Public App Logo
Profile Picture

BARGARH NEWS

@bargarhdist.news
256424Followers
10Following
ବରଗଡ: ବରଗଡ଼ ରେ ବିଜୁ ଜନତା ଦଳ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳନ ସହିତ  ଜନ ସମ୍ପର୍କ ପଦଯାତ୍ରା ର ଶୁଭାରମ୍ଭ କରଯାଇଛି।
ବରଗଡ: ବରଗଡ଼ରେ ମହାସମାରୋହରେ ପାଳିତ ହେଲା ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ |
ବରଗଡ: ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ପଶ୍ଚିମ ଓଡିଶା ଧନୁଯାତ୍ରା କଳାକାର ସଂଘ ର ନୂଆଖାଇ ଭେଟଘାଟ  ଅନୁଷ୍ଠିତ
ବରଗଡ: ବରଗଡ଼ର ଯଦୁମଣି ପ୍ରଧାନ ଅଡିଟୋରିୟମ ଠାରେ
 ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ |
ବରଗଡ: ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ କଂସ କଳାକାରଙ୍କ ବଦଳି କୁ ନେଇ ଦାବି ଉଠିଥିବା ବେଳେ ଏନେଇ ପ୍ରତିକ୍ରିୟା ରଖିଲେ ସୁଶୀଲ ମେହେର
ବରଗଡ: ରାଜୀବ ପଲ୍ଲୀ ଗାଁରେ ବିଦ୍ୟୁତ ସମସ୍ୟା, ସମାଧାନ ପାଇଁ  TPWODL ମୁଖ୍ୟ ଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲେ ଗ୍ରାମବାସୀ
ବରଗଡ: ଜାତୀୟ ସ୍ବେଛାକୃତ ରକ୍ତଦାନ ଦିବସ ଅବସରରେ ଖଣ୍ଡହତା ସ୍ଥିତ ନିଷ୍ଠା ଭବନ ଠାରେ  ରକ୍ତ ଦାନ ଉତ୍ସବ ପାଳନ କରାଯାଇଛି |
ବରଗଡ: ଜିଲ୍ଲାପାଳ କାର୍ଯ୍ୟାଳୟ ଦ୍ୱାରସ୍ଥ ହେଲେ ବରଗଡ଼ ବରାହଗୋଡ଼ା ୱାର୍ଡ ନମ୍ବର ୧୬ ରାମକୃଷ୍ଣ ନଗର ର ବାସିନ୍ଦା
ବରଗଡ: ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ଗୁରୁବାର ତାଙ୍କ କାର୍ଯ୍ୟାଳୟରେ ଭେଟିଲେ ବରଗଡ଼ ବିଧାୟକ
ବରଗଡ: ସଂକଳ୍ପ ପରିବାର ଓ ସହିଦ ମାଧୋ ସିଂ ଆଞ୍ଚଳିକ କୃଷକ ସଂଗଠନ ଘେଁସ ଆନୁକୂଲ୍ୟରେ ନୂଆଁଖାଇ ଭେଟଘାଟରେ ଅନୁଷ୍ଠିତ ହେଲା ରକ୍ତଦାନ ଶିବିର
ବରଗଡ: ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ  ଘେଁସ ଧାନ ମଣ୍ଡି ଠାରେ ନୁଆଁଖାଇ ଭେଟ ଘାଟକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |
ବରଗଡ: ବରଗଡ଼ ଗାନ୍ଧୀଛକରେ ପୁଣି ଚଳିବ ବୋଲଡଜର | ଗାନ୍ଧୀ ଛକରେ ସରକାରୀ ଜମି ଉପରେ  ତିଆରି ହୋଇଥିବା ବେଆଇନ ନିର୍ମାଣକୁ ହଟାଯିବ
ବରଗଡ: ବିଦ୍ୟୁତ ବିଭାଗ ପକ୍ଷରୁ ସୁବାସ ନଗର ଓ ଅନ୍ୟାନ୍ୟ ସ୍ଥାନରେ ବିଦ୍ୟୁତ ସେବା ବନ୍ଦ ନେଇ ଜରୁରୀ ସୂଚନା ପ୍ରଦାନ କରାଗଲା
ବରଗଡ: ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ଘେଁସ ଧାନ ମଣ୍ଡିରେ ଅନୁଷ୍ଠିତ ହେଲା ନୂଆଁଖାଇ ଭେଟଘାଟ
ବରଗଡ: ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ନେଇ ଜରୁରୀ ସୂଚନା ପ୍ରଦାନ କଲେ ବରଗଡ଼ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ
ବରଗଡ: ପୌର ପ୍ରଶାସନ ପକ୍ଷରୁ ଗାନ୍ଧୀ ଛକରେ ବେଆଇନ ନିର୍ମାଣକୁ ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି
ବରଗଡ: ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ନେଇ ଜରୁରୀ ସୂଚନା ପ୍ରଦାନ କରାଗଲା
ବରଗଡ: ବରଗଡ଼ ରେ ସବୁ ଦୋକାନ ବଜାର ଖୋଲା | ଓଡିଶା ବନ୍ଦ ର ପ୍ରଭାବ ପଡିଲା ନାହିଁ ବରଗଡ଼ ଜିଲ୍ଲାରେ
ବରଗଡ: ବରଗଡ଼ CHC ସହରାଞ୍ଚଳରେ ଥିବା ଚକ୍ଷୁ ବିଭାଗ ଓ ବ୍ଲଡ଼ ବ୍ୟାଙ୍କ ଅନ୍ୟତ୍ର ସ୍ଥାନାନ୍ତରିତକୁ ବିରୋଧ କଲା ସଚେତନ ନାଗରିକ ମଞ୍ଚ
ବରଗଡ: ବରଗଡ଼ରେ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଜିଲ୍ଲାସ୍ତରୀୟ କୁଇଜ୍ ପ୍ରତିଯୋଗିତା ମଙ୍ଗଳବାର ଆୟୋଜିତ ହୋଇଯାଇଛି |
ବରଗଡ: ଶ୍ରୀ ଶ୍ରୀ ଅଗ୍ରସେନ ଜୟନ୍ତୀ ସମାରୋହ ସମିତି ପକ୍ଷରୁ ବିନାୟକ ହୋଟେଲରେ ଅନୁଷ୍ଠିତ ହେଲା ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ
ବରଗଡ: ସୋହେଲା RI ଙ୍କୁ ଆକ୍ରମଣ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ଅତିରିକ୍ତ ଜିଲ୍ଲାପାଳ
ବରଗଡ: ମାଉଣ୍ଟ ମଚୋଇ-II ଶିଖରରେ ବରଗଡ଼ ର ଆଶୀର୍ବାଦ ମହାପାତ୍ର |
ବରଗଡ: ୱାର୍ଲଡ ହାର୍ଟ ଡେ ଅବସରରେ କ୍ରିଷ୍ଣା ବିକାଶ ତରଫରୁ  ଗାନ୍ଧୀଛକରେ ଏକ ୱାକଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |
ବରଗଡ: ବରଗଡ଼ ଜିଲ୍ଲା ପଠାଗାରର ସମସ୍ୟାକୁ ନେଇ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବଢିଲା ଅସନ୍ତୋଷ |