Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर

ବରଗଡ: ବାରପାହାଡ଼ରୁ ଖସି ଚାଲିଗଲା ଗୋବିନ୍ଦପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ଜୀବନ

MORE NEWS

୮୦ ତମ ଉପଖଣ୍ଡ ସ୍ତରୀୟ ସ୍ବାଧୀନତା ଦିବସ ସମାରୋହ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ଙ୍କ ବକ୍ତବ୍ୟ ।
#padampurtv 
#everyonefollowers 
#odisha 
#viralchallenge 
#highlight

୮୦ ତମ ଉପଖଣ୍ଡ ସ୍ତରୀୟ ସ୍ବାଧୀନତା ଦିବସ ସମାରୋହ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ଙ୍କ ବକ୍ତବ୍ୟ । #padampurtv #everyonefollowers #odisha #viralchallenge #highlight

Bargarh, Bargarh (Baragarh) | Aug 17, 2026

👉 ଅଞ୍ଚଳ ମହାବିଦ୍ୟାଳୟରେ  ପ୍ରବେଶ ଉତ୍ସବ’ ଅନୁଷ୍ଠିତ

ପଦ୍ମପୁର୧୭/୦୮: ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ନୂତନ ସମ୍ମେଳନ କକ୍ଷରେ ଯୁକ୍ତ ତିନି ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଭାବପୂର୍ଣ୍ଣ 'ପ୍ରବେଶ ଉତ୍ସବ' ସମ୍ପନ୍ନ ହୋଇଯାଇଛି । ଅଧ୍ୟକ୍ଷ ଡ. ଦିଗମ୍ବର ଚାନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ଶିକ୍ଷା ସହ ସଂସ୍କାର ଓ ସ୍ୱପ୍ନ ସାକାର କରିବାର ପ୍ରେରଣାଦାୟୀ ବାର୍ତ୍ତା ଦିଆଯାଇଥିଲା । ମଞ୍ଚରେ ଯୁକ୍ତ ଦୁଇ ପ୍ରଭାରୀ ପ୍ରଭାତ କୁମାର ମହାପାତ୍ର, ଶୈକ୍ଷିକ ମୁଖ୍ୟ ଡ. ସରୋଜ କୁମାର ନାଏକ, ନାମଲେଖା ଅଧିକାରୀ ଷଡ଼ାନନ ଭୋଇ, ପ୍ରାଧ୍ୟାପିକା କଳ୍ପନା ପାଢ଼ୀ ଏବଂ ପ୍ରାଧ୍ୟାପକ ଶ୍ରୀକାନ୍ତ ସାହୁ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଆଶୀର୍ବାଦ ସହ ଉତ୍ସାହିତ କରିଥିଲେ । ଏଥିସହ ଏନ୍.ସି.ସି. ଅଧିକାରୀ କ୍ୟାପ୍ଟେନ୍ ଜୟକୁମାର ଭୁଏ, ଖେଳ ଶିକ୍ଷକ ସଦାନନ୍ଦ ସାହୁଙ୍କ ସମେତ ସମସ୍ତ ବିଭାଗର ବିଭାଗ ମୁଖ୍ୟ ଓ ଶତାଧିକ ଛାତ୍ରଛାତ୍ରୀଙ୍କ ଆତ୍ମୀୟତାପୂର୍ଣ୍ଣ ଉପସ୍ଥିତି କାର୍ଯ୍ୟକ୍ରମକୁ ଚିରସ୍ମରଣୀୟ କରିଦେଇଥିଲା ।

