Public App Logo
କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ବଡରମ୍ପାସ ଡିଷ୍ଟବୁଟାରୀ କେନାଲରେ ଘାଇ ଯୋଗୁଁ ବର୍ଷାଜଳ ନିଷ୍କାସନ ହୋଇ ନଥିବାରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ । ଅଭିଯୋଗ ମଧ୍ୟ କୌଣସି ସୁଫଳ ମିଳୁନି। ଯାହାକୁ ନେଇ ଚାଷୀମାନେ ଅଣା-ସମଣା ରାସ୍ତାରେ ରାସ୍ତାରୋକ କରିଛନ୍ତି ଚାଷୀମାନେ - Ghasipura News