ପୁରୀ: ଗାନ୍ଧୀ ଜୟନ୍ତୀ: ବାଲୁକା ଆନିମେସନ୍ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେଲେ ମାନସ ସାହୁ
Puri, Puri | Oct 2, 2026
ଗାନ୍ଧୀ ଜୟନ୍ତୀରେ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କ ସ୍ୱତନ୍ତ୍ର ଉପହାର। ମାତ୍ର ୨୦ ମିନିଟରେ ପ୍ରସ୍ତୁତ କଲେ ଗାନ୍ଧୀଜୀଙ୍କ ବାଲୁକା ଆନିମେସନ୍। ସତ୍ୟ ଓ ଅହିଂସାର ବାର୍ତ୍ତା ଦେଲେ ବାର୍ତ୍ତା।