👉 ଅଞ୍ଚଳ ମହାବିଦ୍ୟାଳୟରେ ପ୍ରବେଶ ଉତ୍ସବ’ ଅନୁଷ୍ଠିତ ପଦ୍ମପୁର୧୭/୦୮: ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ନୂତନ ସମ୍ମେଳନ କକ୍ଷରେ ଯୁକ୍ତ ତିନି ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଭାବପୂର୍ଣ୍ଣ 'ପ୍ରବେଶ ଉତ୍ସବ' ସମ୍ପନ୍ନ ହୋଇଯାଇଛି । ଅଧ୍ୟକ୍ଷ ଡ. ଦିଗମ୍ବର ଚାନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ଶିକ୍ଷା ସହ ସଂସ୍କାର ଓ ସ୍ୱପ୍ନ ସାକାର କରିବାର ପ୍ରେରଣାଦାୟୀ ବାର୍ତ୍ତା ଦିଆଯାଇଥିଲା । ମଞ୍ଚରେ ଯୁକ୍ତ ଦୁଇ ପ୍ରଭାରୀ ପ୍ରଭାତ କୁମାର ମହାପାତ୍ର, ଶୈକ୍ଷିକ ମୁଖ୍ୟ ଡ. ସରୋଜ କୁମାର ନାଏକ, ନାମଲେଖା ଅଧିକାରୀ ଷଡ଼ାନନ ଭୋଇ, ପ୍ରାଧ୍ୟାପିକା କଳ୍ପନା ପାଢ଼ୀ ଏବଂ ପ୍ରାଧ୍ୟାପକ ଶ୍ରୀକାନ୍ତ ସାହୁ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଆଶୀର୍ବାଦ ସହ ଉତ୍ସାହିତ କରିଥିଲେ । ଏଥିସହ ଏନ୍.ସି.ସି. ଅଧିକାରୀ କ୍ୟାପ୍ଟେନ୍ ଜୟକୁମାର ଭୁଏ, ଖେଳ ଶିକ୍ଷକ ସଦାନନ୍ଦ ସାହୁଙ୍କ ସମେତ ସମସ୍ତ ବିଭାଗର ବିଭାଗ ମୁଖ୍ୟ ଓ ଶତାଧିକ ଛାତ୍ରଛାତ୍ରୀଙ୍କ ଆତ୍ମୀୟତାପୂର୍ଣ୍ଣ ଉପସ୍ଥିତି କାର୍ଯ୍ୟକ୍ରମକୁ ଚିରସ୍ମରଣୀୟ କରିଦେଇଥିଲା ।

Bargarh, Bargarh (Baragarh) | Aug 17, 2026

ସ୍ୱାଧୀନତା ଦିବସ ଅବସରରେ ପଦ୍ମପୁର ଓକିଲ ସଂଘ ପକ୍ଷରୁ #ରକ୍ତଦାନ_ଶିବିର ଅନୁଷ୍ଠିତ ହୋଇଯାଇଛି । 
#PadampurTv 
#everyonefollowers  
#highlight  
#padampuria__pila 
#viralreelschallenge

ସ୍ୱାଧୀନତା ଦିବସ ଅବସରରେ ପଦ୍ମପୁର ଓକିଲ ସଂଘ ପକ୍ଷରୁ #ରକ୍ତଦାନ_ଶିବିର ଅନୁଷ୍ଠିତ ହୋଇଯାଇଛି । #PadampurTv #everyonefollowers #highlight #padampuria__pila #viralreelschallenge

