Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh

#ATM_ଲୁଟେରା_ଗ୍ୟାଙ୍ଗକୁ_ଧରିବାରେ_ସଫଳ_ହୋଇଛି_ଅଳକୁଣ୍ଡ_ପୋଲିସ। ATM ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଅଳକୁଣ୍ଡ ପୋଲିସ। ଗତ ୪ ତାରିଖ ରାତିରେ ପ୍ରୀତିପୁର ବଜାରରେ ଥିବା ଏକ ଘରୋଇ ATM ମେସିନକୁ ଦୁର୍ବୃତ୍ତମାନେ ଭାଙ୍ଗିବା ସହ ନିକଟସ୍ଥ ଏକ ମୋବାଇଲ ଦୋକାନରୁ ମୋବାଇଲ ଫୋନ ଲୁଟ କରିଥିଲେ। ଏହି ଲୁଟ ଘଟଣାର ମାଷ୍ଟରମାଇଣ୍ଡ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ସେ ବାହାର ଜିଲ୍ଲାରୁ ଅନ୍ୟ ଲୁଟେରାମାନଙ୍କୁ ଆଣି ଯୋଜନାବଦ୍ଧ ଭାବେ ଏହି ଅପରାଧ ଘଟାଇଥିଲା। ଯାଜପୁର ଏସପିଙ୍କ ନିର୍ଦ୍ଦେଶକ୍ରମେ ଅଳକୁଣ୍ଡ ଓ ମଙ୍ଗଳପୁର ଥାନା ପୋଲିସର ମିଳିତ ଉଦ୍ୟମରେ ଦୁଇଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ତଦନ୍ତ ପରେ ପୋଲିସ ଲୁଟେରା ଗ୍ୟାଙ୍ଗର ସଦସ୍ୟମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଯାଜପୁର ଏସଡିପିଓ ପ୍ରଶାନ୍ତ କୁମାର ମାଝୀ। ଏହି ସାମ୍ବାଦିକ ସମ୍ମିଳନୀ ରେ ଅଳକୁଣ୍ଡ ଥାନାଧିକାରୀ ଉପସ୍ଥିତ ଥିଲେ। #lntvnetwork #JajpurNews #jajpurkhabar #Aeiodisha