Public App Logo
ବିଜେଡି ସ୍ତରରେ ବୋଟରେ ଡାକିଲେନି ବୋଲି ରାଗିଗଲେ...... ଯାଜପୁରରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଅପ୍ରୀତିକର ପରିସ୍ଥିତି, ଦୁଇ ବିଧାୟିକା ପ୍ରମିଳା ମଲ୍ଲିକ ଓ ସୁଜାତା ସାହୁଙ୍କୁ ଡଙ୍ଗାରେ ଯିବାକୁ ସୁଯୋଗ ନମିଳିବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ହୋହଲ୍ଲା, ନାରାବାଜି ଓ ହଟଗୋଳ ।।।। #publicnews24x7 #newsodiaodisha #facebookreelsviralviralシfypシ゚2026 #tredingpost - Dhenkanal Sadar News