Bargarh, Bargarh (Baragarh) | Aug 17, 2026

Bargarh, Bargarh (Baragarh) | Aug 16, 2026

👉 ସ୍ବାଧୀନତା ଦିବସ ଅବସରରେ ପଦ୍ମପୁର ଓକିଲ ସଂଘ ତରଫରୁ ରକ୍ତଦାନ୍ ଶିବିର ଅନୁଷ୍ଠିତ —

    ପଦ୍ମପୁର — ୮୦ ତମ ସ୍ୱାଧୀନତା ଦିବସ ଅବସର ରେ ପଦ୍ମପୁର ଓକିଲ ସଂଘ ତରଫରୁ ସ୍ବତନ୍ତ୍ର ପଦକ୍ଷେପ ରକ୍ତଦାନ ଶିବିର ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି | ପଦ୍ମପୁର ଓକିଲ ସଂଘ ର ସଭାପତି ଆନନ୍ଦ ପଣ୍ଡା, ବରିଷ୍ଠ ଆଇନଜୀବୀ ଗୌନ୍ତିଆ କୁମାର ସାହୁ, ରାଧାବଲ୍ଲଭ ପାଣିଗ୍ରାହୀ ପ୍ରମୁଖ ଙ୍କ ମାର୍ଗଦର୍ଶନ ରକ୍ତଦାନ କାର୍ଯ୍ୟକ୍ରମ ରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟଅତିଥି ଏବଂ ପଦ୍ମପୁର ମାନ୍ୟବର ଏ.ଡି.ଜେ ସୂର୍ଯ୍ୟ ନାରାୟଣ ଦ୍ବିବେଦି , ସବ.ଜଜ କୁମୁଦିନୀ ମୁଦୁଲି ମ୍ୟାଡ଼ମ ଓ ଏସ.ଡି.ଜେ.ଏମ ପତିତପାବନ ପଣ୍ଡା ବରିଷ୍ଠ ସମାଜସେବି ନିରୋଜ ଦୋରା , ବଣିକ ସଂଘ ସଭାପତି ପ୍ରତାପ ମିଶ୍ର ଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ର ସଦସ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ଉପସ୍ଥିତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ | ଉକ୍ତ କାର୍ଯ୍ୟକ୍ରମ ରେ ବିଭିନ୍ନ ଅନୁଷ୍ଠାନ ସ୍ବେଚ୍ଛାସେବୀ ଜନସାଧାରଣ ତଥା ମହିଳା ମହାବିଦ୍ୟାଳୟ ର ରେଡକ୍ରସ , ସ୍କାଉଟ ଛାତ୍ରୀ ଉପସ୍ଥିତ ଥିଲେ | ସର୍ବମୋଟ ୪୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା | ସଂପୂର୍ଣ୍ଣ ସହଯୋଗ କରିଥିବା ରୁ ପଦ୍ମପୁର ଉପଖଣ୍ଡର ସରକାରୀ ଡାକ୍ତରଖାନା ରକ୍ତ ଭଣ୍ଡାର ବିଭାଗ ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଙ୍କୁ ସଂଘ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। କାର୍ଯ୍ୟକ୍ରମ ରକ୍ତଦାନ୍ କରିଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ୧ କୁମାର ନାଏକ ୨ ଶୋବନ କୁମାର ପଣ୍ଡା ୩ ପୀତବାସ ଠେଲା ୪ ନୃପରାଜ ସାହୁ ୫ ବୈବ ବାରିକ ୬ ଅଶୋକ ମେହେର୍ ୭ ଲଷ୍ମୀକାନ୍ତ ବରିହା ୮ ଭିକାରୀ ଗଡତିଆ ୯ ଦିବାକର ତ୍ରିପାଠୀ ୧୦ ଆଦର୍ଶ ତ୍ରିପାଠୀ ୧୧ ସୁରଜ ସୁନା ୧୨ ହରେଶ ଡୁଙ୍ଗୁରି ୧୩ ରୁଦ୍ର ସାହୁ ୧୪ ବିନୋଦ ବେହେରା ୧୫ କ୍ଷେତ୍ରଘନ କୁମ୍ଭାର ୧୬ ନିଶିତ କୁମାର ସିଂହ ୧୭ ସୁନୀଲ ବେହେରା ୧୮ ହରିଶଙ୍କର ସିଂହ ୧୯ କ୍ରୀତୀ ଭୁଏ ୨୦ ଝସକେତନ ସାହୁ ୨୧ ସଂଜୀବ କୁମାର ବାଗ ୨୨ କଲ୍ୟାଣୀ ମିଶ୍ର ୨୩ ଶୈଳେଶ ମହାନ୍ତି ୨୪ ଚିତ୍ତରଞ୍ଜନ ପାଣ୍ଡେ ୨୫ ଶଙ୍କର ରାଉତ ୨୬ ଧବଳେଶ୍ୱର ମହାନନ୍ଦ ୨୭ ଆଶିଷ ଜ୍ୟୋତିଷ ୨୮ ୟଶୋବନ୍ତ ସାହୁ ୨୯ ରାଜେଶ କୁମାର ନାଏକ ୩୦ ମାଧବ ସାହୁ ୩୧ ଚନ୍ଦନ ସାହୁ ୩୨ ନବକିଶୋର କଣ୍ଟା ୩୩ ଜ୍ୟୋଷ୍ଣାରାଣୀ କର ୩୪ ବିକାଶ ହୋତା ୩୫ ଦୀପକ ବଗର୍ତି ୩୬ ସୌମ୍ୟରଂଜନ ସାରଙ୍ଗୀ ୩୭ ସୁବ୍ରତ କୁମାର ବିଶ୍ୱାଳ ୩୮ ଅମିତ କୁମାର ଗର୍ଗ ୩୯ ମନିଷ୍ ନାଏକ ୪୦ ସଚ୍ଚିଦାନନ୍ଦ ସାହୁ ୪୧ ରଜତ କୁମାର ମିଶ୍ର ରକ୍ତଦାନ କରିଥିଲେ | ଏଥିରେ ଓକିଲ ସଂଘର ସଦସ୍ୟ ଅଜିତ କୁମାର ଶତପଥୀ, ଉମେଶ ସାହୁ, ରାମରତନ ପୁରୋହିତ, ପ୍ରଦୀପ ଯୋଶୀ, ପ୍ରଦୀପ ସାହୁ, ପ୍ରମୋଦ ମିଶ୍ର, ସୁଶାନ୍ତ ସାହୁ, ସୁନୀଲ ଦାସ, ହିତେନ୍ଦ୍ରୀୟ ବାରିକ, ପ୍ରଶାନ୍ତ ମାଝୀ, ଆଦିତ୍ୟ ରଥ, ନେତ୍ରାନନ୍ଦ ସାହୁ , ବିଭୂତିଭୂଷଣ ଦାସ, କିଶୋର ମେହେର, ସୁନୀଲ ପାଣିଗ୍ରାହୀ, ଚିନ୍ମୟ ପଣ୍ଡା, ସୁବାଶିଷ ମିଶ୍ର, ପ୍ରମୋଦ ବାରିକ, ଚନ୍ଦନ ସାହୁ, ଆଶିଷ ଜ୍ୟୋତିଷ, ଅବଲେଶ୍ୱର ମହାନନ୍ଦ, ସଂଜୀବ କୁମାର ବାଗ, ଯଶୋବନ୍ତ ସାହୁ, ଶୋଭମ କୁମାର ପଣ୍ଡା, ଦିବାକର ତ୍ରିପାଠୀ, ଆଦର୍ଶ ପୁରୋହିତ, ଝସକେତନ ସାହୁ, ସୋମେଶ ମହାନ୍ତି, ଦିଲୀପ ପଧାନ, ଦିଲୀପ ଦାନୀ, ଅରୁଣ ଦାନୀ, ପୁରୁଷୋତ୍ତମ ଅଗ୍ରୱାଲ, ଫକୀର ମେହେର, ନରେନ୍ଦ୍ର ସାହୁ, ରୋହିତ ଭୋଏ, ଲକ୍ଷ୍ମଣ ସାହୁ, ସନ୍ତୋଷ ଶତପଥୀ, ରଜନୀକାନ୍ତ ଦାସ, ସୁଶାନ୍ତ ରଥ ଓ ଲିଙ୍ଗରାଜ ସାହୁ ଉପସ୍ଥିତ ଥିଲେ। ଓକିଲ ସଂଘ ର ସଦସ୍ୟ ମାନେ  ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ଶେଷରେ ଓକିଲ ସଂଘର ସମ୍ପାଦକ ତଥା ସମାଜସେବୀ ହରି ଶଙ୍କର ସିଂହ ଙ୍କ ଦ୍ଵାରା କାର୍ଯ୍ୟକ୍ରମ ପରିଚାଳନା ରେ ସଂଘ ର ସମସ୍ତ ଆଇନଜୀବୀ ଙ୍କ ଉପସ୍ଥିତି ରେ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପାଦନ ହୋଇଥିବାରୁ ସଂଘର ସମସ୍ତ ସଦସ୍ୟ, ବିଭିନ୍ନ ଅନୁଷ୍ଠାନ,ର  ରକ୍ତଦାତାମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଆଗକୁ ଆହୁରି ସମାଜସେବା କାର୍ଯ୍ୟ କରିବାକୁ ଉଦ୍ୟମ ଅବ୍ୟାହତ ରହିବ ବୋଲି ସମ୍ପାଦକ ହରି ଶଙ୍କର ସିଂହ କହିଛନ୍ତି।

