Public App Logo
ଜୟପୁର-ଜୟପୁର ସହର ରେ ତ୍ରିରଙ୍ଗା ଶୋଭାଯାତ୍ରା।ଶୋଭାଯାତ୍ରା ରେ ସାମିଲ ହେଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ।ବୀର ସହୀଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଦେଲେ ଆହ୍ୱାନ। ମନ୍ତ୍ରୀ ସମ୍ପଦ ସ୍ୱାଇଁ ସ୍ୱାଧୀନତା ପାଇଁ ଜୀବନ ବଳିଦାନ ଦେଇଥିବା ବୀରପୁରୁଷ ସହିଦ ଲକ୍ଷ୍ମଣ ନାୟକ ଙ୍କ ଜନ୍ମମାଟି ରେ ନିଜ ପାଦ ପକାଇ ନିଜକୁ ଗର୍ବ ଅନୁଭବ କରିଛନ୍ତି। #TirangaYatra #Jaypur #Koraput #SampadSwain - Koraput Town News