Public App Logo
ଜୟପୁର ସହରରେ ହର୍ ଘର୍ ତ୍ରିରଙ୍ଗା ଯାତ୍ରା, ସାମିଲ ହେଲେ ଓଡ଼ିଶା ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମାନ୍ୟବର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ। "ବନ୍ଦେ ମାତରମ୍" ଧ୍ୱନିରେ ପ୍ରକମ୍ପିତ ହେଲା ସହର। - Jeypore News