Public App Logo
🇮🇳 ୮୦ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଓ ଅଭିନନ୍ଦନ 🇮🇳 ପବିତ୍ର ୮୦ତମ ସ୍ୱାଧୀନତା ଦିବସ ଅବସରରେ କୋରାପୁଟବାସୀଙ୍କ ସମେତ ସମଗ୍ର ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି କୋରାପୁଟ କଂଗ୍ରେସ ଜିଲ୍ଲା ସଭାପତି ରୂପକ ତୁରୁକ। ସ୍ୱାଧୀନତା ସଂଗ୍ରାମର ବୀର ସହିଦମାନଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରି, ଦେଶର ଏକତା, ଅଖଣ୍ଡତା ଓ ଭାଇଚାରାକୁ ଅକ୍ଷୁଣ୍ଣ ରଖି ଏକ ସଶକ୍ତ ଓ ସମୃଦ୍ଧ ଭାରତ ଗଠନରେ ସମସ୍ତେ ଯୋଗଦେବାକୁ ଆହ୍ୱାନ। 🇮🇳 ଜୟ ହିନ୍ଦ୍‌ | ବନ୍ଦେ ମାତରମ୍‌ 🇮🇳 #IndependenceDay #80thIndependenceDay #Koraput #Congress #ସ୍ୱାଧୀନତାଦିବସ #ଜୟହିନ୍ଦ #ବନ୍ଦେମାତରମ୍ - Koraput Town News