Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
Congress
Modi
Delhi
Viral
मारपीट
Crime
Jharkhand
Dm
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh

Husband-Wife Rescued After Being Stranded in Tree Amid Ruguda Dam Floodwaters Bonai, August 16 (Satya News Alert): A husband and wife had a narrow escape after being stranded in a tree when water from the Ruguda Dam suddenly inundated their area on Sunday morning. According to reports, the couple had gone to their farmland near their house to harvest pointed gourd. Suddenly, rising water from the Ruguda Dam flooded the area, cutting off their route back home. With no safe way to escape, both climbed onto a large banyan tree to save themselves. On receiving the information, the Gurundia Fire Services team and Bonai Fire Services team launched a joint rescue operation. Using a power boat, the firefighters reached the stranded couple and successfully rescued both of them to safety. The timely and coordinated rescue operation prevented a potentially dangerous situation from turning into a tragedy.

Raurkela M, Sundargarh | Aug 16, 2026

MORE NEWS

ଗଞ୍ଜାମ ଜିଲ୍ଲା ଅ।ସିକା ଉପଖଣ୍ଡ ପୋଲିସ ପ୍ରଶାସନକୁ ଏକ ବଡ ସଫଳତା ମିଳିଛି । ଗତ ଜୁଲାଇ ମାସ 26 ତାରିଖ ଦିନ ଛତିଶିଗଡ ରାଜ୍ୟ ସିତାପୁର ଥାନା ଇଲାକା କାଷି ବିଶ୍ଵନାଥ ସୁନା ଦୋକାନରୁ ଏକ ବଡ ଧରଣର ଲୁଟ ଘଟଣା ଘଟିଥିଲା । ମାଲିକ ସକାଳୁ ସକାଳୁ ଦୋକାନ ଖୋଲିବା ବେଳେ ଦୁଇଟି ସ୍କୁଟିରେ ଚାରିଜଣ ଯୁବକ ଅ।ସି ଅଚାନ ମାଲିକ ହାତରୁ ସୁନା ବ୍ୟାଗ ଛଡାଇ ନେଇଥିଲେ । ତେବେ ସିସି ଟିଭି ଅ।ଧାରରେ ଡକାୟତି ମାନେ ଗଂଜାମ ଜିଲ୍ଲାର ବୋଲି ପୋଲିସ ଜାଣିବାକୁ ପାଇଥିଲା । ଏଥିସହ ପୋଲିସ ପ୍ରଶାସନ ଏକ ଟିମ ଗଠନ କରି ସୋରଡା ଥାନା ଇଲାକାର ଏକ ଅଜଣାସ୍ଥାନରୁ ପ୍ରାୟ 1 କିଲୋ ରୂପା ଓ 300 ଗ୍ରାନ ସୁନା ଜବତ କରିଥିବା ଅ।ସିକା ଏସଡିପିଓ ସୂଚନା ଦେଇଛନ୍ତି । ଏଥିସହ ଡକାୟତି ମାନଙ୍କୁ ମଧ୍ୟ ଚିହ୍ନଟ କରାଯାଇଥିବା ଅ।ସିକା ଏସଡିପିଓ କହିଥିବା ବେଳେ ତୁରନ୍ତ ଗିରଫ କରାଯିବ ବୋଲି ମଧ୍ୟ ସେ କହିଛନ୍ତି । 
#Chhattisgarh #Sorada #SoradaNews #GoldLoot #SilverLoot #JewelleryTheft #TheftCase #PoliceInvestigation #CrimeNews #GanjamNews #OdishaNews #BreakingNews #LatestNews #CrimeReport #odishacitynews

