ବାଲେଶ୍ୱରରେ ଅନୁଷ୍ଠିତ ବିକଶିତ ଭାରତ ସଂକଳ୍ପ ସେବା ଓ ସେବା ଜ୍ୟୋତି ଯାତ୍ରା
Baleshwar, Balasore | Oct 7, 2026
ବାଲେଶ୍ୱର ମିଶନ ପଡ଼ିଆରେ ଆୟୋଜିତ ହୋଇଛି ବିକଶିତ ଭାରତ ସଂକଳ୍ପ ସେବା ଓ ସେବା ଜ୍ୟୋତି ଯାତ୍ରା। ଏହି କାର୍ଯ୍ୟକ୍ରମରେ ସାଂସଦ ଓ ବିଧାୟକମାନେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୫ ବର୍ଷର ଜନସେବାକୁ ସ୍ମରଣ କରିଛନ୍ତି।