Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
ବିରମିତ୍ରପୁର; ଜେଏମଏମ୍ ର କର୍ମୀ ସମ୍ମିଳନୀ ଅନୁଷ୍ଠିତ। #smsnewsnetwork #biramitrapur #jmm #anjalisoren - Sundargarh Town News
2008sanjib
ବିରମିତ୍ରପୁର; ଜେଏମଏମ୍ ର କର୍ମୀ ସମ୍ମିଳନୀ ଅନୁଷ୍ଠିତ। #smsnewsnetwork #biramitrapur #jmm #anjalisoren
Sundargarh Town, Sundargarh
| Aug 17, 2026
#smsnewsnetwork
#biramitrapur
#jmm
#anjalisoren
MORE NEWS
ରାଉରକେଲା; ନ୍ୟାୟ ପାଇଁ ଲଢେଇ; ବନ୍ଧମୁଣ୍ଡା ରୋଡ ବଳଭଦ୍ର ମାର୍କେଟ କମିଟି ପକ୍ଷରୁ ଆରଏସପି ନଗର ସେବା କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା #smsnewsnetwork #rourkela #SAIL #RSP #fightforjusice #balabhadramarket #sector3ps #cgm #GM #Townservices
Sundargarh Town, Sundargarh | Aug 17, 2026
SMS News Bureau Bisra ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ବିଶ୍ରା ବ୍ଲକ କାର୍ଯ୍ୟାଳୟ ପରିସର ସ୍ଥିତ ପଂଚାୟତ ସମିତି ସଭାକକ୍ଷ ରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ଓ ରାଉରକେଲା ଆରକ୍ଷୀ ଅଧିକ୍ଷକ ନୀତେଶ ୱାଧୱାନୀ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ। ଆଜି ମୋଟ ୬୬ ଗୋଟି ଅଭିଯୋଗର ଶୁଣାଣୀ ହୋଇଥିଲା l ସେଥି ମଧ୍ୟରୁ। ୩୬ ଟି ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୨୪ ଟି ସାମୁହିକ ଅଭିଯୋଗ ରହିଥିଲା। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆଥିିକ ସହାୟତା ପାଇଁ ୪ ଜଣ ବ୍ୟକ୍ତି ଓ ରେଡକ୍ରସ ସହାୟତା ପାଇଁ ୨ ଜଣ ଆବେଦନ କରିଥିଲେ । ଏଥି ମଧ୍ୟରୁ ୬ ଗୋଟି ଅଭିଯୋଗ ର ତତ୍ କ୍ଷଣାତ ସମାଧାନ କରାଯାଇଥିଲା। l ଆଜି ଆସିଥିବା ଅଭିଯୋଗ ଗୁଡ଼ିକ ମଧ୍ୟରୁ ମୁଖ୍ୟତଃ ରାସ୍ତା ଘାଟ ସମସ୍ୟା, ପେନସନ, ବିଦ୍ୟୁତ୍ ସମସ୍ୟା, ରାସନ୍ କାର୍ଡ ସମସ୍ୟା, ପାନୀୟ ଜଳ ସମସ୍ୟା ଆଦି ପ୍ରମୁଖ ରହିଥିଲା। ଆଜିର ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ରେ ଡିଏଫଓ ରବିକାନ୍ତ ମୀ ନା ସହିତ ବିଶ୍ର। ଗୋଷ୍ଠି ଉନ୍ନୟନ ଅଧିକାରୀ ସମେତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l #smsnewsnetwork #bisra #grivance #dmsundargarh #sprourkela
Sundargarh Town, Sundargarh | Aug 17, 2026
ରାଉରକେଲା; ବିଏମଏସ୍ ର ବିରାଟ ଶୋଭାଯାତ୍ରାରେ ଦାବିପତ୍ର ପ୍ରଦାନ ପାଇଁ ଆସିଥିବା ବେଳେ ଏଡିଏମ୍ ମହୋଦୟା ଦେଖି ପଳାଇଲେ! ଅସନ୍ତୋଷ ଝାଡିଲେ ଶ୍ରମିକ ନେତା #smsnewsnetwork #rourkela #BMS #RIKKS #ADM #SDM #DMSNG #chiefsecretary #CMOdisha
Sundargarh Town, Sundargarh | Aug 17, 2026
SMS News Bureau Bisra ବିଶ୍ରା ବ୍ଲକର ବର୍ଷା ପ୍ରଭାବିତ ଅଞ୍ଚଳ ପରିଦର୍ଶନରେ ବିଧାୟକ| ଲଗାଣ ବର୍ଷା ଯୋଗୁଁ ବିଶ୍ରା ବ୍ଲକର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ଆଜି ମାନ୍ୟବର ବୀରମିତ୍ରପୁର ବିଧାୟକ, ଶ୍ରୀ Rohit Joseph Tirkey ବିଶ୍ରା ବ୍ଲକର ବର୍ଷା ପ୍ରଭାବିତ ଅଞ୍ଚଳ ଗୁଡିକ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ସମୟରେ ତାଙ୍କ ସହ ପାନପୋଷ ଉପ-ଜିଲ୍ଲାପାଳ, ଚନ୍ଦ୍ରକାନ୍ତ ବେହେରା , ବିଶ୍ରା ବିଡିଓ,ବିଶ୍ରା ତହସିଲଦାର ଏବଂ ବିଜେଡି ର ଯୁବନେତା ସୋମନାଥ ରାହା, ବିକ୍ରମ ସିଂ,ତାରିକ ଆଜ଼ିଜ଼ ଏବଂ ଅନନ୍ୟା ବିଜେଡ଼ି କର୍ମୀମାନେ ଉପସ୍ଥିତ ଥିଲେ। ବିଧାୟକ ଧୋଇଯାଇଥିବା ରାସ୍ତା, ପୋଲ ଏବଂ ଜଳବନ୍ଦୀ ହୋଇଥିବା ଗାଁ ଗୁଡିକୁ ବୁଲି ଦେଖିଲେ ଏବଂ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କଲେ। ସେ ଅଧିକାରୀମାନଙ୍କୁ ତୁରନ୍ତ କ୍ଷୟକ୍ଷତି ଆକଳନ, ଜଳ ନିଷ୍କାସନ, ରିଲିଫ ବଣ୍ଟନ ଏବଂ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଧାୟକ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ସହ କଥା ହୋଇ ପୁନଃ ନିର୍ମାଣ ପାଇଁ ସ୍ୱତନ୍ତ୍ର ଅର୍ଥ ମଞ୍ଜୁର କରିବାକୁ ପ୍ରତିଶ୍ରୁତି ଦେଇଥିଲେ। #smsnewsnetwork #bisra #mla #rohitjosephtirkey #rainaffectedarea #somnathraha #BDO #TAHSILDAR
Sundargarh Town, Sundargarh | Aug 17, 2026
ବଣେଇ; ବରସୁଆଁ; ଲୌହ ଖଣି ରେ କାର୍ଯ୍ୟରତ ଶ୍ରମିକ ଙ୍କ ମୃତ୍ୟୁ।। #smsnewsnetwork #bonai #barsuan #barsuanironmines #tensaop #lahuniparaps #sdpobonai
Sundargarh Town, Sundargarh | Aug 17, 2026