ଗଞ୍ଜାମ ଜିଲ୍ଲା ଅ।ସିକା ଉପଖଣ୍ଡ ପୋଲିସ ପ୍ରଶାସନକୁ ଏକ ବଡ ସଫଳତା ମିଳିଛି । ଗତ ଜୁଲାଇ ମାସ 26 ତାରିଖ ଦିନ ଛତିଶିଗଡ ରାଜ୍ୟ ସିତାପୁର ଥାନା ଇଲାକା କାଷି ବିଶ୍ଵନାଥ ସୁନା ଦୋକାନରୁ ଏକ ବଡ ଧରଣର ଲୁଟ ଘଟଣା ଘଟିଥିଲା । ମାଲିକ ସକାଳୁ ସକାଳୁ ଦୋକାନ ଖୋଲିବା ବେଳେ ଦୁଇଟି ସ୍କୁଟିରେ ଚାରିଜଣ ଯୁବକ ଅ।ସି ଅଚାନ ମାଲିକ ହାତରୁ ସୁନା ବ୍ୟାଗ ଛଡାଇ ନେଇଥିଲେ । ତେବେ ସିସି ଟିଭି ଅ।ଧାରରେ ଡକାୟତି ମାନେ ଗଂଜାମ ଜିଲ୍ଲାର ବୋଲି ପୋଲିସ ଜାଣିବାକୁ ପାଇଥିଲା । ଏଥିସହ ପୋଲିସ ପ୍ରଶାସନ ଏକ ଟିମ ଗଠନ କରି ସୋରଡା ଥାନା ଇଲାକାର ଏକ ଅଜଣାସ୍ଥାନରୁ ପ୍ରାୟ 1 କିଲୋ ରୂପା ଓ 300 ଗ୍ରାନ ସୁନା ଜବତ କରିଥିବା ଅ।ସିକା ଏସଡିପିଓ ସୂଚନା ଦେଇଛନ୍ତି । ଏଥିସହ ଡକାୟତି ମାନଙ୍କୁ ମଧ୍ୟ ଚିହ୍ନଟ କରାଯାଇଥିବା ଅ।ସିକା ଏସଡିପିଓ କହିଥିବା ବେଳେ ତୁରନ୍ତ ଗିରଫ କରାଯିବ ବୋଲି ମଧ୍ୟ ସେ କହିଛନ୍ତି । #Chhattisgarh #Sorada #SoradaNews #GoldLoot #SilverLoot #JewelleryTheft #TheftCase #PoliceInvestigation #CrimeNews #GanjamNews #OdishaNews #BreakingNews #LatestNews #CrimeReport #odishacitynews

Raurkela M, Sundargarh | Aug 16, 2026

*ମିଡ଼ିଆ କ୍ଲବ, ରାଉରକେଲା ପରିସରରେ ଧୁମଧାମରେ ପାଳିତ ହେଲା 80ତମ ସ୍ୱାଧୀନତା ଦିବସ*

*ରାଉରକେଲା:* ଦେଶବାସୀଙ୍କ ସହ ତାଳ ଦେଇ ମିଡ଼ିଆ କ୍ଲବ, ରାଉରକେଲା ପକ୍ଷରୁ କ୍ଲବ ପରିସରେ ଅତ୍ୟନ୍ତ ଉତ୍ସାହ ଓ ଦେଶଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ 80ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।

ଏହି ବର୍ଷ ସ୍ୱାଧୀନତା ଦିବସର ମୁଖ୍ୟ ବିଷୟବସ୍ତୁ ଥିଲା *"ୟୁବା ଶକ୍ତି ପାଇଁ ବିକଶିତ ଭାରତ ଏବଂ ବନ୍ଦେ ମାତରମର 150 ବର୍ଷ"*। ଦେଶ ଗଠନରେ ଯୁବପିଢ଼ିଙ୍କ ଅବଦାନ, ସ୍ୱଦେଶୀ ପ୍ରଯୁକ୍ତି, ସବୁଜ ରୂପାନ୍ତର ଏବଂ ଆତ୍ମନିର୍ଭରଶିଳତା ଓ ପ୍ରତିରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା। 

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଉରକେଲା ଚାମ୍ବର ଅଫ କମର୍ସ ଓ ଇଣ୍ଡଷ୍ଟ୍ରିର ପୂର୍ବତନ ସଭାପତି *ଶ୍ରୀ ସୁନୀଲ କାଏଲ* ଯୋଗ ଦେଇ ଜାତୀୟ  ପତାକା ଉତ୍ତୋଳନ କରିଥିଲେ। ସମ୍ମାନିତ ଅତିଥି ଭାବେ *ଇଂ ବିମଲ ବିଶି* ଓ *ଇଂ ଗୋପୀନାଥ ପଟ୍ଟନାୟକ*, ପି. ପି ରାୟ ଉପସ୍ଥିତ ରହି ସ୍ୱାଧୀନତା ସଂଗ୍ରାମର ଇତିହାସ ଓ ବର୍ତମାନର ବିକଶିତ ଭାରତ ଗଠନରେ ଗଣମାଧ୍ୟମର ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ।

କାର୍ଯ୍ୟକ୍ରମର ଆରମ୍ଭରେ ସାଧାରଣ ସମ୍ପାଦକ *ଶ୍ରୀ ବିବେକାନନ୍ଦ ଦାସ* ସ୍ୱାଗତଭାଷଣ ଦେବାସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସେ କହିଲେ ଯେ ଯୁବଶକ୍ତି ହିଁ ଆଗାମୀ ଭାରତର ଭିତ୍ତି ଏବଂ ମିଡ଼ିଆ ସେମାନଙ୍କ କଥାକୁ ଜନତା ପର୍ଯ୍ୟନ୍ତ ପହଞ୍ଚାଇବାର ବଡ଼ ଦାୟିତ୍ୱ ବହନ କରେ।

ଜାତୀୟ ପତାକା ଉତ୍ତୋଳନ ପରେ ଦେଶଭକ୍ତିପୂର୍ଣ୍ଣ ଗୀତ, କବିତା ପାଠ ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ କ୍ଲବର ସଦସ୍ୟ *ଶ୍ରୀ ସଂଗ୍ରାମ କେଶରୀ ଭୂୟାଁ* ସମସ୍ତ ଅତିଥି, ସଦସ୍ୟ ଓ ଶୁଭେଛୁମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

ଏହି ଅବସରରେ କ୍ଲବର ସଦସ୍ୟ ଓ ଶୁଭେଛୁ ଙ୍କ ମଧ୍ୟରେ କୁଞ୍ଜ ବିହାରୀ ରାଉତ,  କମଳା କାନ୍ତ ରାଉତ, ଡଃ ବସନ୍ତ କୁମାର ଦାସ, ମନୋରଞ୍ଜନ ଦାଶ, ସତ୍ୟାନନ୍ଦ ବେହେରା, ସନ୍ତୋଷ କୁମାର ସ୍ୱାଇଁ, ବସନ୍ତ ଦାସ, ଡ଼. ସୁବାଷ ଚନ୍ଦ୍ର ଲେଙ୍କା, ରାଜେନ୍ଦ୍ର ପଣ୍ଡା                ସରୋଜ ବେହେରା,ଶରତ ଚନ୍ଦ୍ର ପଣ୍ଡା, କୁନିଆ ବାରିକ,  ଜଗନ୍ନାଥ ମହନ୍ତ,ବଙ୍କେଶ୍ୱର ସିଂହ , ରବୀନ୍ଦ୍ରନାଥ ଦୁବେ, ଅରୁଣ କୁମାର ଦାଶ, ସସ୍ମିତା ପ୍ରଧାନ, ପ୍ରିୟଙ୍କା ପାଣି  
ହେମନ୍ତ ଚନ୍ଦ୍ର ପଣ୍ଡା , ସୁଭଶ୍ରୀ ଦାଶ,  ଦିଲୀପ ଶର୍ମା,   
ସୁରେନ୍ଦ୍ର ରାୟ ,ସୌମ୍ୟ ରାଉତ,  ସୁଧୀର ଦାସ  
ନବୀନ ପ୍ରଧାନ, ଅମର ବର୍ମା,   
ରାଜକୁମାର ଯାଦବ, ଶୈଳେନ୍ଦ୍ର ସାହୁ, 
ଅନିଲ କୁମାର ସାହୁ  
ଏମ.ଦାଶ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ସମଗ୍ର କାର୍ଯ୍ୟକ୍ରମ ଦେଶପ୍ରେମ ଓ ଏକତାର ବାର୍ତା ଦେଇ ଶେଷ ହୋଇଥିଲା।

*ମିଡ଼ିଆ କ୍ଲବ, ରାଉରକେଲା ପରିସରରେ ଧୁମଧାମରେ ପାଳିତ ହେଲା 80ତମ ସ୍ୱାଧୀନତା ଦିବସ* *ରାଉରକେଲା:* ଦେଶବାସୀଙ୍କ ସହ ତାଳ ଦେଇ ମିଡ଼ିଆ କ୍ଲବ, ରାଉରକେଲା ପକ୍ଷରୁ କ୍ଲବ ପରିସରେ ଅତ୍ୟନ୍ତ ଉତ୍ସାହ ଓ ଦେଶଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ 80ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ବର୍ଷ ସ୍ୱାଧୀନତା ଦିବସର ମୁଖ୍ୟ ବିଷୟବସ୍ତୁ ଥିଲା *"ୟୁବା ଶକ୍ତି ପାଇଁ ବିକଶିତ ଭାରତ ଏବଂ ବନ୍ଦେ ମାତରମର 150 ବର୍ଷ"*। ଦେଶ ଗଠନରେ ଯୁବପିଢ଼ିଙ୍କ ଅବଦାନ, ସ୍ୱଦେଶୀ ପ୍ରଯୁକ୍ତି, ସବୁଜ ରୂପାନ୍ତର ଏବଂ ଆତ୍ମନିର୍ଭରଶିଳତା ଓ ପ୍ରତିରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଉରକେଲା ଚାମ୍ବର ଅଫ କମର୍ସ ଓ ଇଣ୍ଡଷ୍ଟ୍ରିର ପୂର୍ବତନ ସଭାପତି *ଶ୍ରୀ ସୁନୀଲ କାଏଲ* ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମ୍ମାନିତ ଅତିଥି ଭାବେ *ଇଂ ବିମଲ ବିଶି* ଓ *ଇଂ ଗୋପୀନାଥ ପଟ୍ଟନାୟକ*, ପି. ପି ରାୟ ଉପସ୍ଥିତ ରହି ସ୍ୱାଧୀନତା ସଂଗ୍ରାମର ଇତିହାସ ଓ ବର୍ତମାନର ବିକଶିତ ଭାରତ ଗଠନରେ ଗଣମାଧ୍ୟମର ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ସାଧାରଣ ସମ୍ପାଦକ *ଶ୍ରୀ ବିବେକାନନ୍ଦ ଦାସ* ସ୍ୱାଗତଭାଷଣ ଦେବାସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସେ କହିଲେ ଯେ ଯୁବଶକ୍ତି ହିଁ ଆଗାମୀ ଭାରତର ଭିତ୍ତି ଏବଂ ମିଡ଼ିଆ ସେମାନଙ୍କ କଥାକୁ ଜନତା ପର୍ଯ୍ୟନ୍ତ ପହଞ୍ଚାଇବାର ବଡ଼ ଦାୟିତ୍ୱ ବହନ କରେ। ଜାତୀୟ ପତାକା ଉତ୍ତୋଳନ ପରେ ଦେଶଭକ୍ତିପୂର୍ଣ୍ଣ ଗୀତ, କବିତା ପାଠ ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ କ୍ଲବର ସଦସ୍ୟ *ଶ୍ରୀ ସଂଗ୍ରାମ କେଶରୀ ଭୂୟାଁ* ସମସ୍ତ ଅତିଥି, ସଦସ୍ୟ ଓ ଶୁଭେଛୁମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି ଅବସରରେ କ୍ଲବର ସଦସ୍ୟ ଓ ଶୁଭେଛୁ ଙ୍କ ମଧ୍ୟରେ କୁଞ୍ଜ ବିହାରୀ ରାଉତ, କମଳା କାନ୍ତ ରାଉତ, ଡଃ ବସନ୍ତ କୁମାର ଦାସ, ମନୋରଞ୍ଜନ ଦାଶ, ସତ୍ୟାନନ୍ଦ ବେହେରା, ସନ୍ତୋଷ କୁମାର ସ୍ୱାଇଁ, ବସନ୍ତ ଦାସ, ଡ଼. ସୁବାଷ ଚନ୍ଦ୍ର ଲେଙ୍କା, ରାଜେନ୍ଦ୍ର ପଣ୍ଡା ସରୋଜ ବେହେରା,ଶରତ ଚନ୍ଦ୍ର ପଣ୍ଡା, କୁନିଆ ବାରିକ, ଜଗନ୍ନାଥ ମହନ୍ତ,ବଙ୍କେଶ୍ୱର ସିଂହ , ରବୀନ୍ଦ୍ରନାଥ ଦୁବେ, ଅରୁଣ କୁମାର ଦାଶ, ସସ୍ମିତା ପ୍ରଧାନ, ପ୍ରିୟଙ୍କା ପାଣି ହେମନ୍ତ ଚନ୍ଦ୍ର ପଣ୍ଡା , ସୁଭଶ୍ରୀ ଦାଶ, ଦିଲୀପ ଶର୍ମା, ସୁରେନ୍ଦ୍ର ରାୟ ,ସୌମ୍ୟ ରାଉତ, ସୁଧୀର ଦାସ ନବୀନ ପ୍ରଧାନ, ଅମର ବର୍ମା, ରାଜକୁମାର ଯାଦବ, ଶୈଳେନ୍ଦ୍ର ସାହୁ, ଅନିଲ କୁମାର ସାହୁ ଏମ.ଦାଶ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ସମଗ୍ର କାର୍ଯ୍ୟକ୍ରମ ଦେଶପ୍ରେମ ଓ ଏକତାର ବାର୍ତା ଦେଇ ଶେଷ ହୋଇଥିଲା।

Raurkela M, Sundargarh | Aug 16, 2026

୫୨ତମ ଇଣ୍ଡିପେଣ୍ଡେନ୍ସ୍ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ #odishacitynews #rajgangapur #football #footballplayer #Odisha #OdishaNews

୫୨ତମ ଇଣ୍ଡିପେଣ୍ଡେନ୍ସ୍ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ #odishacitynews #rajgangapur #football #footballplayer #Odisha #OdishaNews

Raurkela M, Sundargarh | Aug 16, 2026