👉 ସ୍ବାଧୀନତା ଦିବସ ଅବସରରେ ପଦ୍ମପୁର ଓକିଲ ସଂଘ ତରଫରୁ ରକ୍ତଦାନ୍ ଶିବିର ଅନୁଷ୍ଠିତ — ପଦ୍ମପୁର — ୮୦ ତମ ସ୍ୱାଧୀନତା ଦିବସ ଅବସର ରେ ପଦ୍ମପୁର ଓକିଲ ସଂଘ ତରଫରୁ ସ୍ବତନ୍ତ୍ର ପଦକ୍ଷେପ ରକ୍ତଦାନ ଶିବିର ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି | ପଦ୍ମପୁର ଓକିଲ ସଂଘ ର ସଭାପତି ଆନନ୍ଦ ପଣ୍ଡା, ବରିଷ୍ଠ ଆଇନଜୀବୀ ଗୌନ୍ତିଆ କୁମାର ସାହୁ, ରାଧାବଲ୍ଲଭ ପାଣିଗ୍ରାହୀ ପ୍ରମୁଖ ଙ୍କ ମାର୍ଗଦର୍ଶନ ରକ୍ତଦାନ କାର୍ଯ୍ୟକ୍ରମ ରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟଅତିଥି ଏବଂ ପଦ୍ମପୁର ମାନ୍ୟବର ଏ.ଡି.ଜେ ସୂର୍ଯ୍ୟ ନାରାୟଣ ଦ୍ବିବେଦି , ସବ.ଜଜ କୁମୁଦିନୀ ମୁଦୁଲି ମ୍ୟାଡ଼ମ ଓ ଏସ.ଡି.ଜେ.ଏମ ପତିତପାବନ ପଣ୍ଡା ବରିଷ୍ଠ ସମାଜସେବି ନିରୋଜ ଦୋରା , ବଣିକ ସଂଘ ସଭାପତି ପ୍ରତାପ ମିଶ୍ର ଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ର ସଦସ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ଉପସ୍ଥିତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ | ଉକ୍ତ କାର୍ଯ୍ୟକ୍ରମ ରେ ବିଭିନ୍ନ ଅନୁଷ୍ଠାନ ସ୍ବେଚ୍ଛାସେବୀ ଜନସାଧାରଣ ତଥା ମହିଳା ମହାବିଦ୍ୟାଳୟ ର ରେଡକ୍ରସ , ସ୍କାଉଟ ଛାତ୍ରୀ ଉପସ୍ଥିତ ଥିଲେ | ସର୍ବମୋଟ ୪୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା | ସଂପୂର୍ଣ୍ଣ ସହଯୋଗ କରିଥିବା ରୁ ପଦ୍ମପୁର ଉପଖଣ୍ଡର ସରକାରୀ ଡାକ୍ତରଖାନା ରକ୍ତ ଭଣ୍ଡାର ବିଭାଗ ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଙ୍କୁ ସଂଘ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। କାର୍ଯ୍ୟକ୍ରମ ରକ୍ତଦାନ୍ କରିଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ୧ କୁମାର ନାଏକ ୨ ଶୋବନ କୁମାର ପଣ୍ଡା ୩ ପୀତବାସ ଠେଲା ୪ ନୃପରାଜ ସାହୁ ୫ ବୈବ ବାରିକ ୬ ଅଶୋକ ମେହେର୍ ୭ ଲଷ୍ମୀକାନ୍ତ ବରିହା ୮ ଭିକାରୀ ଗଡତିଆ ୯ ଦିବାକର ତ୍ରିପାଠୀ ୧୦ ଆଦର୍ଶ ତ୍ରିପାଠୀ ୧୧ ସୁରଜ ସୁନା ୧୨ ହରେଶ ଡୁଙ୍ଗୁରି ୧୩ ରୁଦ୍ର ସାହୁ ୧୪ ବିନୋଦ ବେହେରା ୧୫ କ୍ଷେତ୍ରଘନ କୁମ୍ଭାର ୧୬ ନିଶିତ କୁମାର ସିଂହ ୧୭ ସୁନୀଲ ବେହେରା ୧୮ ହରିଶଙ୍କର ସିଂହ ୧୯ କ୍ରୀତୀ ଭୁଏ ୨୦ ଝସକେତନ ସାହୁ ୨୧ ସଂଜୀବ କୁମାର ବାଗ ୨୨ କଲ୍ୟାଣୀ ମିଶ୍ର ୨୩ ଶୈଳେଶ ମହାନ୍ତି ୨୪ ଚିତ୍ତରଞ୍ଜନ ପାଣ୍ଡେ ୨୫ ଶଙ୍କର ରାଉତ ୨୬ ଧବଳେଶ୍ୱର ମହାନନ୍ଦ ୨୭ ଆଶିଷ ଜ୍ୟୋତିଷ ୨୮ ୟଶୋବନ୍ତ ସାହୁ ୨୯ ରାଜେଶ କୁମାର ନାଏକ ୩୦ ମାଧବ ସାହୁ ୩୧ ଚନ୍ଦନ ସାହୁ ୩୨ ନବକିଶୋର କଣ୍ଟା ୩୩ ଜ୍ୟୋଷ୍ଣାରାଣୀ କର ୩୪ ବିକାଶ ହୋତା ୩୫ ଦୀପକ ବଗର୍ତି ୩୬ ସୌମ୍ୟରଂଜନ ସାରଙ୍ଗୀ ୩୭ ସୁବ୍ରତ କୁମାର ବିଶ୍ୱାଳ ୩୮ ଅମିତ କୁମାର ଗର୍ଗ ୩୯ ମନିଷ୍ ନାଏକ ୪୦ ସଚ୍ଚିଦାନନ୍ଦ ସାହୁ ୪୧ ରଜତ କୁମାର ମିଶ୍ର ରକ୍ତଦାନ କରିଥିଲେ | ଏଥିରେ ଓକିଲ ସଂଘର ସଦସ୍ୟ ଅଜିତ କୁମାର ଶତପଥୀ, ଉମେଶ ସାହୁ, ରାମରତନ ପୁରୋହିତ, ପ୍ରଦୀପ ଯୋଶୀ, ପ୍ରଦୀପ ସାହୁ, ପ୍ରମୋଦ ମିଶ୍ର, ସୁଶାନ୍ତ ସାହୁ, ସୁନୀଲ ଦାସ, ହିତେନ୍ଦ୍ରୀୟ ବାରିକ, ପ୍ରଶାନ୍ତ ମାଝୀ, ଆଦିତ୍ୟ ରଥ, ନେତ୍ରାନନ୍ଦ ସାହୁ , ବିଭୂତିଭୂଷଣ ଦାସ, କିଶୋର ମେହେର, ସୁନୀଲ ପାଣିଗ୍ରାହୀ, ଚିନ୍ମୟ ପଣ୍ଡା, ସୁବାଶିଷ ମିଶ୍ର, ପ୍ରମୋଦ ବାରିକ, ଚନ୍ଦନ ସାହୁ, ଆଶିଷ ଜ୍ୟୋତିଷ, ଅବଲେଶ୍ୱର ମହାନନ୍ଦ, ସଂଜୀବ କୁମାର ବାଗ, ଯଶୋବନ୍ତ ସାହୁ, ଶୋଭମ କୁମାର ପଣ୍ଡା, ଦିବାକର ତ୍ରିପାଠୀ, ଆଦର୍ଶ ପୁରୋହିତ, ଝସକେତନ ସାହୁ, ସୋମେଶ ମହାନ୍ତି, ଦିଲୀପ ପଧାନ, ଦିଲୀପ ଦାନୀ, ଅରୁଣ ଦାନୀ, ପୁରୁଷୋତ୍ତମ ଅଗ୍ରୱାଲ, ଫକୀର ମେହେର, ନରେନ୍ଦ୍ର ସାହୁ, ରୋହିତ ଭୋଏ, ଲକ୍ଷ୍ମଣ ସାହୁ, ସନ୍ତୋଷ ଶତପଥୀ, ରଜନୀକାନ୍ତ ଦାସ, ସୁଶାନ୍ତ ରଥ ଓ ଲିଙ୍ଗରାଜ ସାହୁ ଉପସ୍ଥିତ ଥିଲେ। ଓକିଲ ସଂଘ ର ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ଶେଷରେ ଓକିଲ ସଂଘର ସମ୍ପାଦକ ତଥା ସମାଜସେବୀ ହରି ଶଙ୍କର ସିଂହ ଙ୍କ ଦ୍ଵାରା କାର୍ଯ୍ୟକ୍ରମ ପରିଚାଳନା ରେ ସଂଘ ର ସମସ୍ତ ଆଇନଜୀବୀ ଙ୍କ ଉପସ୍ଥିତି ରେ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପାଦନ ହୋଇଥିବାରୁ ସଂଘର ସମସ୍ତ ସଦସ୍ୟ, ବିଭିନ୍ନ ଅନୁଷ୍ଠାନ,ର ରକ୍ତଦାତାମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଆଗକୁ ଆହୁରି ସମାଜସେବା କାର୍ଯ୍ୟ କରିବାକୁ ଉଦ୍ୟମ ଅବ୍ୟାହତ ରହିବ ବୋଲି ସମ୍ପାଦକ ହରି ଶଙ୍କର ସିଂହ କହିଛନ୍ତି।

Bargarh, Bargarh (Baragarh) | Aug 16, 2026