Public App Logo
ବୋରିଗୁମ୍ମା -ସ୍ଵାଧୀନତା ଦିବସ ପାଳନ ପୂର୍ବରୁ ବୋରିଗୁମ୍ମା ରେ ତ୍ରିରଙ୍ଗା ଶୋଭାଯାତ୍ରା ପାଳିତ ହୋଇଛି।ପ୍ରଥମ ଥର ପାଇଁ ଶୋଭାଯାତ୍ରା ରେ ୫୦୦ ମିଟର ଲମ୍ଭା ଜାତୀୟ ପତାକା ପ୍ରଦର୍ଶିତ କରାଯାଇଥିଲା। - Koraput Town News