କୋଣାର୍କରେ ଅସୁରକ୍ଷିତ ପର୍ଯ୍ୟଟକ।
କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଥିବା ମୂଖ୍ୟ ଫାଟକ ଦୈନିକ ବନ୍ଦ ରହୁଥିବାରୁ ଗଳି ବାଟ ଦେଇ ହଜାର ହଜାର ପର୍ଯ୍ୟଟକ ଅସୁରକ୍ଷିତ ଭାବେ ମନ୍ଦିରକୁ ପ୍ରଵେଶ କରୁଛନ୍ତି। ଯାହା ଫଳରେ ମହିଳା ଓ ବରିଷ୍ଠ ନାଗରିକ ମାନଙ୍କ ପ୍ରତି ବିପଦ ହେଉଛି। ଏନେଇ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ଓ ପୁରୀ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ନିବେଦନ।
Konark, Puri | Sep 20, 2026