🚨 ଏକତରଫା ପ୍ରେମର କରୁଣ ପରିଣତି! 😨
ଅତର୍କିତ ଭାବେ ଘରେ ପଶି ପରିବାରର ୪ ଜଣଙ୍କୁ ଭୁଜାଲିରେ ମରଣାତ୍ମକ ଆକ୍ରମଣ। ସ୍ଥାନୀୟ ଲୋକଙ୍କ ସାହସରେ ଅଭିଯୁକ୍ତ ଯୁବକ କାବୁ, ପରେ ପୋଲିସ ହେପାଜତରେ। ଗୁରୁତର ଆହତଙ୍କୁ ହସ୍ପିଟାଲ ସ୍ଥାନାନ୍ତର।
📍 ଔପଦା ଥାନା ଅଞ୍ଚଳ, ବାଲେଶ୍ୱର
ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ।
#OdishaNews #BalasoreNews #BreakingNews #CrimeNews #Aupada #ViralNews #rcnodia #rcnodianews #rcnupdates
Bhadrak Rural, Bhadrak | Aug 18, 2026