Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर

ବିଭେଦ ଓ ଅସ୍ପୃଶ୍ୟତା ବିରୋଧରେ କଂଗ୍ରେସର ସତ୍ୟାଗ୍ରହ କୋରାପୁଟ ଆମ୍ବେଦକର ପାର୍କରେ ବିଭେଦ ଓ ଅସ୍ପୃଶ୍ୟତା ବିରୋଧରେ କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ ଅନୁଷ୍ଠିତ। ଏଥିରେ ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ ଯୋଗଦେଇ ବିଜେପି ଓ ଆରଏସଏସକୁ ଟାର୍ଗେଟ କରି କହିଛନ୍ତି, “ଦେଶକୁ ଲଜ୍ଜିତ କରୁଛି ବିଜେପି ଓ ଆରଏସଏସ।” ଏହି ଅବସରରେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ରୁପକ ତୁରୁକ ମଧ୍ୟ ପ୍ରତିକ୍ରିୟା ରଖି ବିଭେଦ ଓ ଅସ୍ପୃଶ୍ୟତା ବିରୋଧରେ ସ୍ୱର ଉଠାଇଛନ୍ତି। ସମାନତା, ସାମାଜିକ ନ୍ୟାୟ ଓ ସମ୍ବିଧାନର ମୂଲ୍ୟବୋଧକୁ ନେଇ କଂଗ୍ରେସର ଏହି ସତ୍ୟାଗ୍ରହ ଚର୍ଚ୍ଚାରେ। #Koraput #Congress #Satyagraha #RamachandraKadam #RupakTuruk #AmbedkarPark #SocialJustice

Koraput Town, Koraput | Aug 14, 2026