ଭଦ୍ରକ: #ବନ୍ୟାଞ୍ଚଳରୁ_ଉଦ୍ଧାର_ବିରାଟ_ଅଜଗର, ବନ୍ୟା ଜଳରୁ ଆସିଥିବା ଅଜଗରକୁ କାନ୍ଧେଇ ବୁଲାଇଲେ ଗାଁ ଲୋକେ । ବନ୍ୟା ଜଳରୁ ଭାସି ଆସିଥିବା ଅଜଗର ଭଣ୍ଡାରିପୋଖରୀ ଥାନା ଅର୍ନ୍ତଗତ ମଢିଆଳି ପଞ୍ଚାୟତ ମହେଶପୁର ଗାଁ ରାସ୍ତାରୁ ଉଦ୍ଧାର ହୋଇଛି । ବୈତରଣୀ ନଦୀର ବନ୍ୟାଜଳରୁ ଆସିଥିବା ସୂଚନା । ଅଜଗର ସାପର ଲମ୍ଭ ୧୦ ଫୁଟରୁ ଉର୍ଦ୍ଧ ହେବ ବୋଲି ସୂଚନା ମିଳିଛି।
#ciktykhabarbhadrak
Bhadrak Rural, Bhadrak | Aug 18, 2026