ୍ଚାୟତ ଉନ୍ନୟନ କାର୍ଯ୍ୟ ଓ ପ୍ରକଳ୍ପ ପାଇଁ ସହଯୋଗ ନକରିବାରୁ ବ୍ଳକର ସମସ୍ତ ସମିତି ସଭ୍ୟ ଓ ସରପଞ୍ଚ ମାନେ ମିଶି ଅଧ୍ୟକ୍ଷାଙ୍କ ଅଫିସରେ ତାଲା ପକାଇ ବନ୍ଦ୍ କରିଦେଲେ।
Video 18
କୋଣାର୍କ ରାମଚଣ୍ଡି ନିକଟରେ ଅବସ୍ଥିତ ଲୋଟସ ରିସର୍ଟ ପକ୍ଷରୁ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ବେଳାଭୁମି ସଫେଇ। କୋଣାର୍କ ଖବର।
ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଚନ୍ଦ୍ରଭାଗା ବେଳାଭୂମିରେ ରାଜ୍ୟ ପର୍ଯ୍ୟଟନ ବିଭାଗ କୋଣାର୍କ କାର୍ଯ୍ୟାଳୟପକ୍ଷରୁ ଆଗାମୀ ଡ଼ିସେମ୍ବର ୧୩ ରେ ହେବାକୁ ଥିବା ପୁରୀ କୋଷ୍ଟାଲ ମାରାଥନ ପ୍ରଚାର ପ୍ରସାର ନିମନ୍ତେ ଏକ ମିନି ମରାଥନ୍ ବା "ପ୍ରୋମୋ ରନ୍" ଅନୁଷ୍ଠିତ ହୋଇଯାଇଛି। 
<nis:link nis:type=tag nis:id=promorun nis:value=PromoRun nis:enabled=true nis:link/> <nis:link nis:type=tag nis:id=minimarathon nis:value=minimarathon nis:enabled=true nis:link/> <nis:link nis:type=tag nis:id=chandrabhagabeach nis:value=chandrabhagabeach nis:enabled=true nis:link/> 
<nis:link nis:type=tag nis:id=odishatourism nis:value=odishatourism nis:enabled=true nis:link/> <nis:link nis:type=tag nis:id=konark nis:value=konark nis:enabled=true nis:link/> <nis:link nis:type=tag nis:id=iamrunning nis:value=IamRunning nis:enabled=true nis:link/>  <nis:link nis:type=tag nis:id=puricoastalmarathon nis:value=puricoastalmarathon nis:enabled=true nis:link/>
କୋଣାର୍କ ରାମଚଣ୍ଡି ନିକଟରେ ଅବସ୍ଥିତ ଲୋଟସ ରିସର୍ଟ ପକ୍ଷରୁ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ବେଳାଭୁମି ସଫେଇ। କୋଣାର୍କ ଖବର।
ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଚନ୍ଦ୍ରଭାଗା ବେଳାଭୂମିରେ ରାଜ୍ୟ ପର୍ଯ୍ୟଟନ ବିଭାଗ କୋଣାର୍କ କାର୍ଯ୍ୟାଳୟପକ୍ଷରୁ ଆଗାମୀ ଡ଼ିସେମ୍ବର ୧୩ ରେ ହେବାକୁ ଥିବା ପୁରୀ କୋଷ୍ଟାଲ ମାରାଥନ ପ୍ରଚାର ପ୍ରସାର ନିମନ୍ତେ ଏକ ମିନି ମରାଥନ୍ ବା "ପ୍ରୋମୋ ରନ୍" ଅନୁଷ୍ଠିତ ହୋଇଯାଇଛି। 
<nis:link nis:type=tag nis:id=promorun nis:value=PromoRun nis:enabled=true nis:link/> <nis:link nis:type=tag nis:id=minimarathon nis:value=minimarathon nis:enabled=true nis:link/> <nis:link nis:type=tag nis:id=chandrabhagabeach nis:value=chandrabhagabeach nis:enabled=true nis:link/> 
<nis:link nis:type=tag nis:id=odishatourism nis:value=odishatourism nis:enabled=true nis:link/> <nis:link nis:type=tag nis:id=konark nis:value=konark nis:enabled=true nis:link/> <nis:link nis:type=tag nis:id=iamrunning nis:value=IamRunning nis:enabled=true nis:link/>  <nis:link nis:type=tag nis:id=puricoastalmarathon nis:value=puricoastalmarathon nis:enabled=true nis:link/>
ସିଂହାରପାଳ ରେ ସୁନାମୀ ପ୍ରସ୍ତୁତି ପରଖିଲେ କେନ୍ଦ୍ରୀୟ ଟିମ୍। 
କାକଟପୁର ଖବର।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଆଉ ଜଣେ ଯନ୍ତ୍ରୀ। ମାଲକାନଗିରି ମାଥିଲି ବ୍ଲକ୍ ର ସହକାରୀ ନିର୍ବାହୀ ଯନ୍ତ୍ରୀ ଶିଶିର କୁମାର ଦାସ ଙ୍କ ୬ ଟି ଠିକଣାରେ ରେଡ୍ ଜାରି ରଖିଛନ୍ତି ଭିଜିଲାନ୍ସ ଟିମ୍ ।