Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Madhyapradesh
Pmmodi
Kerala
ମଙ୍ଗଳବାର ଦର୍ଶନ କରନ୍ତୁ ଘଟଗାଁ ମା ତାରିଣୀ ଙ୍କୁ । ଜୟ ମା' ତାରିଣୀ ଘଟଗାଁ ପୀଠର... - Raurkela M News
satya25
ମଙ୍ଗଳବାର ଦର୍ଶନ କରନ୍ତୁ ଘଟଗାଁ ମା ତାରିଣୀ ଙ୍କୁ । ଜୟ ମା' ତାରିଣୀ ଘଟଗାଁ ପୀଠର ଅଧିଷ୍ଠାତ୍ରୀ ମା' ତାରିଣୀଙ୍କ ପବିତ୍ର ଚରଣରେ କୋଟି କୋଟି ପ୍ରଣାମ। #ଜୟମାତାରିଣୀ #ମାତାରିଣୀ #ଘଟଗାଁ #କେନ୍ଦୁଝର #ଓଡ଼ିଶା #JaiMaaTarini #MaaTarini #MaaTariniPitha #Ghatagaon #Keonjhar #Odisha #JaiJagannath #ShaktiPeetha #SanatanaDharma
Raurkela M, Sundargarh
| Aug 18, 2026
#ଜୟମାତାରିଣୀ
#ମାତାରିଣୀ
#ଘଟଗାଁ
#କେନ୍ଦୁଝର
#ଓଡ଼ିଶା
#jaimaatarini
#maatarini
#maatarinipitha
#ghatagaon
#keonjhar
#odisha
#jaijagannath
#shaktipeetha
#sanatanadharma
MORE NEWS
ଆପୋଲୋ ହସ୍ପିଟାଲ୍ସ ପକ୍ଷରୁ ବିଶ୍ଵ ହେଲଥ୍ କେୟାରର ଅନାବରଣ
Raurkela M, Sundargarh | Aug 18, 2026
ନିଶାମୁକ୍ତ ଭାରତ ଅଭିଯାନ ଅଧୀନରେ ରାଉରକେଲା ପୋଲିସ ପକ୍ଷରୁ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ ହୋଇ, ନିଶାମୁକ୍ତ ସମାଜ ଗଠନ ପାଇଁ ଆମର ସାମୂହିକ ପ୍ରତିବଦ୍ଧତାକୁ ପୁନଃଦୃଢ଼ କରାଯାଇଛି। ଆସନ୍ତୁ, ଆମେ ସମସ୍ତେ ଏକାଠି ହୋଇ ନିଶାକୁ ‘ନା’ ଏବଂ ସୁସ୍ଥ, ନିରାପଦ ଓ ଉଜ୍ଜ୍ୱଳ ଭବିଷ୍ୟତକୁ ‘ହଁ’ କହିବା। ନିଶାମୁକ୍ତ ସମାଜ ଗଠନରେ ଆପଣଙ୍କ ସହଯୋଗ ହିଁ ଆମର ଶକ୍ତି। #NashaMuktOdisha #raurkelapolice #OdishaPolice #DrugFreeSociety #odishacitynews
Raurkela M, Sundargarh | Aug 18, 2026
ନିଶାମୁକ୍ତ ସମାଜ ଗଠନ ପାଇଁ ସାମୂହିକ ଶପଥ ରାଜ୍ୟ ପୋଲିସ ମୁଖ୍ୟାଳୟ ସମେତ ସମସ୍ତ ଥାନା ଓ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଶପଥ ପାଠ କଟକ, ୧୮.୦୮.୨୦୨୬: ନିଶାମୁକ୍ତ ଭାରତ ଅଭିଯାନ ଅଧୀନରେ ନିଶାମୁକ୍ତ ସମାଜ ଗଠନ ଏବଂ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ରାଜ୍ୟ ପୋଲିସ ମୁଖ୍ୟାଳୟ, କଟକ ସମେତ ରାଜ୍ୟର ୩୫ଟି ପୋଲିସ ଜିଲ୍ଲାର ସମସ୍ତ ଥାନା ଓ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସାମୂହିକ ନିଶାମୁକ୍ତି ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଆୟୋଜିତ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ସାମିଲ ହୋଇ ନିଶାଦ୍ରବ୍ୟର କୁପ୍ରଭାବରୁ ନିଜକୁ, ପରିବାରକୁ ଓ ସମାଜକୁ ସୁରକ୍ଷିତ ରଖିବା ପାଇଁ ଦୃଢ଼ ସଙ୍କଳ୍ପ ନେଇଥିଲେ। ନିଜେ ନିଶାଦ୍ରବ୍ୟ ସେବନରୁ ସମ୍ପୂର୍ଣ୍ଣ ଦୂରେଇ ରହିବା ସହ ବନ୍ଧୁବର୍ଗ, ପରିବାର ସଦସ୍ୟ ଓ ସମାଜର ଅନ୍ୟମାନଙ୍କୁ ନିଶାର କୁପ୍ରଭାବ ସମ୍ପର୍କରେ ସଚେତନ କରିବା ଏବଂ ଓଡ଼ିଶାକୁ ନିଶାମୁକ୍ତ କରିବା ଦିଗରେ ସକ୍ରିୟ ଭୂମିକା ନେବା ପାଇଁ ସମସ୍ତେ ଶପଥ ଗ୍ରହଣ କରିଥିଲେ। ନିଶାମୁକ୍ତ ସମାଜ ଗଠନରେ ଯୁବଶକ୍ତିର ଭୂମିକାକୁ ସର୍ବାଧିକ ଗୁରୁତ୍ୱ ଦେଇ ଏହି ଅଭିଯାନ ମାଧ୍ୟମରେ ସାରା ରାଜ୍ୟରେ ନିଶା ନିବାରଣର ବାର୍ତ୍ତା ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରାଯାଉଛି। ଏଥିସହ ପୋଲିସ ପ୍ରଶାସନ ପକ୍ଷରୁ ଏକ ସୁସ୍ଥ, ସୁରକ୍ଷିତ ଓ ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ଦୃଢ଼ ପ୍ରତିବଦ୍ଧତା ପ୍ରକାଶ କରାଯାଇଛି। ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଅନୁଷ୍ଠିତ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ପ୍ରତୀକ ମହାନ୍ତି, ଆଇଜିପି (କାର୍ମିକ) ଶ୍ରୀ ପ୍ରବୀଣ କୁମାର, ଆଇଜିପି (କେନ୍ଦ୍ରାଞ୍ଚଳ) ଶ୍ରୀ ସତ୍ୟଜିତ ନାୟକ, ଡିଆଇଜିପି (ପ୍ରୋଭିଜନିଂ) ଶ୍ରୀ ଚରଣ ସିଂ ମିନା, ଡିଆଇଜିପି (କାର୍ମିକ) ଶ୍ରୀ ଯୁଗଳ କିଶୋର ବୋନଥଙ୍କ ସମେତ ପୋଲିସ ମୁଖ୍ୟାଳୟର ଅନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ସାମୂହିକ ଭାବେ ନିଶାମୁକ୍ତି ଶପଥ ଗ୍ରହଣ କରିଥିଲେ।
Raurkela M, Sundargarh | Aug 18, 2026
Another Elephant Attack Claims Elderly Man’s Life in Hindol . Report . Santosh Kumar Mohapatra. Dhenkanal. A day after a youth was killed in an elephant attack, another fatal incident has been reported in Hindol. An elderly man, Purna Chandra Dehury, was allegedly attacked by a tusker at Kumursingha village under Balimi police limits in Dhenkanal district. The repeated attacks have triggered panic among villagers, who are urging the Forest Department to take immediate action. #Hindol #ElephantAttack #Dhenkanal #HumanElephantConflict #OdishaNews #BreakingNews
Raurkela M, Sundargarh | Aug 18, 2026
ଯୋବ୍ରା ଆନିକଟରୁ ଅଚିହ୍ନା ମହିଳାଙ୍କ ମୃତ ଦେହ ଉଦ୍ଧାର....
Raurkela M, Sundargarh | Aug 18, 2026